Browsing Tag

injure

ପଣା ପିଇ ଗୋଟିଏ ପରିବାରର ୪ ଅସୁସ୍ଥ

ବାଲେଶ୍ବର : ନୀଳଗିରିରେ ପଣା ପିଇ ୪ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଗୋଟିଏ ପରିବାରର ବୋଲି ଜଣାପଡିଛି। ଅସୁସ୍ଥ ମାନଙ୍କୁ ଚିକିତ୍ସା ନିମନ୍ତେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ,…
Read More...

ବିଷାକ୍ତ ଛତୁ ଖାଇ ୩ ଗୁରୁତର

ପାଟଣା :  ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। ଏପରି ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ ମିରିଗିଖୋଜି ଗ୍ରାମରେ ଘଟିଛି। ଗୁରୁତରଙ୍କ ମାନେ ହେଲେ ସାଇବାଣୀ ବିଶ୍ବାଳ (୬୫) ଓ ତାଙ୍କର ଦୁଇ…
Read More...

ଭାଲୁକୁ ଧକ୍କା ଦେଇ ଦୁଇ ଆହତ

ନୀଳଗିରି : ଭାଲୁକୁ ଧକ୍କା ଦେଇ ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ରାଉରକେଲାର ବିଶ୍ବନାଥ ସିଂ ତାଙ୍କ ଶ୍ବଶୁର ଘର ନୀଳଗିରି ବ୍ଲକ…
Read More...