Browsing Tag

haravanga news

ମ୍ୟାଲେରିଆ ପ୍ରବଣ ଲେଙ୍ଗରପାଜୁ ଗାଁରେ ପଂହଚିଲେ ଆମେରିକୀୟ ଡାକ୍ତରୀ ଦଳ

ହରଭଙ୍ଗା : ମ୍ୟାଲେରିଆ ରୋଗର ଗବେଷଣା ଏବଂ ବର୍ତମାନର ସ୍ଥିତି ଅନୁଧ୍ୟାନ ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ଅଂଚଳ ଲେଙ୍ଗରପାଜୁ ଗାଁରେ ଜାତୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନ (ଏନ.ଆଇ.ଏଚ) ଓାଶିଂଟନ ଆମେରିକାରୁ…
Read More...

ମୃତ ବାରହା ଜବତ

ହରଭଙ୍ଗା; ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞ୍ଜ ଅର୍ନ୍ତଗତ ପଲଶାକୁଟୁଣୀ-କମ୍ଭୁନାଥପୁର ଜଙ୍ଗଲ ରାସ୍ତାରୁ ବନବିଭାଗ ଏକ ମୃତ ବାରହା ଜବତ କରିଛି। ସୂଚନା ମତେ ବୁଧବାର ସକାଳୁ ସକାଳୁ ବନବିଭାଗର ଏକ ଟିମ ନିଆଁ ଲିଭାଇବା ପାଇଁ…
Read More...

ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ; ଅଭିଯୁକ୍ତକୁ ଗିରଫ ଦାବିରେ କଲମଛାଡ ଆନ୍ଦୋଳନ

ହରଭଂଗା: ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକରେ କାର୍ୟ୍ୟରତ ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗୁରୁବାର ହରଭଂଗା ବ୍ଲକର ସମସ୍ତ ସରକାରୀ କର୍ମଚାରୀ ଅଭିଯୁକ୍ତଙ୍କ ଗିରଫ ଦାବିରେ…
Read More...

ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିଦ୍ୟାଳୟ ପରିଦର୍ଶନ

ହରଭଙ୍ଗା : ନୂତନ ଭାବେ ନିର୍ବାଚିତ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନି ଦାସ ଆଜି କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ନିର୍ମଳ ରଣା ଫୁଲତୋଡା ,ଉପଢୌକନ…
Read More...

ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଦୁଇ ଜଣଙ୍କ ନାମାଙ୍କନ ପତ୍ର ଦାଖଲ 

ହରଭଙ୍ଗା : ହରଭଙ୍ଗା ବ୍ଳକରେ ଶନିବାର ବ୍ଳକ ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ ଚାଲିଛି । ବିଜେଡି ପକ୍ଷରୁ ବିଜୟଲକ୍ଷ୍ମୀ ସାହୁ ଏବଂ ବିଜେପି ପକ୍ଷରୁ ସ୍ନେହଳତା ପ୍ରଧାନ ଭଳି ଦୁଇଜଣ ପ୍ରାଥୀ ଅଧ୍ୟକ୍ଷ ଆସନ ପାଇଁ ନାମାଙ୍କନ…
Read More...

ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ଉତ୍ସୁକତା

ହରଭଙ୍ଗା : ଆସନ୍ତା ୧୨ତାରିଖ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ହେବ ନିର୍ବାଚନ। ଅଧ୍ୟକ୍ଷ ଆସନ ପାଇଁ ବିଜେଡି/ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର।  ବିଜେପି ପାଖରେ ମ୍ୟାଜିକ୍ ନମ୍ବର ୧୨ ରହିଥିବାବେଳେ ବିଜେଡି ମଧ୍ୟ…
Read More...

ଓଲଟିଲା ହାଇଡ୍ରା,ଗାଡିତଳେ ଚାପି ହେଲେ ଚାଳକ 

ହରଭଙ୍ଗା :  ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ବସଷ୍ଟପ ଛକନିକଟରେ ବୁଧବାର ସକାଳେ ଟ୍ରକରୁ ଲୁହାପାଇପ୍ ଓହ୍ଲାଉଥିବା ଏକ ହାଇଡ୍ରା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ହାଇଡ୍ରା ଚାଳକ  ଗାଡି ତଳେ ଚାପି…
Read More...

ଆସନ୍ତାକାଲି ହରଭଙ୍ଗାରେ ଭୋଟ ଗଣତି

ହରଭଙ୍ଗା : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ତିନୋଟି ପର୍ଯ୍ୟାୟରେ ଭୋଟଗଣତି କାର୍ଯ୍ୟ ଆରମ୍ଭ ହେବ।ଶନିବାର ପ୍ରଥମ ପର୍ଯ୍ୟାୟ ଗଣନାରେ ହରଭଙ୍ଗା ବ୍ଲକର ୭ନଂ ଜିଲ୍ଲାପରିଷଦ ଜୋନ୍  ୭ଟି ପଂଚାୟତର ୬୮…
Read More...

ହରଭଙ୍ଗା ପଂଚାୟତ ; ମଇଦାନରେ ୮ଜଣ ସରପଂଚ ପ୍ରାର୍ଥୀ

ହରଭଙ୍ଗା : ହରଭଙ୍ଗା ବ୍ଲକର ହରଭଙ୍ଗା ପଂଚାୟତ ଏକ ବହୁପୁରାତନ ପଂଚାୟତ। ଦେଶ ସ୍ୱାଧିନତା ପରେ ପରେ ୧୯୫୨ରେ ଏହି ପଂଚାୟତ ଗଠନ ହୋଇଥିଲା। ପଂଚାୟତ ଗଠନକୁ ୭୦ ବର୍ଷ ପୂରିସାରିଛି। ତଥାପି ପୁରୁଣା ପଂଚାୟତଭାବେ ଏହାର…
Read More...

ବାଣୀଭୁଷଣପୁର ପଂଚାୟତ; ସରପଞ୍ଚ ପାଇଁ ତ୍ରୀମୁଖୀ ଲଢେଇ

ହରଭଙ୍ଗା : ପଂଚାୟତ ନିର୍ବାଚନକୁ ନେଇ ସବୁଠି ରାଜନୈତିକ ପାଣିପାଗ ସରଗରମ। ନିର୍ବାଚନୀ ବୈତରଣୀ ପାର ହେବାକୁ ଚାଲିଛି କସରତ। ହେଲେ ଏଥର ନିର୍ବାଚନୀ ପାଣିପାଗ ଟିକିଏ ଭିନ୍ନ ରହିଛି। ଅନୁସୂଚିତଜାତି /ଅନୁସୂଚିତଜନଜାତି…
Read More...