Browsing Tag

loisingha

ଚିନ୍ତାରେ ଚାଷୀ : ଲୋଇସିଂହା ପେକ୍ସରେ ଧାନ କିଣାଯାଇ ପାରୁ ନାହିଁ

ଲୋଇସିଂହା : ଲୋଇସିଂହାରେ ଚାଷୀଙ୍କଠାରୁ ଧାନ କିଣା ଯିବା ପାଇଁ ମଣ୍ଡି ଆରମ୍ଭ ହେଲା। ଚାଷୀମାନେ ପ୍ରାୟ ୪/୫ ଦିନ ହେଲା ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ଆଣିଲେ। ଧାନ ଉଠାଇବା ପାଇଁ ଦୁଇଟି ମିଲକୁ ନିର୍ଦ୍ଦେଶ…
Read More...

ପ୍ରସିଦ୍ଧ ଶୈବପୀଠ ଥିବା ଯୋଗୀସର୍ଡା ଗ୍ରାମ୍ୟ ରାସ୍ତାର ଦୂରାବସ୍ଥା

ଲୋଇସିଂହା: ପଶ୍ଚିମ ଓଡିଶାର ଏକ ପ୍ରସିଦ୍ଧ ପ୍ରାଚୀନ ଶୈବପୀଠ ରହିଛି ଲୋଇସିଂହା ବ୍ଳକ ଅର୍ନ୍ତଗତ ଯୋଗୀସର୍ଡା ଗ୍ରାମରେ। ଉକ୍ତ ଗାଁ ଲୋଇସିଂହା ବ୍ଳକର ଏକ ଉଚ୍ଚଶିକ୍ଷିତ ଗ୍ରାମ ଭାବରେ ମଧ୍ୟ ଅଞ୍ଚଳରେ ବେଶ ପରିଚିତ। ଉକ୍ତ…
Read More...

ଗଛକୁ ପିଟିଲା ବାଇକ, ଚାଳକ ମୃତ

ଲୋଇସିଂହା: ଲୋଇସିଂହା ଥାନା କନ୍ଦାଜୁରୀ ଛକରେ ମଙ୍ଗଳବାର ସକାଳେ ଜଣେ ବାଇକ୍‍ ଚାଳକ ଗଛକୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ନିତେଶ କୁମାର ବାଗ(୩୦)ଙ୍କ ଘର ନିକଟସ୍ଥ କୁଟେନପାଲି ଗାଁରେ। ନିତେଶ କରକଚିଆ…
Read More...

ଲୋଇସିଂହା ବ୍ଳକର ୧୦ ଜଣ ସ୍ୱେଚ୍ଛାକୃତ ପ୍ଳାଜମା ଦାନ ପାଇଁ ରାଜି

ଲୋଇସିଂହା/ଲାଠୋର: ରାଜ୍ୟରେ ପ୍ଳାଜ୍‍ମାଥେରାପି ଚିକିତ୍ସା ଦ୍ୱାରା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସଫଳ ହେବା ପରେ ସ୍ୱେଚ୍ଛାକୃତ ଭାବରେ ପ୍ଳାଜମା ଦାନ ପାଇଁ ଲୋଇସିଂହା ବ୍ଳକ ଅଞ୍ଚଳରେ ଉଦ୍ୟମ ଆରମ୍ଭ ହୋଇଛି। ବିଜେଡି…
Read More...

ପଦାରେ ପଡିଲା ଲୋଇସିଂହା ବିଜେପି ଗୋଷ୍ଠୀ କନ୍ଦଳ: ଠିକା କାମକୁ ନେଇ ହାତାହାତି

ଲୋଇସିଂହା: ବ୍ଳକରେ ଠିକାକାମକୁ ନେଇ ବିଜେପି ବିଧାୟକ ସମର୍ଥକଙ୍କ ହାତାହାତି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ସ୍ଥାନୀୟ ଉପାଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ବିଧାୟକଙ୍କ ୨/୩ ଜଣ ସମର୍ଥକ ଯାଇ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଲୋଇସିଂହା ବିଧାୟକଙ୍କ ପତ୍ର

ବଲାଙ୍ଗୀର : ଦାଦନ ପ୍ରବଣ ଲୋଇସିଂହା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ ୱାନ୍‍ ନେସନ୍‍ ୱାନ୍‍ ରାସନ କାର୍ଡ଼ ଓ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ବିଧାୟକ ଡ ମୁକେଶ ମହାଲିଙ୍ଗ ଚିଠି ଲେଖିଛନ୍ତି…
Read More...

କାହାର ସର୍ବନାଶ : କାହାର ପୁଷମାସ

ଲୋଇସିଂହା : କରୋନା ମୁକାବିଲା ପାଇଁ ଲୋଇସିଂହା ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତରେ ସଂଗରୋଧ ଗୃହ ପ୍ରସ୍ତୁତି ହୋଇ ଯାଇଛି। କିନ୍ତୁ ଏହି ଅତ୍ୟାବଶ୍ୟକ ସମାଗ୍ରୀ ଯୋଗାଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ନେଇ…
Read More...

ଗ୍ରାମବାସୀଙ୍କ ପ୍ରଶ୍ନ – କେବେ କାର୍ଯ୍ୟକ୍ଷମ ହେବ ବଡଟୀକା ଗ୍ରାମର ଆୟୁର୍ବେଦ ସ୍ୱାସ୍ଥ୍ୟ କେନ୍ଦ୍ର

ଲୋଇସିଂହା : ବଲାଙ୍ଗିର ଜିଲା ଲୋଇସିଂହା ନିକଟସ୍ଥ ଆଗଲପୁର ବ୍ଳକରେ ଗତ ୨ ବର୍ଷରୁ ଅଧିକ ସମୟ ଧରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣାଧିନ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ସଂପୂର୍ଣ୍ଣ ହୋଇ ପାରୁ ନ ଥିବା ବେଳେ…
Read More...