Browsing Tag

lockdown

ଲକ୍‌ଡାଉନରେ ୩୫% ବଢ଼ିଛି ଭାରତୀୟ ଧନୀଙ୍କ ସମ୍ପତ୍ତି, ୧୦୦ ଅରବପତିଙ୍କ ସମ୍ପତ୍ତିରେ ୧୨ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଲାଗୁ ହେବା ପରେ ଯେଉଁଠି ଗରିବମାନଙ୍କ ଜୀବିକା ବିପନ୍ନ ହୋଇପଡ଼ିଥିଲା, ସେହି ସମୟରେ ଭାରତର ଅରବପତିମାନଙ୍କ ସମ୍ପତ୍ତି ଦ୍ରୁତଗତିରେ ବୃଦ୍ଧି ପାଇଥିଲା।…
Read More...

ଲକଡାଉନ୍ ପାଖରେ ବନ୍ଧା ପଡିଛି ପେଟ ପାଟଣା ; ହାତ ବାନ୍ଧି ବସିଛନ୍ତି ଦୁଲ୍‍ଦୁଲି ବାଜା କଳାକାର

ରେଙ୍ଗାଲି : କରୋନା ମହାମାରୀ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଚାଲିଥିବା ଲକ୍‍ ଡାଉନ୍‍ ଯୋଗୁଁ ଅନେକ ପ୍ରକାର ଜୀବନ ଜୀବିକା ପ୍ରତିହତ ହୋଇ ପଡିଛି। ଜୀବନ ଜୀବକା ଉପରେ ନିର୍ଭର କରି ଚଳୁଥବା ଅନେକ ପରିବାର ଜୀବିକାରୁ…
Read More...

କେବଳ ଶାରୀରିକ ନୁହେଁ ମାନସିକସ୍ତରରେ ମଧ୍ୟ ପ୍ରଭାବ ପକାଇଛି କରୋନା, ୪୩%  ଭାରତୀୟ ଅବସାଦର ଶିକାର

ନୂଆଦିଲ୍ଲୀ : ବିଶ୍ବ ମହାମାରୀ କରୋନା କେବଳ ଯେ ଶରୀର ପାଇଁ ଘାତକ ସାଜିଛି ତାହା ନୁହେଁ, ଲୋକଙ୍କୁ ମାନସିକ ସ୍ତରରେ ମଧ୍ୟ ପ୍ରଭାବିତ କରୁଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ନିୟନ୍ତ୍ରଣର ଏକମାତ୍ର ମାଧ୍ୟମ…
Read More...

ପରିବା ବିକୁଥିଲେ ସଫ୍ଟୱେର ଇଞ୍ଜିନିୟର; ଚାକିରି ଦେଲେ ସୋନୁ ସୁଦ୍‌

ମୁମ୍ବଇ: କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ଅଭିନେତା ସୋନୁ ସୁଦ୍‌ ସମାଜର ସବୁ ବର୍ଗର ଅସହାୟମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଉଛନ୍ତି ତ ଅନ୍ୟ…
Read More...

ବନ୍ଦ ହଷ୍ଟେଲରେ ଦେଢ଼ ମାସ: ମୋବାଇଲ ଆଲୁଅରେ ପଢ଼ୁଥିଲେ ପାଠ, ଇଣ୍ଡକ୍ସନରେ କରୁଥିଲେ ରୋଷେଇ

ପାଠ ପଢ଼ାର ଭୂତ ଯେତେବେଳେ ମୁଣ୍ଡରେ ସବାର ହୋଇଯାଏ ସେତେବେଳେ ଜଣେ କିଛି ବି କରିପାରେ । କେହିକେହି ପଢ଼ିବା ପାଇଁ ରାତିରେ ରାସ୍ତା କଡ଼ର ଷ୍ଟ୍ରିଟ ଲାଇଟ୍ ବ୍ୟବହାର କରୁଥିବା ଶୁଣିବାକୁ ମିଳିଛି । ସେହିପରି କେହିକେହି…
Read More...

ଫେରିଲା ’ଲକ୍ଡ଼ାଉନ’: ଜୁଲାଇ ୧୬ରୁ ୩୧ ପର୍ଯ୍ୟନ୍ତ ସମଗ୍ର ବିହାର ବନ୍ଦ

ପାଟନା: କୋବିଦ ୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ସମଗ୍ର ବିହାରକୁ ଜୁଲାଇ ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡ଼ାଉନ ଘୋଷଣା କରିଛନ୍ତି ବିହାର ସରକାର । ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏ ସଂପର୍କରେ ସୂଚନା…
Read More...

କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ ନିଯୁକ୍ତିଦାତାଙ୍କୁ ବାଧ୍ୟ କରିପାରିବନି କେନ୍ଦ୍ର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକଡାଉନ ସମୟରେ କର୍ମଚାରୀମାନଙ୍କୁ ନିଯୁକ୍ତିଦାତା ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ। ଶୁକ୍ରବାର ସୁପ୍ରିମକୋର୍ଟ ଏହି ନିର୍ଦେଶ ଜାରି କରିଛନ୍ତି। ଫଳରେ…
Read More...

ଜୁନ ୧୫ରୁ ଲାଗୁ ହେବନି ସମ୍ପୂର୍ଣ୍ଣ ଲକ୍‌ଡାଉନ; ମିଥ୍ୟା ଖବର ପ୍ରତି ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଗାମୀ ୧୫ ତାରିଖରୁ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରାଯିବ ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି…
Read More...

ଆଇପିଏଲ ଆୟୋଜନ ନେଇ ଗାଙ୍ଗୁଲିଙ୍କ ଇସାରା; ଦର୍ଶକଙ୍କ ଅନୁପସ୍ଥିତିରେ ହୋଇପାରେ ମ୍ୟାଚ୍‌

ନୂଆଦିଲ୍ଲୀ: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆୟୋଜନ ହେବା ନେଇ ଆଶା ଉଜ୍ଜ୍ଵଳ ହୋଇଛି। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟ ପରେ ଆଇପିଏଲ ଖେଳାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। କରୋନା…
Read More...

ସମସ୍ତ ପ୍ରବାସୀଙ୍କୁ ୧୫ ଦିନ ଭିତରେ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରି ଏ ଦିଗରେ ପଦକ୍ଷେପ…
Read More...