Browsing Tag

odishja news

ହ୍ବାଟସ୍‌ଆପ୍‌ର ନୂତନ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ହ୍ବାଟ୍‌ସ ଆପ୍‌ର ପ୍ରଭାବ ଏବେ ସବୁଠୁ ଅଧିକ ତଥା ପ୍ରାବଲ୍ୟ। ଭାରତରେ ହ୍ବାଟସ୍ ଆପ୍‌ ବ୍ୟବହାରୀଙ୍କ ସଂଖ୍ୟା ଏବେ ୨୦ କୋଟିରୁ ଅଧିକ। ସାମାଜିକ ଗଣମାଧ୍ୟମ ଯେଭଳି ବିତର୍କ, ଭାବ…
Read More...

ଫେବ୍ରୁଆରୀ ୨୪ରେ ବଜାରକୁ ଆସିବ ‘ୱାୱେ’ ଫୋଲଡେବଲ୍ ୫ଜି ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ‘ୱାୱେ' ତାର ପ୍ରଥମ ୫-ଜି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ୱାୱେ ତରଫରୁ ଏହାର ସୂଚନା ଟ୍ୱିଟ କରି ଦିଆଯାଇଛି। ଏହି ଫୋନ ଫେବ୍ରୁଆରୀ ୨୪ରେ ବଜାରକୁ ଆସିବ। କମ୍ପାନୀ ଏହି…
Read More...

ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବଲାଙ୍ଗୀର : ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ସେ ସ୍ୱତନ୍ତ୍ର ବାୟୁସେନା ହେଲିକାପ୍ଟର ଯୋଗେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…
Read More...

ମଟରସାଇକଲ ଧକ୍କାରେ ମହିଳା ଗୁରୁତର

କଲମପୁର : ଥୁଆମୁଳ ରାମପୁର ଭବାନିପାଟଣା ମୁଖ୍ୟ ରାସ୍ତାର ବ୍ଲକ ସମ୍ମୁଖରେ ଏକ ଅଜଣା ମଟରସାଇକଲ ଧକ୍କାରେ ଜନୈକା ମହିଳା ଗୁରୁତର ଆହତ ହୋଇଥଇବା ଜଣାପଡିଛି। ଖବରଅନୁସାରେ ମଙ୍ଗଳବାର ପୂର୍ବାହ୍ନରେ ବଡଛତ୍ରଙ୍ଗ ପଞ୍ଚାୟତ…
Read More...