Browsing Tag

Narla news

ବାଲା ଓ ପୋଷଣ ବଗିଚାକୁ ନେଇ ସଚେତନତା କାର୍ଯ୍ୟକ୍ରମ 

ନର୍ଲା :କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ, ତୁଳାଗାଁ କ୍ଲଷ୍ଟର,ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟା ଶିକ୍ଷା ଫାଉଣ୍ଡେସନ, ସାଥି ଟିମ ଜରିଆରେ ଏକ ବାଲା (ବିଲଡିଙ୍ଗ୍ ଆଜ୍ ଲରର୍ଣ୍ଣି ଏଡ) ଏବଂ ପୋଷଣ ବଗିଚାକୁ…
Read More...

ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ଶୋକାକୂଳ ପରିବେଶ 

ନର୍ଲା :ଆଜି ପୂର୍ବାହ୍ନ ସାଢେ ୯ଟା ସମୟରେ ନର୍ଲାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ଆର୍ୟ୍ୟା କୁମାରୀ ପ୍ରାଚୀ ପ୍ରଭାଙ୍କ ମର ଶରୀର ନିଜ ଗାଁ ତୁଳାପଡାରେ ଆମ୍ବୁଲାନ୍ସ ଯୋଗେ ପହଞ୍ଚିଛି । ଗତ…
Read More...

ସେବା ଓ ସେବକ ସପ୍ତାହ : ନର୍ଲା ନଗର ପରିକ୍ରମା କଲେ ହାଇସ୍କୁଲ ଛାତ୍ରଛାତ୍ରୀ

ନର୍ଲା :ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ,ପରମ ତ୍ୟାଗୀ,ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥିକୁ ନେଇ ଦାସେ ଆପଣେଙ୍କ ନିଜସ୍ବ ସୃଷ୍ଟି,ଶତାୟୁ ଦୈନିକ ଖବର କାଗଜ " ସମାଜ " ତରଫରୁ ଗତ  ଜୁନ ୨୯ ତାରିଖରୁ…
Read More...

ଶହେ ବର୍ଷର ବିଦ୍ୟାଳୟ କୋଠା ଆଜି ଅଲୋଡା

ନର୍ଲା :ନର୍ଲା ବ୍ଲକରେ ରହିଛି ତିନୋଟି ସର୍ବ ପୁରାତନ ପ୍ରାଥମିକ ବିଦ୍ୟାଳୟ କୋଠା । ଏହି କୋଠାର ଆବିର୍ଭାବ ହେବା ବେଳକୁ ଭାରତବର୍ଷ ପରାଧିନ ଥିଲା । ସେ କାଳର ଇଂରେଜ ସରକାରର ଶାସନ କାଳରେ ଅର୍ଥାତ ୧୯୦୦ ମସିହା ସମୟରେ…
Read More...

ଘନଘନ ବିଦ୍ୟୁତକାଟ ; ପ୍ରଚଣ୍ଡ ଗୁଳୁଗୁଳିରେ ଆମ୍ବ ପଣସ ପରି ସିଝୁଛନ୍ତି ଲୋକେ 

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବିଦ୍ୟୁତ ଗ୍ରୀଡ ଅଧିନ ବାଲିପଡା ଫିଡର  ଉପଭୋକ୍ତା ଗତ ଦୁଇ ରାତି ହେଲା ଗୁଳୁଗୁଳି ସାଙ୍ଗକୁ ଘନ ଘନ ବିଦ୍ୟୁତକାଟର ସମସ୍ୟା ଭୋଗୁଛନ୍ତି । ଗତ ମଙ୍ଗଳବାର ଓ ବୁଧବାର ରାତିରେ…
Read More...

ପ୍ରଥମ ଅଂଶୁଘାତର ଶିକାର ହେଲେ ୧୨ ବର୍ଷର ନାବାଳକ

ନର୍ଲା :ପ୍ରଚଣ୍ଡ ଖରା । ଖରାର ତେଜରେ ଚାରିଆଡେ ଦାଉଦାଉ ଜଳୁଛି  । ମାଟିରୁ ବାହାରୁଛି ବାମ୍ଫ ।  ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆଜି ନର୍ଲାରେ ପ୍ରଥମ ଅଂଶୁଘାତର ଶିକାର ହୋଇଛି ଜଣେ ୧୨ ବର୍ଷର…
Read More...

ସଂକୁଚିତ ହେଉଛି ପ୍ରାଣୀଧନ ପାଳନର ଚାହିଦା

ନର୍ଲା:  ଦିନଥିଲା ନର୍ଲା ବ୍ଲକର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଲୋକେ ଗାଈଗୋରୁ, ମଇଁଷି ,ଛେଳିମେଣ୍ଢା ପାଳନ କରୁଥିଲେ । ସଞ୍ଜ ହେବା ପୂର୍ବରୁ ଗୋଠଗୋଠ ହୋଇ ଗାଈଗୋରୁ ଗାଁକୁ ଫେରିବା ଆଉ ଦୃଶ୍ୟମାନ ହେଉନାହିଁ କି ଗୋଧୂଳି ଆଉ…
Read More...

ମାଆ ତାରିଣୀଙ୍କ ଚଇତି ପର୍ବ ପାଳିତ

ନର୍ଲା : ଏପ୍ରିଲ ୧୨,୧୩,୧୪ ତିନି ଦିନ ଧରି ନର୍ଲା ବ୍ଲକ ଅନ୍ତର୍ଗତ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଖମନପଡ଼ା ଗ୍ରାମର ଶାଳବଣ ମଧ୍ୟରେ ଥିବା ତାରିଣୀ ପୀଠରେ ତିନି ଦିନ ଧରି ମାଆ ତାରିଣୀଙ୍କ ଚଇତି ପର୍ବ ହର୍ଷ ଉଲ୍ଲାସର ସହ…
Read More...

ସମ୍ବର୍ଦ୍ଧିତ ହେଲେ ମୋହନ କୁମାର ଭଟ୍ଟ

ନର୍ଲା : ପୁଣ୍ୟ ଉତ୍କଳ ଫାଉଣ୍ଡେସନର ୮ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଭୁବନେଶ୍ୱରସ୍ଥିତ ଜାଭିୟର ଛକ ସ୍ଥିତ ଓଡିଶୀ ଗବେଷଣା କେନ୍ଦ୍ରରେ ପାଳିତ ହୋଇଅଛି । ଅନୁଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ…
Read More...

ଜନ୍ମ ଦିବସରେ ଜନତାଙ୍କ ପାଇଁ ରକ୍ତଦାନ କଲେ ବିଶିଷ୍ଟ ସମାଜସେବୀ

ନର୍ଲା: କଳାହାଣ୍ଡି ଜିଲ୍ଲାର ପରିଚିତ ମୁହଁ, ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ଆଜି ଜନ୍ମ ଦିବସ । ଜନ୍ମ ଦିବସକୁ ଲୋକେ ବିଭିନ୍ନ ଢ଼ଙ୍ଗରେ ଏପରିକି ପାରିବାରିକ, ସାଙ୍ଗସାଥି ମାନଙ୍କୁ ନେଇ ମଉଜ ମସ୍ତି…
Read More...