Browsing Tag

odia news

ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ଵର : ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆନନ୍ତପୁର ପଞ୍ଚାୟତର ଗର୍ଭବତୀ ମହିଳା ହସ୍ପିଟାଲ ଯିବାପାଇଁ ଆବଶ୍ୟକ ପଡୁଛି ଖଟିଆ।  ଗାଁରେ ରାସ୍ତା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା…
Read More...

ପ୍ରବଳ ଖରା, ପରୀକ୍ଷା ଘୁଞ୍ଚାଅ….

ଭୁବନେଶ୍ଵର: ଅସହ୍ୟ ଖରାରେ ସିଝୁଛି ସାରା ଓଡିଶା। ରାଜ୍ୟର ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ। ପ୍ରବଳ ଖରା ପାଇଁ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବାକୁ ଦାବି ହୋଇଛି। ଆଜି ରମାଦେବୀ ବିଶ୍ଵ…
Read More...

ଗୋଦାମ ଘରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଛକ ନିକଟରେ ଥିବା ଏକ ଗୋଦାମ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ରଞ୍ଜିତ ସାହୁ ବୋଲି ଜଣାପଡିଛି। ରଞ୍ଜିତ୍ ଅଇଁଠାପାଲି ଅଞ୍ଚଳରେ ରହୁଥିବା…
Read More...

ଗଣତି ହେବନି ଭିଭିପାଟ୍‌ ସ୍ଲିପ୍ , ଇଭିଏମ ଦ୍ଵାରା ହିଁ ନିର୍ବାଚନ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭିଭିପାଟକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଭିଭିପାଟ ଯାଞ୍ଚ ନେଇ ସମସ୍ତ ଆବେଦନ ଖାରଜ ହୋଇଛି। ବାଲାଟ୍ ପେପରରେ ମତଦାନ ଆବେଦନ ମଧ୍ୟ ଖାରଜ କରାଯାଇଛି। ଇଭିଏମ ଦ୍ଵାରା ହିଁ ନିର୍ବାଚନ ହେବ ବୋଲି…
Read More...

ମେ’ ୨୦ରେ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ଵର: ଓଡିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୫ ସଂସଦୀୟ କ୍ଷେତ୍ର ବରଗଡ, ସୁନ୍ଦରଗଡ,…
Read More...

ସା​‌ଢେ ୮ଟା ସୁଦ୍ଧା ୩୬ ଟପିଲା: ୩୬.୨ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ସକାଳୁ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲାଣି ପାରଦ। ୩୬.୨ ଡିଗ୍ରୀ ସହ ଭବାନୀପାଟଣା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝରରେ…
Read More...

ମେଟ୍ରୋ ପାଇଁ ଜନପଥରେ ସର୍ଭେ

ଭୁବନେଶ୍ଵର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ ହୋଇଛି। ବାଣୀ ବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ ଜାରି ରହିଛି। ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ ଦ୍ଵାରା  ଜନପଥରେ ପ୍ରସ୍ତାବିତ ୪…
Read More...

ଟ୍ରକ୍‌ ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ

ସୁନ୍ଦରଗଡ: ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରକ୍ , ଚାଲିଗଲା ୩ ଜଣଙ୍କ ଜୀବନ। ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଦର୍ଲିପାଲି ଏନଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଟ୍ରକ ଧକ୍କାରେ ୩…
Read More...

ଆଉ ୪ ଦିନ ଅସମ୍ଭାଳ ତାତି

ଭୁବନେଶ୍ବର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆଗକୁ ଆହୁରି ବଢ଼ିବ ତାପମାତ୍ରା ଏବଂ…
Read More...

ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ରାହୁଲ ଗାନ୍ଧୀ , ହେମାମାଳିନୀ ଓ ଅରୁଣ ଗୋଭିଲଙ୍କ ପାଇଁ ପଡିବ ଭୋଟ୍

ନୂଆଦିଲ୍ଲୀ: ଦେଶ ଦେଉଛି ଭୋଟ୍। ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୩ଟି ରାଜ୍ୟର ୮୮ ଲୋକସଭା ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି। ତେବେ କର୍ଣ୍ଣାଟକର ୧୪ଟି, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮ ,…
Read More...