Browsing Tag

Indian women cricket team

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ମହିଳା ଦଳ : ମିତାଲି ଦିନିକିଆ, ହରମନପ୍ରୀତ୍‌ ଟ୍ବେଣ୍ଟି-୨୦ ଅଧିନାୟିକା

ନୂଆଦିଲ୍ଲୀ : ଆସନ୍ତା ମାସରେ ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଘରୋଇ ମହିଳା କ୍ରିକେଟ୍ ଦଳ ସହ ଦିନିକିଆ ଓ ଟ୍ବେଣ୍ଟି -୨୦ ସିରିଜ୍‌ ଖେଳିବ। ଏହି ସିରିଜ୍‌ ପାଇଁ ଭାରତୀୟ ଦଳ ଶୁକ୍ରବାର ଘୋଷିତ ହୋଇଛି।
Read More...