Browsing Tag

Pakistan

ପାକିସ୍ତାନରେ ବଡ଼ ରେଳ ଦୁର୍ଘଟଣା: ୨୫ ମୃତ, ୮୦ରୁ ଊର୍ଦ୍ଧ୍ବ ଆହତ

ଇସ୍‌ଲାମାବାଦ: ପାକିସ୍ତାନରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଥିବା ନେଇ ରବିବାର ଖବର ସାମ୍ନାକୁ ଆସିଛି। ପାକିସ୍ତାନୀ ଗଣମାଧ୍ୟମ ସୂଚନା ଅନୁସାରେ, ରାୱଲପିଣ୍ଡିରୁ ଚାଲୁଥିବା ହଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ…
Read More...

ପାକିସ୍ତାନରେ ଜଳ ସଙ୍କଟ; ୩ କୋଟି ପାକିସ୍ତାନୀ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ

କରାଚୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ବର୍ତ୍ତମାନ ଜଳାଭାବ ଦେଖା ଦେଇଛି। ଦିନକୁ ଦିନ ପାକିସ୍ତାନରେ ଅବସ୍ଥା ଖରାପ ହେବାରେ ଲାଗିଛି। ଏକ ରିପୋର୍ଟ ମୁତାବକ, ପାକିସ୍ତାନର ୨୪ଟି ପ୍ରମୁଖ ସହରରେ…
Read More...

‘ହେ ସର୍ବଶକ୍ତିମାନ! ଆମକୁ ମୋଦୀ ଦିଅ’- ଶେହବାଜ ସରକାର ଉପରେ ବର୍ଷି ଏପରି କହିଲେ ପାକ୍‌ ଯୁବକ

ଇସଲାମାବାଦ: ପାକିସ୍ତାନୀ ୟୁଟ୍ୟୁବର ସନା ଅମଜଦ ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି, ଯାହା ସାମଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି। ଭାରତରେ ମଧ୍ୟ ଏହି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ…
Read More...

ଇମ୍ରାନ ଖାନଙ୍କ ଉପରେ ଝୁଲୁଛି ଗିରଫଦାରୀ ଖଣ୍ଡା; ବାସଭବନରେ ପୁଲିସ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଝୁଲୁଛି ଗିରଫଦାରୀ ଖଣ୍ଡା। ପୁଲିସ ଇମ୍ରାନଙ୍କୁ ଗିରଫ କରିପାରେ। କୁହାଯାଉଛି ଯେ, ଲାହୋର ପୁଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ତାଙ୍କ…
Read More...

ପାକିସ୍ତାନ: ଟ୍ରେନ୍‌ରେ ବିସ୍ଫୋରଣ, ୨ ମୃତ ଓ ୪ ଗୁରୁତର

ପେଶାୱର: ପାକିସ୍ତାନରେ ଗୁରୁବାର ସକାଳେ ଏକ ଟ୍ରେନରେ ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ବେଲୁଚିସ୍ତାନର କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣଙ୍କର…
Read More...

କିମ୍ବଦନ୍ତୀ ପାକ୍ କ୍ରିକେଟର ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜହୀର ଅବ୍ବାସଙ୍କୁ ଲଣ୍ଡନର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଜହୀର କରୋନାରେ ପୀଡ଼ିତ ଥିଲେ, ଯାହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି…
Read More...

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଭେଟିଲେ ସଂଜୟ ଦତ୍ତ ! ଏହାକୁ ନେଇ ପ୍ରଶ୍ନ…

ନୂଆଦିଲ୍ଲୀ - ଭାରତ ଏବଂ ପାକିସ୍ତାନର ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣା । ପାକିସ୍ତାନ ସହ ଆମ ଦେଶର ସମ୍ପର୍କ ଭଲ ନାହିଁ । ଉରି ଘଟଣାପରେ ଏହା ଆହୁରି ତିକ୍ତ ହୋଇଯାଇଛି । ଏହି ଉତ୍ତେଜନା ଏବେ ବି ଲୋକଙ୍କ…
Read More...

ହାଫିଜର ଲାହୋର ବାସଭବନ ସମ୍ମୁଖରେ ବିସ୍ଫୋରଣ ପାଇଁ ଭାରତର ‘ର’କୁ ଦାୟୀ କଲା ପାକିସ୍ତାନ

ଇସଲାମାବାଦ: ଆତଙ୍କବାଦକୁ ସମର୍ଥନ, ପ୍ରୋତ୍ସାହନ, ତାଲିମ ଓ ପାଣ୍ଠିଯୋଗାଣ ପାଇଁ ଆନ୍ତର୍ଜାତିକ ସ୍ତରରେ ବଦନାମ ହୋଇସାରିଥିବା ପାକିସ୍ତାନ ଏବେ ଭାରତ ବିରୁଦ୍ଧରେ ଏକ ନୂଆ ଅଭିଯୋଗ ଆଣିଛି । ଜୁନ୍‍ ୨୩ ତାରିଖରେ ଜାତିସଂଘ…
Read More...

୨୦ ବର୍ଷ ହେଲା ଦରମା ଦେଉନାହାନ୍ତି ପାକିସ୍ତାନ ସରକାର

ଜେନେଭା (ସ୍ୱିଜରଲାଣ୍ଡ): ଜେନେଭାସ୍ଥିତ ପାକିସ୍ତାନ ଦୂତାବାସରେ କାମ କରୁଥିବା ଛଅଜଣ ଫିଲିପାଇନ୍ସ କର୍ମଚାରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ଯେ ପାକିସ୍ତାନୀ ଦୂତାବାସ ଅଥବା ସେହି ଦେଶର ସରକାର…
Read More...

ପାକିସ୍ତାନର ଉପହାର କେହି ନେଲେନାହିଁ

ନୂଆଦିଲ୍ଲୀ: ପାକିସ୍ତାନ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ନିଜ ସପକ୍ଷକୁ ନେବାର ଯେତେ ଚେଷ୍ଟାକଲେ ମଧ୍ୟ ସେଥିରେ ତାହା ସଫଳ ହୋଇପାରୁନାହିଁ। ନିକଟରେ ଦେଶର ରାଷ୍ଟ୍ରପତି ଡ.ଆରିଫ ଆଲ୍‍ଭି ଚୀନ, ଆମେରିକା ସମେତ ବିଶ୍ୱର ୩୨ରୁ…
Read More...