Browsing Tag

koraput news

ମାଲବାହୀ ଟ୍ରେନର ୮ଟି ବଗି ଲାଇନଚ୍ୟୁତ; ରେଳ ଚଳାଚଳ ବ୍ୟାହତ

କୋରାପୁଟ(କାର୍ଯ୍ୟାଳୟ): କୋରାପୁଟରୁ ବିଶାଖାପାଟଣା ରେଳ ରାସ୍ତାରେ ପୁଣି ଥରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଶୁକ୍ରବାର କୋରାପୁଟରୁ ସୁକୁ ମଧ୍ୟରେ ତିଆଡି ପୁଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି।…
Read More...

ବୃଦ୍ଧଙ୍କ ଠାରୁ ଲୁଟିଲେ ନେଲେ ୧ ଲକ୍ଷ

କୋରାପୁଟ : କୋରାପୁଟ ଜିଲାରେ ଆଜି ଜଣେ ବୃଦ୍ଧଙ୍କ ଠାରୁ ଲୁଟ୍‍ ହୋଇଛି। ଲୁଟେରା ମାନେ ବୃଦ୍ଧଙ୍କ ଠାରୁ ଲୁଟି ନେଲେ ୧ ଲକ୍ଷ ଟଙ୍କା। ବ୍ୟାଙ୍କ ସମ୍ମୁଖରୁ ବୃଦ୍ଧଙ୍କ ଠାରୁ ଲୁଟେରା ଲୁଟି ନେଇଛନ୍ତି। ବ୍ୟାଙ୍କରୁ ଟଙ୍କା…
Read More...

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ବନ୍ଧୁଗାଁ : କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କମ୍ଭୁଗଣ୍ଡା ପଞ୍ଚାୟତ ବଡମାଥୁର ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାଇଲୁ ପିଡ଼ିକା। ଗତକାଲି ହଠାତ୍ କାଳବୈଶାଖୀ ମାଡି ଆସି ପବନ ବର୍ଷା ସହିତ…
Read More...

ପିଶାଚୀ ମାଆ ; ତିନି ବର୍ଷ ଶିଶୁର ବେକ କାଟି କଲା ହତ୍ୟା

କୋରାପୁଟ : କୋରାପୁଟ ସଦର ଥାନା ଲୁକୁମାରୀ ଗାଁରେ ଆଜି ଏକ ବର୍ବର କାଣ୍ଡ ଘଟିଛି। ମାଆ ସାଜିଲା ପିଶାଚୀ। ୩ ବର୍ଷ ଶିଶୁ ପୁତ୍ରର ବେକ କାଟି ହତ୍ୟା କଲା ମାଆ। ଏହି ନୃଂସଶ କାଣ୍ଡ ଘଟଣା ସ୍ଥଳରେ ହଇଚଇ ସୃଷ୍ଟି କରିଛି।…
Read More...

ଅଲୋଡ଼ା ହୋଇଛନ୍ତି ଅପହଞ୍ଚର ‘ହରି’

କୋରାପୁଟ : ମହାତ୍ମାଙ୍କ ‘ଏକଲା ଚଲୋ’ ନୀତିରେ ନୟାଗଡ଼ ଜିଲା ଓଡ଼ଗାଁ ।   ବ୍ଲକ ବାଣ୍ଠପୁର ପଞ୍ଚାୟତର ଅପହଞ୍ଚ ତୁଲୁବିର ହରି ପ୍ରଧାନ ରାସ୍ତା କରିବାକୁ ବଜ୍ର ଶପଥ ନେଇଥିଲେ । ପାହାଡ଼ ମଥାନରେ ଜଙ୍ଗଲ ଘେରା ଅଞ୍ଚଳରେ…
Read More...

ମୁଖ୍ୟ ଶାସନ ସଚିବ, ୫ଟି ସଚିବଙ୍କ ଅମ୍ବାଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କୋରାପୁଟ : ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ, ଏନଏଚଏମ ନିଦେ୍ର୍ଦଶିକା ଶାଳୀନ ପଣ୍ଡିତ ଆଜି କୋରାପୁଟ ଜିଲାର ଅମ୍ବାଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି…
Read More...

ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା ; ୨ ମୃତଦେହ ଉଦ୍ଧାର ,ଜଣେ ନିଖୋଜ

କୋରାପୁଟ: କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ଘଟଣାରେ ନିଖୋଜ ୩ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବୁଧବାର ଜଣାପଡ଼ିଛି। ଏବେ ମଧ୍ୟ ଆଉ ଜଣେ ନିଖୋଜ ରହିଛି। ନିଖୋଜ ଯୁବକଙ୍କୁ…
Read More...

ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୩ ନାବାଳିକା

ଲମତାପୁଟ / କୋରାପୁଟ : କୋରାପୁଟ ଜିଲା ଲମତାପୁଟ ବ୍ଲକ ବନମାଲିପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେବଗନ୍ଧଣା ଗ୍ରାମରେ ଏକ ଅଘଟଣ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ପୋଖରୀରେ ବୁଡ଼ି ୩ ଜଣ ନାବାଳିକା ପ୍ରାଣ ହରାଇଛନ୍ତି।…
Read More...

ବୋରିଗୁମ୍ମା ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ ନିଖୋଜ

କୋରାପୁଟ : କୋରାପୁଟ ଜିଲା ବୋରିଗୁମ୍ମା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସଏସ) ବିଭାଗ କନିଷ୍ଠ ଯନ୍ତ୍ରୀ ଏମ. ଭେଙ୍କଟ ରାଓ ନିଖୋଜ ଥିବା ନେଇ ମଙ୍ଗଳବାର ଜଣାପଡ଼ିଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ବି.ସିଂହପୁର…
Read More...

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ; ଶବରଖି ପ୍ରତିବାଦ କଲେ ଗ୍ରାମବାସୀ

କୋରାପୁଟ : ଦୁର୍ଘଟଣାରେ ବାଇକ ଚାଳକଙ୍କୁ ଡାକ୍ତରଖାନାରେ ଚିକିତ୍ସା ଅବହେଳା ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଚିକିତ୍ସା ଅଭହେଳାରୁ ଚାଳକଙ୍କ ମୃତ୍ୟୁ ହୋଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ…
Read More...