Browsing Tag

parliament

ବଜେଟ ଅଧିବେଶନ ପଶ୍ଚାତାପର ସମୟ- ମୋଦୀ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖିଛନ୍ତି । ପରୋକ୍ଷରେ ସଂସଦରେ ନାରାବାଜି କରୁଥିବା ସାଂସଦଙ୍କୁ କଡା…
Read More...

ସଂସଦକୁ ଫେରିବେ ୧୪ ନିଲମ୍ବିତ ସାଂସଦ

ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନ ସମୟରେ ନିଲମ୍ବିତ ହୋଇଥିବା ୧୪ ଜଣ ବିରୋଧୀ ଦଳ ସାଂସଦ ବଜେଟ୍ ଅଧିବେଶନରେ ଭାଗ ନେବା ପାଇଁ ସଂସଦକୁ ଫେରିବେ। ଏ ସମସ୍ତଙ୍କ ମାମଲା ସ୍ବାଧିକାର କମିଟି ନିକଟକୁ ପଠାଯାଇଥିଲା। ସଂସଦୀୟ…
Read More...

ସଂସଦ ସୁରକ୍ଷା ଉଲ୍ଲଙ୍ଘନ ଘଟଣା – ଚାଲିଛି ଅଭିଯୁକ୍ତଙ୍କ ନାର୍କୋ ପରୀକ୍ଷା

ଡେସ୍କ: ସଂସଦ ସୁରକ୍ଷା ଉଲ୍ଲଙ୍ଘନ ଘଟଣାରେ କୋର୍ଟ ନିର୍ଦ୍ଦେଶ ଦେବା ପରେ ଆଜି ଗୁଜୁରାଟର ଅହମଦାବାଦରେ ଅଭିଯୁକ୍ତ ମାନଙ୍କ ନାର୍କୋ ପରୀକ୍ଷା କରାଯାଉଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ସେଠାରେ ଉପସ୍ଥିତ ଥିବା ସୂଚନା…
Read More...

ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରେ କାର୍ଯ୍ୟାରମ୍ଭ; ପୁରୁଣା ଭବନରେ ହିଁ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ଅବସରରେ ସେପ୍ଟେମ୍ବର ୧୯ ତାରିଖରେ ନୂଆ ସଂସଦ ଭବନରେ ସଂସଦର ପ୍ରଥମ ଅଧିବେଶନ ହେବ। ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରେ ପୁରୁଣା ଭବନରେ ହିଁ ଆରମ୍ଭ ହେବ। ୧୮ରେ ପୁରୁଣା…
Read More...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ; ମୌସୁମୀ ଅଧିବେଶନରେ ଆସିପାରେ ସଂଶୋଧନ ବିଲ୍‍

ନୂଆଦିଲ୍ଲୀ: କିଛି ହାତଗଣତି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସଂସଦର ଆଗାମୀ ମୌସୁମୀ ଅଧିବେଶନ କାଳରେ ସଂଶୋଧନ ବିଲ୍‍ ଆସିବା ସମ୍ଭାବନା ରହିଛି। ଏକ…
Read More...

ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବେ ୧୬ ଦଳ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଯାଇଛନ୍ତି। କଂଗ୍ରେସ ସମେତ ୧୬ଟି ରାଜନୈତିକ ଦଳ ମିଶି ବଜେଟ ଅଧିବେଶନର ପ୍ରଥମ ଦିନ ସଂସଦରେ…
Read More...

ଜାନୁୟାରୀ ୨୯ରେ ବଜେଟ ଅଧିବେଶନ, ସୁପାରିସ କଲା ସିସିପିଏ

ନୂଆଦିଲ୍ଲୀ: ଆସନ୍ତା ୨୯ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ଏ ନେଇ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି (ସିସିପିଏ) ପକ୍ଷରୁ ମଙ୍ଗଳବାର ସୁପାରିସ୍‌ କରାଯାଇଛି। ସିସିପିଏ କରିଥିବା ସୁପାରିସ୍‌ ଅନୁସାରେ,…
Read More...

ଜାନୁୟାରୀରୁ ଆରମ୍ଭ ହୋଇପାରେ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ କୃଷି ଆଇନକୁ ନେଇ ଜାରି ରହିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ସଂସଦ ଅଧିବେଶନ ଶୀଘ୍ର ଆରମ୍ଭ ହୋଇପାରେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପହଲ୍ଲାଦ ଜୋଶୀଙ୍କ ପକ୍ଷରୁ କଂଗ୍ରେସର…
Read More...

‘କରୋନା’: ସଂସଦରେ ବିବୃତି ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ- ସ୍ଥିତି ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ‘କରୋନା’ ଭୂତାଣୁକୁ ନେଇ ଆତଙ୍କ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସଂସଦରେ କରୋନା ସମ୍ପର୍କରେ…
Read More...

ଆଜିଠୁ ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ; ଦିଲ୍ଲୀ ହିଂସାକୁ ନେଇ ସରକାରକୁ ଘେରିବେ ବିରୋଧୀ

ନୂଆଦିଲ୍ଲୀ: ସୋମବାରଠାରୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏଥିରେ ସରକାରଙ୍କୁ ଘେରିବା ଲାଗି ବିରୋଧୀଙ୍କୁ ଏକ ବଡ଼ ପ୍ରସଙ୍ଗ ମିଳିଯାଇଛି। ଦିଲ୍ଲୀ ଦଙ୍ଗାରେ ୪୫ ଜଣଙ୍କ ମୃତ୍ୟୁ ଘଟିଥିବାରୁ…
Read More...