Browsing Tag

mamata banerjee

ମମତାଙ୍କୁ ରାମାୟଣ ପୁସ୍ତକ ପଠାଇଲେ ମଧ୍ୟପ୍ରଦେଶ ବାଚସ୍ପତି; କହିଲେ- ଶ୍ରୀରାମ ନାମ ଜପ କର

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାର କାମଚଳା ବାଚସ୍ପତି ତଥା ବିଧାୟକ ରାମେଶ୍ଵର ଶର୍ମା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାମାୟଣର ଏକ ପୁସ୍ତକ ପଠାଇଛନ୍ତି। ଏ ନେଇ ବାଚସ୍ପତି ଶର୍ମା ନିଜେ ଟ୍ବିଟ୍‌ କରି…
Read More...

ମମତାଙ୍କୁ ହରାଇବି, ନଚେତ୍‌ ରାଜନୀତି ଛାଡ଼ିଦେବି: ଶୁଭେନ୍ଦୁ

କଲକାତା: ଟିଏମସି ଛାଡ଼ି ବିଜେପିରେ ଯୋଗଦେଇଥିବା ବିଧାୟକ ଶୁଭେନ୍ଦୁ ଅଧିକାରୀ ସୋମବାର ଏକ ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଗର୍ଜିଛନ୍ତି। ନିର୍ବାଚନରେ ମମତାଙ୍କୁ ନ ହରାଇଲେ ସେ…
Read More...

ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ମମତା, ଶୁଭେନ୍ଦୁଙ୍କ ସହ ହୋଇପାରେ କଡ଼ା ଟକ୍କର

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସୋମବାର ଘୋଷଣା…
Read More...

ବିଜେପି ପଶ୍ଚିମବଙ୍ଗରେ ଦୁଇଅଙ୍କ ଛୁଇଁପାରିବନି; ମମତାଙ୍କ ଚରମବାଣୀ ପରେ ଏପରି ପ୍ରତିକ୍ରିୟା ରଖିଲେ ପିକେ

କଲକାତା: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ନେତାମାନେ ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି। ଅସନ୍ତୁଷ୍ଟ ନେତାଙ୍କୁ ମନାଇବାରେ ଦଳ…
Read More...

ମମତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା; ୪ ବିଜେପି ନେତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌

ନୂଆଦିଲ୍ଲୀ: ୪ ବିଜେପି ନେତାଙ୍କ ବିରୋଧରେ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ, ବରିଷ୍ଠ ନେତା…
Read More...

ମମତା କହିଲେ ବିଜେପିଠାରୁ ଟଙ୍କା ନେଇଛନ୍ତି ଓୱେସୀ; ଏମିତି ଉତ୍ତର ରଖିଲେ ହାଇଦ୍ରାବାଦ ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗଳରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିକୁ ଟକ୍କର ଦେବା ଲାଗି ବିଜେପିର ବରିଷ୍ଠ ନେତାମାନେ ଲଗାତାର…
Read More...

ମମତାଙ୍କୁ ରାଜ୍ୟପାଳଙ୍କ ଚେତାବନୀ; ‘ନିଆଁ ସହ ଖେଳନାହିଁ’

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବୃଦ୍ଧି ପାଇଥିବା ରାଜନୈତିକ ଛକାପଞ୍ଛା ଏବଂ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ…
Read More...

ରେଲୱେକୁ ମମତାଙ୍କ ଚିଠି: ୨୬ ପର୍ଯ୍ୟନ୍ତ ରାଜ୍ୟକୁ ଶ୍ରମିକ ସ୍ପେଶାଲ ଟ୍ରେନ ନ ପଠାଇବାକୁ ଅନୁରୋଧ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଲୱେକୁ ଚିଠି ଲେଖି ରାଜ୍ୟକୁ ଶ୍ରମିକ ସ୍ପେଶାଲ ଟ୍ରେନ ନ ପଠାଇବାକୁ ଅନୁରୋଧ କରିଛନ୍ତି। ରାଜ୍ୟରେ ବାତ୍ୟା ଅମ୍ପନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା…
Read More...

ପଶ୍ଚିମବଙ୍ଗ ପାଇଁ ୧ ହଜାର କୋଟି

କଲକାତା: ବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ପ୍ରାୟ ୮୦ ଜଣଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ଘର ନଷ୍ଟ ହୋଇଛି। ଗଛ ଉପୁଡ଼ିଛି। ଧନସମ୍ପତ୍ତି ହାନି ହୋଇଛି। ତେଣୁ ରାଜ୍ୟର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ…
Read More...

ଆମ୍ଫନ ମୁକାବିଲା: ନବୀନ, ମମତାଙ୍କ ସହ କଥା ହେଲେ ଶାହ

ନୂଆଦିଲ୍ଲୀ: ବାତ୍ୟା ଆମ୍ଫନ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁଇବ। ପଶ୍ଚିମବଙ୍ଗର ସୁନ୍ଦରବନରେ ଏହା ସ୍ଥଳଭାଗ ଛୁଇଁବା ଆଶଙ୍କା କରଯାଉଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଭାରତୀୟ…
Read More...