Browsing Tag

nilagiri

୬ ଶିକାରୀ ଗିରଫ, ୬ ବନ୍ଧୁକ ଜବତ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ସ୍ଥିତ କୁଲଡିହା ଅଭୟାରଣ୍ୟରେ ବନ ବିଭାଗର ରାତି ଅଧିଆ କମ୍ବିଂ ଅପରେସନରେ ୬ ଶିକାରୀ ଗିରଫ ସହ ୬ ବନ୍ଧୁକ ଜବତ ହୋଇଛି। କୁଲଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ…
Read More...

ଆଖି ବୁଜିଲେ ଶିକ୍ଷାବିତ୍ ଗୁରୁପ୍ରସାଦ ସେଠୀ

ନୀଳଗିରି: ନୀଳଗିରି ବ୍ଲକ ଅଧୀନ ତେନ୍ତୁଳିଆ ଗାଁର ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ଗୁରୁପ୍ରସାଦ ସେଠୀ(୯୦)ଙ୍କ ପ୍ରତ୍ୟୁଷରେ ପରଲୋକ ଘଟିଛି । ସେ ଶ୍ରୀପତି, ବାଲିଆଝର ସମେତ ନୀଳଗିରି ଉପଖଣ୍ଡର ବିଭିନ୍ନ ସ୍କୁଲରେ…
Read More...

ରାଜସ୍ୱ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ଼ କଲା ଛାତ୍ର କଂଗ୍ରେସ, କଳା ପତାକା ଦେଖାଇଲା ବିଜେପି

ନୀଳଗିରି: ବାଲେଶ୍ଵରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ରହିଥିବା ବେଳେ ନୀଳଗିରିକୁ ଅପରାହ୍ନରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ତେବେ ବିରୋଧୀ ଦଳ ପକ୍ଷରୁ କୌଣସି…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇସିଡିଏସ ସୁପରଭାଇଜର

ନୀଳଗିରି: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର। ସୁପରଭାଇଜର ସୁବର୍ଣ୍ଣ ସିଂହଙ୍କୁ ଗୁରୁବାର ଲାଞ୍ଚ ନେବା ବେଳେ…
Read More...

ଡ୍ୟାମ ପାଣିରୁ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ସ୍ଥିତ କୁଲଡ଼ିହା ଅଭୟାରଣ୍ୟ ନିକଟସ୍ଥ ରିଶିଆ ଡ୍ୟାମରୁ ସୋମବାର ଏକ ହରିଣ ଉଦ୍ଧାର ହୋଇଛି। କୁକୁର ଗୋଡ଼ାଇବାରୁ ହରିଣଟି ଡ୍ୟାମ୍‌ ପାଣିରେ ପଡ଼ିଯାଇଥିବା ବେଳେ ସ୍ଥାନୀୟ ଲୋକେ…
Read More...

ଗାଡ଼ିଆରୁ ଭାଲୁଛୁଆର ମୃତଦେହ ଉଦ୍ଧାର

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଅଂଚଳରେ ଗାଡ଼ିଆରୁ ଏକ ଭାଲୁଛୁଆର ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ନୀଳଗିରିର ମିତ୍ରପୁର ସଂରକ୍ଷିତ ଜଙ୍ଗଲ ଅଧୀନ ଗୁଜୁଡ଼ିହା ଅଂଚଳରେ ଥିବା ଏକ ପାଣି ଗାଡ଼ିଆରେ ଭାଲୁଟିର…
Read More...

କୁଲଡିହାରେ ମାଈ ହାତୀର ମୃତ୍ୟୁ

ନୀଳଗିରି: ବାଲେଶ୍ଵର ଜିଲାର ନୀଳଗିରି ସ୍ଥିତ କୁଲଡ଼ିହା ଅଭୟାରଣ୍ୟରେ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। କୁଲଡ଼ିହା-୨ ବିଟ ଅଧୀନ ମୁଖଚତୁରୀ ପାର୍ଶ୍ୱସ୍ଥ ଏକ ନାଳ ନିକଟରେ ହାତୀଟି ମରି ପଡିଥିବା ଦେଖି…
Read More...

ଭାଲୁ ମୁହଁରୁ ସାନଭାଇ ବଞ୍ଚାଇଲା ବଡ଼ଭାଇର ଜୀବନ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଅଧୀନ କଣ୍ଟାବଣିଆ ଗାଁର ରସାନନ୍ଦ ବିନ୍ଧାଣୀ (୫୬) ଗାଁ ପାଣିପମ୍ପ ସଜାଡ଼ିବା ପାଇଁ ଘରୁ ବାହାରୁଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ତେବେ ତାଙ୍କ…
Read More...

ନୀଳଗିରିରେ ପ୍ରଥମ ମୁଣ୍ଡ ନେଲା କରୋନା; ସହରରେ ହାଇ ଆଲର୍ଟ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ସହରରେ ମହାମାରୀ କରୋନା ପ୍ରଥମ ମୁଣ୍ଡ ଗଡ଼ାଇଛି। ଏନେଇ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିବାବେଳେ ସହରରେ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ସମ୍ପ୍ରତି ନୀଳଗିରି…
Read More...

କୁକୁଡ଼ା ଗିଳିଥିବା ଅଜଗର ଧରାପଡ଼ିଲା

ନୀଳଗିରି: କୁକୁଡ଼ା ଫାର୍ମ ଭିତରେ ପଶି କୁକୁଡ଼ାକୁ ଗିଳି ଦେଇଥିବା ଏକ ୬ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି। ବାଲେଶ୍ୱର ଜିଲାର ନୀଳଗିରି ଉପଖଣ୍ଡ ଅଧୀନ ତଥା ଔପଦା ବ୍ଲକ ସନ୍ତରାଗଡ଼ିଆ ଅଞ୍ଚଳରେ ଥିବା ଅନୁଜ ଦାସଙ୍କ କୁକୁଡ଼ା…
Read More...