Browsing Tag

kandhamala news

ପୁଣି ମାଓବାଦୀଙ୍କ ପୋଷ୍ଟର ; ମାଓ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ପୋଷ୍ଟରରେ ଉଲ୍ଲେଖ

କନ୍ଧମାଳ : ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋକାରୀ ଘାଟିରେ ଗଛକାଟି ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି । ଏହାସହ ଆଜି ଠାରୁ ମାଓ ସଂଗଠନର ବନ୍ଦ ଡାକରାକୁ…
Read More...

କ.ନୂଆଗାଁରେ ରାସ୍ତା କଡ଼ ଗଛରେ ମାଓ ବ୍ୟାନର

କନ୍ଧମାଳ : କନ୍ଧମାଳ ଜିଲା କ.ନୂଆଗାଁ ଥାନା ଅଞ୍ଚଳର କାକାବୁଢା ଘାଟିରେ ରବିବାର ମାଓ ବ୍ୟାନର ଦେଖାଯାଇଛି। ବହୁଦିନର ବ୍ୟବଧାନ ପରେ ଆଜି ସକାଳୁ ସକାଳୁ କ.ନୂଆଗାଁରୁ ବାଲିଗୁଡା ଯିବା ରାସ୍ତା ଘାଟିର କଡରେ ଗଛରେ…
Read More...

ଜଙ୍ଗଲରେ ଦେଶୀ ବନ୍ଧୁକ କାରଖାନା ଠାବ

ବାଲିଗୁଡ଼ା : କନ୍ଧମାଳ ଜିଲାସ୍ଥିତ ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦଣ୍ଡିମା ଗାଁ ପାଖ ଜଙ୍ଗଲ ଭିତରେ ପୁଲିସ ଶନିବାର ଦେଶୀ ବନ୍ଧୁକ କାରଖାନା ଠାବ କରିଛି। ଏହାସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।…
Read More...

ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

କନ୍ଧମାଳ : କନ୍ଧମାଳ ଜିଲାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ରବିବାର ୮ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ସୋମବାର ଦିନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଥିବା…
Read More...