Browsing Tag

kalampur news

ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳରେ ଝାଡାବାନ୍ତିର ପ୍ରକୋପ ; ଜଣେ ମୃତ

କଲମପୁର : ଥମିବାର ନାଁ ନେଉ ନାହିଁ ଝାଡା ବାନ୍ତି ରୋଗର ପ୍ରଭାବ। କେତେବେଳେ କାଶିପୁର ଅଂଚଳରୁ ଲୋକଙ୍କ ଜୀବନ ଯାଉଛି ତ କେତେବେଳେ ଦଶମନ୍ତପୁର ପୁଣି କେତେବେଳେ କଲ୍ୟାଣସିଂପୁର ଅଂଚଳରୁ ଜୀବନ ଯାଉଛି। ଏହି ଚର୍ଚ୍ଚାରେ…
Read More...

ଗଞ୍ଜେଇ ଚୋରା ଚାଲାଣ ; ଦୁଇ ଯୁବକ ଗିରଫ

କଲମପୁର/ ମୁଖୀଗୁଡା : କଳାହାଣ୍ଡି , ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଥିବା ପାବଲି ଘାଟି ରାସ୍ତା ଦେଇ ବେନିୟମ ଭାବେ ଗଞ୍ଜେଇ ଚାଲାଣ କରୁଥିବା ୨ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଜୟପାଟଣା…
Read More...

ବିପର୍ଯ୍ୟସ୍ତ ହୋଇ ପଡିଛି ବଙ୍କାପଲା ପଦରପଡା ରାସ୍ତା

କଲମପୁର : ବିପର୍ଯ୍ୟସ୍ତ ହୋଇ ପଡିଛି ବଙ୍କାପଲା ପଦରପଡା ରାସ୍ତା । ସରପଂଚ ଠାରୁ ସାଂସଦ ବି.ଡିଓଙ୍କ ଠାରୁ ଜିଲ୍ଲାପାଳ ସମସ୍ତଙ୍କ ଠାରେ ରାସ୍ତା ଖଣ୍ଡକ ପାଇଁ ଗୁହାରୀ କଲେ ମଧ୍ୟ ରାସ୍ତାର ନିର୍ମାଣ ହେ।ଇ ପାରି ନାହିଁ…
Read More...

ଶାହାନା କ୍ଲଦିଂ କମ୍ପାନୀରେ ତାଲିମ ପାଇଁ ପଞ୍ଜିକରଣ

କଲମପୁର : ଦେଶରେ ବେରୋଜଗାରୀ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତା ଜନକ। ବେରୋଜଗାରୀଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଗ୍ରାମାଂଚଳରେ ବେରୋଜଗାରୀ ସଂଖ୍ୟା ବୃଦ୍ଧି…
Read More...

ବିଦ୍ୟାଳୟ ଛାତ ଉପର ଦେଇ ଲମ୍ବିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର

କଲମପୁର :ବିଦ୍ୟାଳୟ ଛାତ ଉପରେ ଚଢିଥିବା ସମୟରେ ଛାତ ଉପର ଦେଇ ଲମ୍ବିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର…
Read More...

ଘର ପୋଡି ଦେଇ ହତ୍ୟା ଉଦ୍ୟମ ; ସ୍ୱାମୀ ,ସ୍ତ୍ରୀ ଗୁରୁତର

କଲମପୁର : କଲମପୁର ବ୍ଲକ ବଲାଗାଁ ଠାରେ ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜନୈକ ବ୍ୟକ୍ତି ନିଜ ପରିବାର ସହ ଘରେ ଶୋଇଥିବା ବେଳେ କବାଟ ଫାଙ୍କରୁୁ କେହି ଦୁର୍ବୁତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଯାହାରି…
Read More...

ଡାଇରିଆ ନିୟନ୍ତ୍ରଣ ପାଇଁ ଉତ୍କଳ ଆଲୁମିନା କମ୍ପାନୀର ପ୍ରୟାସ

କଲମପୁର : ଗତ କିଛି ଦିନ ହେବ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଚିଙ୍ଗିଡିପାସ ଗ୍ରାମରେ ଡାଇରିଆ ରୋଗର ପ୍ରଭାବ ଦେଖା ଦେଇଥିଲା। ଏଥିରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ ହେଇଥିଲା। ବଫଲାମାଳି ଖଣି ଖନନ…
Read More...

୬ ଫୁଟ ଲମ୍ବ ବିଶିଷ୍ଟ ନାଗ ସାପ ଉଦ୍ଧାର

କଲମପୁର : ଦିନକୁ ଦିନ ସାପର ପ୍ର।ଦୁର୍ଭାବ ବୃଦ୍ଧି ପାଉଛି। ଚାଷ ଜମିରେ କୀଟନାଶକ ପକାଯାଉଥିବା ବେଳେ ତାର ବିଷାକ୍ତ ଗନ୍ଧ ପ୍ରଭାବରେ ସାପ ସବୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନ ବସତି ମୁହାଁ ହେଉଛନ୍ତି। ଏପରିକି ଗାତରେ…
Read More...

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

କଲମପୁର : ଦାସିଗାଁ ଏକ ଜମି ଦେଇ ଜନ ବସତି ଆଡକୁ ଆସୁଥିବା ଏକ ୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଅଜଗର ସାପକୁ ଲୋକେ ଦେଖି ଭୟଭୀତ ହୋଇ ପଡିଥିଲେ। କିଛି ଲୋକ ଅଜଗରକୁ ମାରିବା ପାଇଁ ଉଦ୍ୟତ ହେଉଥିବା ବେଳେ ଅନ୍ୟ କିଛି…
Read More...

ଝୁଲନ୍ତା ଅବସ୍ଥାରେ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପୁରୁଣାଗୁମାରେ ପୋଷ୍ଟମାଷ୍ଟର ଭାବରେ କାର୍ୟ୍ୟରତ ଥିବା ଆରତୀ ଦଣ୍ଡସେନା(୨୨)ଙ୍କ ମୃତ ଦେହ ତାଙ୍କ ପୁରୁଣାଗୁମା ସ୍ଥିତ ଭଡା ଘରୁ ଝୁଲନ୍ତା ଅବସ୍ଥାରେ…
Read More...