Browsing Tag

Jagatsinghpur News

ରାଜସ୍ୱ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂହପୁର : ଲାଞ୍ଚ ନେବା ସମୟରେ ଜପା ସର୍କଲ ରାଜସ୍ୱ ନିରୀକ୍ଷକ ସମୀର ମଲ୍ଲିକ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜମି ମ୍ୟୁଟେସନ ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଟଙ୍କା ନେଉଥିଲେ ବୋଲି ଜଣାପଡିଛି।…
Read More...

ପୋଖରୀରେ ବୁଡି ଶିଶୁ ପୁତ୍ର ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲା ବାଲିକୁଦା ଥାନା ଚଅଁରପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଥିବା ନେଇ ଖବର ମିଳିଛି। ପୋଖରୀରେ ବୁଡି ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଖେଳିବା ସମୟରେ ଶିଶୁପୁତ୍ର ଘର ଆଗରେ ଥିବା…
Read More...

ଜଗତସିଂହପୁର ପ୍ରବାସୀ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଯୋଗୁ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତି ତଥା ପୂର୍ବତନ ସାସଂଦ ବିଭୁ ତରାଇଙ୍କ ନେତୃତ୍ୱରେ ଏକ…
Read More...

ଚୋରାଚାଲାଣ ସମୟରେ ୨ ହଜାର ଲିଟର କିରୋସିନି ଜବତ

ଜଗତସିଂହପୁର : ଜଗତସିଂହପୁର ଜିଲା ବାଲିକୁଦା ଥାନା ତେନ୍ତୁଲିବେଲାରି ଗାଁରେ ଶନିବାର ପ୍ରାୟ ୨ ହଜାର ଲିଟର କିରୋସିନି ଜବତ ହୋଇଛି। ବାହାରକୁ କିରୋସିନି ଚୋରା ଚାଲାଣ ବେଳେ ଗାଁର କିଛି ଯୁବକ ଏହା ଦେଖି କିରୋସିନି…
Read More...

ଅମ୍ପନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ, ବିଭିନ୍ନ ଜିଲାରେ ଗଛ ପଡ଼ି ରାସ୍ତା ଅବରୋଧ

ବାଲ୍ବେଶ୍ଵର/ଭଦ୍ରକ/ଜଗତସିଂହପୁର/ପୁରୀ: ବାତ୍ୟା ଅମ୍ପନ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିଛି। ବିଶେଷକରି…
Read More...

ଜଗତସିଂହପୁର ଜିଲାରେ ୧୬ ହଜାର ୩୫୩ ଜଣଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ଜଗତସିଂହପୁର: ବାତ୍ୟା ଅମ୍ପନ ଆଜି ପୂର୍ବାହ୍ନ ୧୧ଟା ୩୦ରେ ପାରାଦୀପ ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ହେବ। ଏଥିପାଇଁ ଜିଲାରେ ମଙ୍ଗଳବାର ସକାଳୁ ବର୍ଷା ପବନ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ…
Read More...

ପାରାଦୀପ କାଲସିନର କାର୍ବନ ଫ୍ୟାକ୍ଟ୍ରିକୁ ସିଲ୍‌ କଲା ପ୍ରଶାସନ

ପାରାଦୀପ: ପାରାଦୀପସ୍ଥିତ କାଲସିନର କାର୍ବନ ଫ୍ୟାକ୍ଟ୍ରିକୁ ଜିଲା ପ୍ରଶାସନ ଶୁକ୍ରବାର ସିଲ୍‌ କରିଦେଇଛି। ଗତ ଗୁରୁବାର ଶ୍ରମିକ ଦୁର୍ଘଟଣା ହେବା ପରେ କମ୍ପାନୀ ଭିତରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସାମାଜିକ ଦୂରତା…
Read More...