Browsing Tag

mohana news

ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ; “କାୟାକଳ୍ପ” ପୁରସ୍କାରରେ ରାଜ୍ୟରେ ପଞ୍ଚମ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨୦୨୧-୨୨ବର୍ଷ ପାଇଁ "କାୟାକଳ୍ପ" ପୁରସ୍କାରରେ ରାଜ୍ୟରେ ପଞ୍ଚମ ଓ ଗଜପତି ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛି। ସେହିପରି…
Read More...

ନାମାଙ୍କନ ପ୍ରତ୍ୟାହାର କଲେ ୩୭ ପ୍ରାର୍ଥୀ

ମୋହନା: ସ୍ଥାନୀୟ ବ୍ଲକରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ  ୯୩୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସ୍ଥାନୀୟ ବ୍ଲକର ୩୯ଟି ପଞ୍ଚାୟତରେ  ସମିତିସଭ୍ୟ ପାଇଁ ଆବେଦନ କରିଥିଲେ ୧୪୩ ପ୍ରାର୍ଥୀ ।ଯାଞ୍ଚ…
Read More...

ମୋହନାରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

ମୋହନା  : ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ୟ୍ୟାଳୟ ପରିସରରେ ବେକାରୀ ସମସ୍ୟା ଦୂର କରିବା ପାଇଁ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ତରଫରୁ ଜିଲ୍ଳା ନିୟୋଜନ ବିଭାଗ ଦ୍ଵାରା ବ୍ଲକ ସ୍ତରୀୟ…
Read More...

ଲିଲିଗଡରେ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳିତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତ୍ରର୍ଗତ ଲିଲିଗଡ ଗ୍ରାମରେ ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ୱେଦକରଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଶ୍ରମିକ ନେତା ଧନୁଞ୍ଜୟ…
Read More...

ଜାତୀୟ ସେବା ସମିତି ବାଳିକା ବିଭାଗ ପକ୍ଷରୁ ଚାରା ରୋପଣ ଓ ଭୋଟ ସଚେତନତା ରାଲି

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ହିଲ ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ସମିତି ବାଳିକା ବିଭାଗ ପକ୍ଷରୁ ୭ଦିନ ଧରି ଚାଲିଥିବା ତାଲିମ ଶିବିରର ଦ୍ଵିତୀୟ ଓ ତୃତୀୟ ଦିବସରେ ଚାରା ରୋପଣ ଓ ଭୋଟ…
Read More...

୬୫ କିଲୋ ଗଞ୍ଜେଇ ସହ କାର ଜବତ ; ୨ ଗିରଫ

ମୋହନା  : ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ବର୍ଷସାରା ଶହ ଶହ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏଭଳି ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଗଜପତି ଜିଲ୍ଲାର ତିନିଟି ଥାନା ଅଧିକାରୀ ରାତି ଦିନ ଏକ କରିଦେଇଛନ୍ତି…
Read More...

ଶିଶୁ ସୁରକ୍ଷା ଅଧିକାରୀଙ୍କ ମୋହନା ଗସ୍ତ

ମୋହନା : ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଗଜପତି ଜିଲ୍ଲା ମୋହନା ଗସ୍ତ କରିଛନ୍ତି । ବ୍ଲକର ମର୍ଚିମା, ଟିଟିମେରି ଓ ପାଲଡା ଆଦି ଗାଁ ଗସ୍ତ କରି ଗତ କୋଭିଡ ସମୟରେ ପିତ।ମାତା ହରାଇଥିବା ୪ ଅନାଥ…
Read More...

୯ କୁଇଣ୍ଟାଲ ଗଞ୍ଜେଇ ସହ ଜଣେ ଗିରଫ

ମୋହନା : ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ବର୍ଷସାରା ଶହ ଶହ କୁଇଣ୍ଟାଲ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଛି।  ଏଭଳି ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଗଜପତି ଜିଲ୍ଲାର ତିନିଟି ଥାନା ଅଧିକାରୀ ରାତି ଦିନ…
Read More...

ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ମୋହନା ବ୍ଲକ ସମ୍ମିଳନୀ

ମୋହନା : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ହାଇସ୍କୁଲ ପରିସରରେ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଗୌଡଙ୍କ ସଭାପତିତ୍ଵରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଆଲୋଚନା ବୈଠକ…
Read More...

 ଅଦିନିଆ ବର୍ଷାରେ ଚାଷ ଜମିରେ ଆଣ୍ଠୁଏ ପାଣି ; ଫସଲ ନଷ୍ଟ

ମୋହନା : ଗଜପତି ଜିଲ୍ଲାରେ କିଛି ଦିନ ତଳେ ଗୁଲାପ ବାତ୍ୟା ଓ ବର୍ଷାର ପ୍ରଭାବରେ ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ପଵନରେ ମକା ଫସଲ ଓ ମାଣ୍ଡିଆ ଫସଲ ନଷ୍ଟ ହୋଇଥିଲା । ଏହି ବର୍ଷ…
Read More...