Browsing Tag

live

ଆବାସ ଯୋଜନାର ଅସଲ ଚିତ୍ର : ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳ ପାଲଟିଛି ମହିଳାଙ୍କ ବାସସ୍ଥାନ

ବଲାଙ୍ଗିର : ଆଉ ଦିନକ ପରେ ଅକ୍ଟୋବର ୨। ଏହି ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯିବ। ଏଥି ପାଇଁ ଜିଲା ପ୍ରଶାସନର ବିଭାଗୀୟ ସ୍ତରରେ ପ୍ରସ୍ତୁତି ଚାଲିଛି। କରୋନା ଯୋଗୁଁ ବିଶେଷ କାର୍ଯ୍ୟକ୍ରମ…
Read More...

ଭାଲୁ ସହ ୧୫ମିନିଟ ଲଢ଼େଇ ; ଜ୍ୱାଇଁଙ୍କ ଜୀବନ ବଞ୍ଚାଇଲା ଶ୍ୱଶୁରଙ୍କ ପୋଷା କୁକୁର!

ନୀଳଗିରି: ନିଜ ଜୀବନ ବଞ୍ଚାଇବାକୁ ହିଂସ୍ର ଭାଲୁ ସହ ୧୫ମିନିଟ ଲଢ଼େଇ କରି ନିସ୍ତେଜ ହୋଇ ପଡ଼ିଥିଲେ ଜ୍ୱାଇଁ। ଶେଷରେ ଶ୍ୱଶୁରଙ୍କ ପୋଷା କୁକୁର ପହଞ୍ଚି ତାଙ୍କ ଜୀବନ ବଞ୍ଚାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି…
Read More...

ଲାଇଭ୍ ଷ୍ଟ୍ରିମିଂ: ବର୍ତ୍ତମାନ ମାଗଣାରେ ଘରେ ବସି ଜଙ୍ଗଲ ସଫାରି ମଜା ନିଅନ୍ତୁ

କରୋନା ଯୋଗୁଁ ଦେଶବ୍ୟାପୀ ଚାଲିଥିବା ଲକଡାଉନ୍ ସମୟରେ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ପ୍ରାକୃତିକ ପରିବେଶରେ ବନ୍ୟ ପ୍ରାଣୀମାନଙ୍କୁ ସେମାନେ ଘରେ ବସି ଦେଖିପାରିବେ। ଦେଶର ପ୍ରାୟ ସମସ୍ତ ପ୍ରମୁଖ ଜାତୀୟ…
Read More...