Browsing Tag

jharsuguda

ଚାଉଳ ଖାଇବାକୁ ଘର ଭାଙ୍ଗିଲା ହାତୀ, ମାଟି କାନ୍ଥ ତଳେ ଚାପି ହୋଇ ବୃଦ୍ଧା ମୃତ

କିର୍ମିରା: ଝାରସୁଗୁଡ଼ା ଜିଲା କିର୍ମିରା ବ୍ଳକ ଭୀମଯୋର ପଞ୍ଚାୟତ ଭଉଁରା ଗ୍ରାମରେ ମଙ୍ଗଳବାର ରାତି ପ୍ରାୟ ୩ଟା​‌ ରେ ହାତୀ ଏକ ଘର ଭାଙ୍ଗି ଦେବାରୁ ଘରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକା ହେଉଛନ୍ତି ଯମୁନା…
Read More...

ଅଗଷ୍ଟ ୧୦ ଯାଏ ଝାରସୁଗୁଡା ସାପ୍ତାହିକ ସଟଡ଼ାଉନ

ଝାରସୁଗୁଡ଼ା: ମହାମାରୀ ମୁକାବିଲା ପାଇଁ କଟକଣା ଯୁକ୍ତ ଅନଲକ ୨ ପରେ  ଶନିବାରଠାରୁ ଅନଲକ ୩ ଆରମ୍ଭ ହେଉଛି । ମାତ୍ର ଝାରସୁଗୁଡ଼ା  ଜିଲ୍ଲାରେ  ଜାରି ରହିିିଥିବା ସମସ୍ତ କଟକଣା ଅଗଷ୍ଟ ମାସ ୧୦ ତାରିଖ ଯାଏ ବଳବତ୍ତର ରହିବ…
Read More...

ଝାରସୁଗୁଡାରୁ ଗୋରୁ ବୋଝେଇ କଣ୍ଟେନର ଜବତ; ଉଦ୍ଧାର ହେଲେ ୫୪ ଗାଈ

ଝାରସୁଗୁଡା ଦେଇ ଛତିଶଗଡ଼ ରୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗ କୁ ଚୋରା ଗୋରୁ ଚାଲାଣ ବେଧଡକ ଭାବରେ ଚାଲିଛି । ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି । ଗତକାଲି ରାତିରେ ଗୋରୁ ବୋଝେଇ କଣ୍ଟେନର ଜବତ…
Read More...

କୋଭିଡ ନିୟମ ଉଲ୍ଲଂଘନ, ୨ ଶ୍ରମିକ ଠିକାଦାର ଗିରଫ

ଝାରସୁଗୁଡ଼ା: କୋଭିଡ ନିୟମ ଉଲ୍ଲଂଘନ କରି ରାଜ୍ୟ ବାହାରୁ ଶ୍ରମିକ ଆଣିବା ପରେ ତୁରନ୍ତ କାମରେ ଲଗାଇଥିବା ୨ଜଣ ଶ୍ରମିକ ଠିକାଦାରଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଶ୍ରମିକ ପଶ୍ଚିମ ବଙ୍ଗରୁ ୩୯ଜଣ ଶ୍ରମିକ ଆଣିଥିଲେ ହେଁ…
Read More...

କରୋନା ବଦଳାଇଲା ପରମ୍ପରା : ଅନଲାଇନରେ ହେଲା ‘ନିକାହ’

ଝାରସୁଗୁଡ଼ା : କରୋନା ଯୋଗୁଁ ପାଠ ରୁ ଆରମ୍ଭ କରି ରୋଜଗାର ପର୍ଯ୍ୟନ୍ତ ପ୍ରାୟ ସବୁ କିଛି ଅନଲାଇନ ମାଧ୍ୟମରେ ହେଉଛି। ଏହି ଅନଳାଇନ ଟ୍ରେଣ୍ଡରେ ଏବେ ସାମିଲ ହୋଇଛି ବିବାହ ବା ନିକାହ। ରାଜ୍ୟ ବାହାରୁ ଏଭଳି ଅନେକ ଘଟଣା…
Read More...

୧୬ ଦିନରେ ଗୋଟିଏ ପରିବାରର ୩ ମୃତ, ରଘୁନାଥପାଲିରେ କୋକୁଆ ଭୟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା କୋଲାବିରା ବ୍ଲକ ରଘୁନାଥପାଲି ଗ୍ରାମରେ  ମାତ୍ର ୧୬ ଦିନ ବ୍ୟବଧାନରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଜଣକର ମୃତ୍ୟୁ କାମଳଜନିତ ହୋଇଥିବାବେଳେ ଅନ୍ୟମାନଙ୍କ ମୃତ୍ୟୁର…
Read More...

ହଟସ୍ପଟ ଜିଲାରୁ ସୁରଟ ଲେଉଟାଣି: ଝାରସୁୁଗୁଡ଼ାରୁ ଟ୍ରେନରେ ଗଲେ ଗଞ୍ଜାମ ଶ୍ରମିକ

ଝାରସୁଗୁଡ଼ା: ପ୍ରବାସୀ ଶ୍ରମିକମାନେ ଫେରିବା ପରେ ହଟସ୍ପଟ ଜିଲା ପାଲଟିଥିବା​‌ ଗଞ୍ଜାମରୁ ଲେଉଟା ପଳାୟନ ଆରମ୍ଭ ହୋଇଗଲାଣି। ହଟସ୍ପଟ ଜିଲା ହୋଇଥିବାରୁ ସମ୍ପ୍ରତି ଗଞ୍ଜାମ ଜିଲାରୁ ଆନ୍ତଃରାଜ୍ୟ ସର୍ବସାଧାରଣ ଗମନାଗମନ…
Read More...

ଋଣ ଆଦାୟକୁ ନେଇ ଚିନ୍ତାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ହେଲେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ଝାରସୁଗୁଡ଼ା: ବିଭିନ୍ନ ଘରୋଇ ସଂସ୍ଥାମାନଙ୍କ ଠାରୁ ଉଚ୍ଚ ସୁଧ ହାରରେ ଋଣ ନେଇଥିବା ମହିଳାମାନଙ୍କୁ ବାରମ୍ବାର ତାଗିଦ ଓ ଧମକ ଚମକ ଯୋଗୁଁ ଅଡୁଆରେ ପଡିଥିବା ମହିଳାମାନେ ଗୁରୁବାର ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଆଜି…
Read More...

ଝାରସୁଗୁଡ଼ାରେ ପୁଣି ୧୧ କରୋନା ସଂକ୍ରମିତ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାରେ ପୁଣି ୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୭୨ରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁସାରେ, ଜଣେ ୪୮ ବର୍ଷିୟ ବ୍ୟକ୍ତି ଭୁବନେଶ୍ୱର ସମ…
Read More...

୩ ନୂଆ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିଲେ

ଭୁବନେଶ୍ଵର: ରାଜ୍ୟରେ ବୁଧବାର ଚିହ୍ନଟ ହୋଇଥିବା ନୂଆ ୩ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି। ଏହି ୩ ଜଣ ନିକଟରେ କଲକାତାରୁ ଫେରିଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୩ ଆକ୍ରାନ୍ତଙ୍କ…
Read More...