Browsing Tag

haravanga news

ସୁବୋଧଙ୍କୁ ବିଜୁ ଜନତାଦଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ 

ହରଭଙ୍ଗା : ବିଜୁ ଜନତା ଦଳର ବୌଦ୍ଧ ଜିଲ୍ଲାସ୍ତରୀୟ କମିଟି ମଙ୍ଗଳବାର ଘୋଷଣା ହୋଇଛି। ହରଭଙ୍ଗା ପଂଚାୟତର ପୂର୍ବତନ ସରପଂଚ ସୁବୋଧ ପ୍ରଧାନଙ୍କୁ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ପ୍ରଦାନ…
Read More...

ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ଚିପସ, ସବୁ ବ୍ୟବହୃତ ହେଉଥିବା ନେଇ ଅଭିଯୋଗ ହୋଇଛି।  ପ୍ରକାଶ ଯେ…
Read More...

୫ଟି ସ୍କୁଲରେ ପାଠପଢିବା ପାଇଁ ବଢୁଛି ପିଲାଙ୍କ ଆଗ୍ରହ 

ହରଭଙ୍ଗା :  କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଶିକ୍ଷାଦାନ। ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଦୀର୍ଘ ଦେଢବର୍ଷ ହେଲା ପିଲାଏ ସ୍କୁଲ ଆସିପାରୁନଥିଲେ।ଗତ ନଭେମ୍ବର ୧୫ରେ ଷଷ୍ଠ,ସପ୍ତମ ପିଲାଙ୍କ ପାଠପଢା ଆରମ୍ଭ…
Read More...

ବୌଦ୍ଧରେ ସାଇବର ଠକେଇ ; ଅଭିଯୁକ୍ତ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୁଲିସକୁ ଏକ ବଡସଫଳତା ମିଳିଛି ।ସାଇବର ଅପରାଧ ମାମଲାରେ ପୁଲିସ ଭୀମସେନ ବାରିକ ଭଳି ଜଣେ ସାଇବର ଠକକୁ ଧରିବାରେ ସକ୍ଷମ ହୋଇଛି ।ଗିରଫ ଅଭିଯୁକ୍ତଙ୍କ ଘର ଝାରସୁଗୁଡା ଜିଲ୍ଲା…
Read More...

ବୌଦ୍ଧର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପିକନିକ୍ ସ୍ପଟ କୁମ୍ଭିଧର 

ହରଭଙ୍ଗା : ଶୀତଦିନେ ବଣଭୋଜି ମଜା ସବୁଠାରୁ ଅଲଗା। ପିକନିକ୍ ସହିତ ଶାନ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟ ସାଙ୍ଗକୁ ଝରଣାର ଶୀତଳ ପାଣିରେ ଗାଧୋଇବା ମଜା ଅତ୍ୟନ୍ତ ନିଆରା। ବର୍ଷର ସବୁମାସ…
Read More...

୨ ହାଇୱା ମୁଁହାମୁହିଁ ଧକ୍କା ; ଜଣେ ଆହତ 

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ -ହରଭଙ୍ଗା ପୂର୍ତ୍ତ ବିଭାଗ ରାସ୍ତାର ସଗଡ଼ିଆ ନାଳ ପୋଲ ଉପରେ ମଙ୍ଗଳବାର ସକାଳେ ଏକ ବାଲି ବୋଝେଇ ହାଇୱା ସହିତ ଆଉ ଏକ ହାଇୱା ମଧ୍ୟରେ ମୁଁହା ମୁଁହି ଧକ୍କା ଘଟିଛି ।…
Read More...

ହରଭଙ୍ଗା ପଂଚାୟତ ସମିତି ବୈଠକ

ହରଭଙ୍ଗା : ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶନିବାର ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅଷ୍ଟାଦଶତମ ପଂଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ବ୍ଲକ…
Read More...

ଶାନ୍ତିପୂର୍ଣ୍ଣ ଭାବେ ହରଭଙ୍ଗାରେ ବନ୍ଦ ପାଳନ

ହରଭଙ୍ଗା : ସନସଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷ। ମମିତା ମେହେରଙ୍କ ହତ୍ୟା ଘଟଣା ପ୍ରତିବାଦରେ ବୌଦ୍ଧ ଜିଲ୍ଲା ବିଜେପି ଆନ୍ଦୋଳନକୁ ଯୋରଦାର କରିଛି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦରୁ…
Read More...

ଦୁର୍ଗମ ଗାଁ କୁଚୁପାଜୁରେ ମୌଳିକ ବିକାଶ ବାଟବଣା

ହରଭଙ୍ଗା : ଦେଶ ସ୍ୱାଧିନ ହେବାର ବହୁବର୍ଷ ବିତିଯାଇଛି। ଆଧୁନିକ ଯୁଗରେ ମଣିଷ ପାଦଥାପିବା ସହିତ ପାଣି ଭିତରେ ଟ୍ରେନ ଚଳାଇବା ଠାରୁ ଆରମ୍ଭ କରି ଚନ୍ଦ୍ରପୃଷ୍ଠରେ ବସବାସ ପାଇଁ ମନକଲାଣି। ଏତେସବୁ ପରେ ମଧ୍ୟ ଦୁର୍ଗମ…
Read More...

ଫାଟୁଆରୋଗ ଚିକିତ୍ସା ପାଇଁ ଗାଁରେ ପଂହଚିଲା ପ୍ରାଣୀ ଚିକିତ୍ସକ ଦଳ 

ହରଭଙ୍ଗା : ହରଭଙ୍ଗା ବ୍ଲକରେ ବର୍ତମାନ ପ୍ରତି ଗାଁରେ ଗାଈ,ଗୋରୁ,ଛେଳି,ମେଣ୍ଢା,ପୋଢ,ମଇଁଷି ଭଳି ଗୃହପାଳିତ ପଶୁମାନଙ୍କଠାରେ ଫାଟୁଆରୋଗ ଦେଖାଦେଇଛି। ଏହା ଉପରେ ସମାଜରେ ଖବର ପ୍ରକାଶିତ ପରେ ପ୍ରାଣୀଚିକିତ୍ସା ବିଭାଗ…
Read More...