Browsing Tag

Kolkata

ମମତାଙ୍କୁ ଝଟ୍‌କା; ଟିଏମ୍‌ସି ଛାଡ଼ିଲେ ଉପାଧ୍ୟକ୍ଷ ପବନ ବର୍ମା

କୋଲକାତା: ପଶ୍ଚିମବଙ୍ଗ ଶାସକ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ଶୁକ୍ରବାର ଏକ ଝଟ୍‌କା ଲାଗିଛି। ଦଳର ଜାତୀୟ ଉପାଧ୍ୟକ୍ଷ ପବନ କେ ବର୍ମା ଆଜି ପଦରୁ ଇସ୍ତଫା ଦେଇଛନ୍ତି। ଟିଏମସି ସୁପ୍ରିମୋ ମମତା…
Read More...

ସେଲ୍‌ଫି ହେଲା କାଳ: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ମେଦିନୀପୁରରେ ସେଲ୍‌ଫି ପାଇଁ ଦୁଇ ଜଣ ଯୁବକଙ୍କ ଜୀବନ ଯାଇଛି। ଏଥିସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସର କହିବାନୁସାରେ, ମେଦିନୀପୁର ରେଳ ଧାରଣା ଉପରେ ସେଲ୍‌ଫି ନେଉଥିବା ସମୟରେ ଏହି…
Read More...

ଭବାନୀପୁର ଆସନ ପାଇଁ ମମତାଙ୍କ ପ୍ରାର୍ଥୀପତ୍ର ଦାଖଲ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶୁକ୍ରବାର ଅଲୀପୁରରେ ମମତା ଭବାନୀପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ…
Read More...

ଭୁବନେଶ୍ୱର ଓ କୋଲକାତା ବିମାନ ବନ୍ଦରରୁ ଉଡାଣ ଆରମ୍ଭ

ଭୁବନେଶ୍ୱର/କୋଲକାତା: ଅତି ଭୀଷଣ ବାତ୍ୟା ୟସ୍‍ କାରଣରୁ ଭୁବନେଶ୍ୱର ଓ କୋଲକାତା ବିମାନ ବନ୍ଦରରୁ ବିମାନ ଉଡାଣ ସାମୟିକ ଭାବେ ବନ୍ଦ ରଖାଯାଇଥିବାବେଳେ ତାହା ପୁଣି ଆରମ୍ଭ ହୋଇଛି। ବାତ୍ୟା ଉପକୂଳ ଅତିକ୍ରମ କରି ଝାଡଖଣ୍ଡ…
Read More...

ପଶ୍ଚିମବଙ୍ଗ: ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ଅଭିନେତ୍ରୀ ପାୟଲ ସରକାର

କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜକୁ ମଜବୁତ କରିବାରେ ଲାଗିଛନ୍ତି। ନିର୍ବାଚନ ଜିତିବା ପାଇଁ ବିଜେପି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଦେଇଛି। ପ୍ରାର୍ଥୀମାନେ ମଧ୍ୟ…
Read More...

ଲୋକଙ୍କ ବୋଝ ଉଠାଇପାରୁନି ବୁଢ଼ା କାନ୍ଧ, ଇତିହାସ ପାଲଟିବ ହାତ ରିକ୍ସା

ମହେଶ ଶର୍ମା କଲକାତା: ପଶ୍ଚିମବଙ୍ଗରେ ହାତ ରିକ୍ସା ଅତୀତରେ ଯାତ୍ରୀ ପରିବହନର ଏକ ସାଧାରଣ ମାଧ୍ୟମ ଥିଲା। କିନ୍ତୁ ସମୟ ବଦଳିବା ସହିତ ପରିବହନ ବ୍ୟବସ୍ଥା ବଦଳିଯାଇଛି। ଏକଦା ସାମନ୍ତବାଦୀ ଶୋଷଣର ପ୍ରତୀକ ଥିବା ଏହି…
Read More...

ହସ୍ପିଟାଲରୁ ବାହାରିଲେ ଦାଦା

କଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ୫ ଦିନ ହସ୍ପିଟାଲରେ ରହିବା ପରେ ସେ ଘରକୁ ଫେରିଛନ୍ତି। ଗତ ଶନିବାର ସାମାନ୍ୟ…
Read More...

ତୃଣମୂଳ ଯୁବ କଂଗ୍ରେସ ସାଧାରଣ ସମ୍ପାଦକଙ୍କ ଘରେ ସିବିଆଇ ଚଢ଼ାଉ

କଲକାତା: ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କ ଘରେ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଚଢ଼ାଉ କରିଛି। ପଶୁ ଚୋରା ଚାଲାଣ ଏବଂ ବେଆଇନ କୋଇଲା ଖନନ ମାମଲାରେ ସିବିଆଇ ତୃଣମୂଳ ଯୁବ କଂଗ୍ରେସ ସାଧାରଣ…
Read More...

କାର ଭିତରେ ଯୁବତୀଙ୍କୁ ଅସଦାଚରଣ କଲେ ଦୁଇ ବନ୍ଧୁ, ପ୍ରତିବାଦ କରିବାରୁ ଚଳନ୍ତା ଗାଡ଼ିରୁ ଠେଲିଦେଲେ

ବନ୍ଧୁ ପାଲଟିଗଲେ ରାକ୍ଷସ। କାର ଭିତରେ ବାନ୍ଧବୀକୁ ଅସଦାଚରଣ କଲେ। ବାନ୍ଧବୀ ପ୍ରତିବାଦ କରିବାରୁ ଚଳନ୍ତା କାର୍‌ରୁ ତାଙ୍କୁ ଠେଲିଦେଲେ। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି କଲକାତାରେ। ଜନ୍ମଦିନ ପାର୍ଟିରୁ ଦୁଇ ବନ୍ଧୁଙ୍କ…
Read More...

ନଡ୍ଡାଙ୍କ ସୁରକ୍ଷା ଢିଲା ! ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମାଗିଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତ ସମୟରେ ତାଙ୍କୁ ରାଜ୍ୟ ସରକାର ଉପଯୁକ୍ତ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ…
Read More...