Browsing Tag

Pari Case

ପରୀ ମାମଲା: ଏତଲାରେ ନାଁ ଥିବା ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ଦାବି, ହାଇକୋର୍ଟରେ ମିସ୍‌ କେସ୍‌ ଦାୟର

କଟକ: ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍‌ କେସ୍‌ ଦାୟର ହୋଇଛି। ପରୀ ହତ୍ୟା ଘଟଣାରେ ତା’ର ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଯେଉଁମାନଙ୍କ ନାମ ରହିଛି ସେମାନଙ୍କର ପଲିଗ୍ରାଫ…
Read More...

‘ଘଟଣା ବିଷୟରେ ଜାଣିଥିଲେ ସରୋଜ ପରିବାର’

ଭୁବନେଶ୍ଵର: ଯଦୁପୁର ନାବାଳିକା ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ଗୁରୁବାର ବଡ଼ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଇଛି। ସରୋଜ ନାବାଳିକାକୁ ହତ୍ୟା କରିଥିବା ଘଟଣା ବିଷୟରେ ତା’ର ପରିବାର ଲୋକେ…
Read More...

ଯଦୁପୁର ନାବାଳିକା ହତ୍ୟା ମାମଲା: ଚାର୍ଜଶିଟ୍‌ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାର ଚାର୍ଜଶିଟ୍‌ ଦାଖଲ କରିବାକୁ ହାଇକୋର୍ଟ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଏସଆଇଟିକୁ ନିର୍ଦେଶ ଦେଇଛନ୍ତି। ମାମଲାକୁ ଦୀର୍ଘ ଦିନ ବିତିଯାଇଥିବାରୁ ଗୁରୁବାର…
Read More...

ବୋଥ୍ରାଙ୍କ ପ୍ରେସ୍‌ମିଟ୍‌କୁ ‘ପୂରା ମନଗଢ଼ା କାହାଣୀ’ କହିଲେ ‘ପରୀ’ର ବାପା

ଭୁବନେଶ୍ଵର: ସରୋଜ ସେମିତି ପିଲା ନୁହେଁ। ତାକୁ ଏସଆଇଟି ମୋହରା କରୁଛି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପୂରା ମନଗଢ଼ା କାହାଣୀ କହୁଛନ୍ତି ବୋଲି କହିଛନ୍ତି ପରୀର ବାପା ଅଶୋକ ସାହୁ। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା…
Read More...

କାହିଁକି ସନ୍ଦେହକୁ ଆସିଲା ସରୋଜ ? ଜାଣନ୍ତୁ, କ’ଣ କହିଲେ ବୋଥ୍ରା

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଯଦୁପୁର ଗାଁର ସରୋଜ ସେଠୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଆଇଟି। ସରୋଜ ପରୀକୁ ହତ୍ୟା କରିବା ପରେ ତା’ ମୃତଦେହ ସହିତ ଦୁଷ୍କର୍ମ କରିଥିଲା। ଏ…
Read More...

‘ପରୀ’କୁ ହତ୍ୟା ପରେ ମୃତଦେହ ସହ ଦୁଷ୍କର୍ମ କରିଥିଲା ସରୋଜ: ଅରୁଣ ବୋଥ୍ରା

ଭୁବନେଶ୍ଵର: ‘ପରୀ’କୁ ହତ୍ୟା କରିବା ପରେ ତା’ ମୃତଦେହ ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ସରୋଜ ସେଠୀ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ହତ୍ୟା ପୂର୍ବରୁ ‘ପରୀ’କୁ ଦୁଷ୍କର୍ମ କରାଯାଇଛି ! ଅଭିଯୁକ୍ତ ଚିହ୍ନଟ

କଟକ: ନୟାଗଡ଼ ଜିଲା ଯଦୁପୁରର କୁନି ଝିଅ ‘ପରୀ’କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି। ପରୀ ପୋଷାକରୁ ଏ ସମ୍ପର୍କରେ ପ୍ରମାଣ ମିଳିଛି। ପୋଷାକରେ ସିମେନ୍‌ର ଦାଗ ରହିଥିବା ସୂଚନା ମିଳିଛି। ବୁଧବାର କ୍ରାଇମବ୍ରାଞ୍ଚ…
Read More...

‘ପରୀ’କୁ ନ୍ୟାୟ ପାଇଁ ଆଜିଠୁ ବିଜେପିର ପଦଯାତ୍ରା

ସମ୍ବଲପୁର: ନୟାଗଡ଼ର ‘ପରୀ’ ମୃତ୍ୟୁ ମାମଲାରେ ପରୀ ଏବଂ ତା’ର ପରିବାରକୁ ନ୍ୟାୟ ଦେବା ପାଇଁ ବିଜେପି ଆଜିଠାରୁ ପଦଯାତ୍ରା ଆରମ୍ଭ କରିଛି। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସମସ୍ତ ୧୪୭ ବିଧାନସଭା…
Read More...

ମିଳିଲା ସ୍ବାତୀର ମୃତଦେହ

ନୟାଗଡ଼: ବହୁଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ଡ ରାଜ୍ୟବାସୀଙ୍କ ମନରୁ ଲିଭି ନ ଥିବାବେଳେ ସେହି ନୟାଗଡ଼ରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗତ ଶୁକ୍ରବାରଠାରୁ ନିଖୋଜ ଥିବା ୩ ବର୍ଷର ଝିଅ ସ୍ବାତୀର ମୃତଦେହ ମଙ୍ଗଳବାର…
Read More...

‘ପରୀ’ ମୃତ୍ୟୁ ମାମଲା: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟ ଆଗରେ ବିଜେପି, କଂଗ୍ରେସର ବିକ୍ଷୋଭ

ଭୁବନେଶ୍ଵର: ‘ପରୀ’ ମୃତ୍ୟୁ ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର) ଅଧ୍ୟକ୍ଷାଙ୍କ ମନ୍ତବ୍ୟକୁ ବିରୋଧ କରିଛି ବିଜେପି ଏବଂ କଂଗ୍ରେସ। ଦୁଇ ଦଳର ନେତା ଏବଂ କର୍ମୀମାନେ କାର୍ଯ୍ୟାଳୟ ଆଗରେ…
Read More...