MEllora 950×100
Browsing Tag

haravanga news

ହରଭଙ୍ଗା ହାଇସ୍କୁଲ ପରିଚାଳନା କମିଟି ଗଠନରେ ଅନିୟମିତତା ପ୍ରସଙ୍ଗ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ସରକାରୀ ନୋଡାଲ ହାଇସ୍କୁଲ ପରିଚାଳନା କମିଟି ଗଠନରେ ଅନିୟମିତତା ଅଭିଯୋଗ ପରେ ଜିଲ୍ଲା ଶିକ୍ଷାଧିକାରୀ ଏହାର ତଦନ୍ତ ଦାୟିତ୍ୱ ବ୍ଲକ ଶିକ୍ଷାଧିକାରୀ ଏବଂ ପୁରୁଣାକଟକ ସରକାରୀ ହାଇସ୍କୁଲ…
Read More...

ଅଭୟାରଣ୍ୟ କଟକଣାରେ ବିତୁଛି ଅନ୍ଧାରୀ ଜୀବନ 

ହରଭଙ୍ଗା : ମଣିଷ ଆଧୁନିକ ଯୁଗରେ ପାଦଥାପିବା ସହିତ ଆକାଶରେ ଉଡିବାଠାରୁ ପାଣିଭିତରେ ରାସ୍ତା ତିଆରି କରିବା ଭଳି ଆଧୁନିକ ଜ୍ଞାନକୌଶଳ ଆବିଷ୍କାର ମଧ୍ୟ କରିସାରିଲାଣି। ଏସବୁ ସତ୍ୱେ ଆଜି ମଧ୍ୟ ଏଭଳି ଅନେକ ଦୁର୍ଗମ ଅଂଚଳ…
Read More...

ମାଟ୍ରିକ ଟପ୍ପର ଅନୁଷ୍କାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ତହସିଲଦାର

ହରଭଙ୍ଗା : ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ଟପ୍ପର ହୋଇଥିବା ହରଭଙ୍ଗା ବ୍ଲକ ଲାଲବାହାଦୁର ବିଦ୍ୟାପୀଠ ତିଲେଶ୍ୱର ହାଇସ୍କୁଲର ଛାତ୍ରୀ ଅନୁଷ୍କା ଅଗ୍ରୱାଲାଙ୍କୁ ଶୁକ୍ରବାର ହରଭଙ୍ଗା ତହସିଲଦାର ସମ୍ମାନୀତ କରିଛନ୍ତି…
Read More...

ସେବା ଓ ସେବକ ସପ୍ତାହ ପାଳନ ଅବସରରେ ରକ୍ତଦାନ ଶିବିର

ହରଭଙ୍ଗା : ଶତାୟୁ ଖବରକାଗଜ ସମାଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସମାଜ ପରିବାର ପକ୍ଷରୁ ସାତଦିନ ଧରି ସେବା ଓ ସେବକ ସପ୍ତାହ ରାଜ୍ୟବ୍ୟାପୀ ପାଳନ କରାଯାଉଛି।…
Read More...

ପୁରୁଣାକଟକରେ ଶୁଭାରମ୍ଭ ହେଲା କିୟୋର ବେ କ୍ଲିନିକ 

ହରଭଙ୍ଗା : ଆଧୁନିକ ଯୁଗରେ ମଣିଷ ହାତପାହାନ୍ତାରେ ଅତି ସହଜରେ କିଭଳି ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିିଳିବ ସେ ଲକ୍ଷ୍ୟରେ କିୟୋର- ବେ କମ୍ପାନୀ ପକ୍ଷରୁ ତାର ପ୍ରଚେଷ୍ଟା ଆରମ୍ଭ ହୋଇଛି। ଓଡିଶାର ଦଶତମ ଏବଂ…
Read More...

ସାପ କାମୁଡାରେ କଲେଜ ଛାତ୍ରୀର ମୃତ୍ୟୁ

ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ଗ୍ରାମରେ ସାପ କାମୁଡାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗତ ଗୁରୁବାର ମଧ୍ୟାହ୍ନ ସମୟରେ ଉକ୍ତ ଗ୍ରାମର ଦଳିତ ସାହିର ଦାଶରଥି ବେହେରାଙ୍କ ଝିଅ…
Read More...

ସମବାୟ ନିର୍ବାଚନ ; ସରିଲା ନାମାଙ୍କନ ପତ୍ର ଦାଖଲ

ହରଭଙ୍ଗା : ଚଳିତ ସମବାୟ ନିର୍ବାଚନକୁ ନେଇ ବର୍ତମାନ ହରଭଙ୍ଗା ବ୍ଲକରେ ରାଜନୈତିକ ଉଷ୍ମତା ଜୋର ଧରିଛି। ଡାଇରେକ୍ଟର ଚୟନ ପାଇଁ ବିଜେଡି/ବିଜେପି ସମର୍ଥୀତ ପ୍ରାର୍ଥୀ ମଧ୍ୟରେ ଟଣାଓଟାରାକୁ ଲକ୍ଷ୍ୟକଲେ ପଂଚାୟତ ନିର୍ବାଚନ…
Read More...

ଭୈରବୀ ମନ୍ଦିରର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ

ହରଭଙ୍ଗ। : ବୌଦ୍ଧ ଜିଲ୍ଲା ପୁରୁଣାକଟକ ମା’ ଭୈରବୀ ମନ୍ଦିରର ନିର୍ମାଣ କାର୍ୟ୍ୟ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଛି । ସକାଳେ ମନ୍ଦିର ପରିସରରେ ହୋମ ଯଜ୍ଞ ଅନୁଷ୍ଠିତ ହେବା ପରେ ମନ୍ଦିର ପରିଚାଳନା…
Read More...

ହରଭଙ୍ଗାରେ ବାଲ୍ୟବିବାହ ସଚେତନତା ପଥପ୍ରାନ୍ତ ନାଟକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧର କଳାକାର ମାନଙ୍କ ଦ୍ବାରା ହରଭଙ୍ଗା ବ୍ଲକରେ ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ଓ ଶିଶୁ ସୁରକ୍ଷା…
Read More...

ଦ୍ୱିତୀୟ ମାଆ ଭୈରବୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ମିନି ଷ୍ଟାଡିୟମରେ ଚଳିତ ବର୍ଷ ଦ୍ୱିତୀୟ ମାଆ ଭୈରବୀ ମହୋତ୍ସବ ଅନୁଷ୍ଠିତ ହେବ । ଗତ ଦୁଇ ବର୍ଷ ଧରି କରୋନା କାରଣରୁ ବନ୍ଦ ହୋଇଥିବା ମହୋତ୍ସବ ଚଳିତ ବର୍ଷ ମାଆଙ୍କ ମହା…
Read More...