Browsing Tag

harabhanga

ଓଲଟିଲା ଡଷ୍ଟ ବୋଝେଇ ହାଇୱା, ଡ୍ରାଇଭର ଗୁରୁତର

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ରୋହିଣୀବାଙ୍କ ନିକଟରେ ଏକ ଡଷ୍ଟ ବୋଝେଇ ହାଇୱା ରାସ୍ତାରେ ଓଲଟିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡି ଚାଳକ…
Read More...

ଏସବିଆଇ ଏଟିଏମରୁ ବାହାରୁଛି ଚିରା ୫ଶହ ଟଙ୍କିଆ ନୋଟ୍‍

ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଏସବିଆଇ ଏଟିଏମରୁ ସୋମବାର ୫ଶହ ଟଙ୍କିଆ ଚିରା ନୋଟ ବାହାରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, କରଡାକୋଠା ଗ୍ରାମର ଜଗନ୍ନାଥ ବିଶି ନାମକ ଜଣେ ବ୍ୟକ୍ତି ଆଜି ଅପରାହ୍ନରେ…
Read More...

ବିଡିପିଏଲର ପାଇପ୍‍ ବିଛା କାର୍ଯ୍ୟକୁ ଗାଁ ଲୋକଙ୍କ ବିରୋଧ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଂଚାୟତର ତିତିରିକଟାଠାରେ ଗଢିଉଠିଥିବା ବିଡିପିଏଲ ନାମକ ଏକ ସ୍ପିରିଟ କାରଖାନା ଦ୍ୱାରା ଗ୍ରାମ୍ୟ ଜଙ୍ଗଲ ଦେଇ ପାଣି ପାଇପ ବିଛା କାର୍ଯ୍ୟକୁ ଫକୀରପୁର ଗ୍ରାମବାସୀ…
Read More...

ହରଭଙ୍ଗା ବ୍ଳକରେ ଆବାସ ଯୋଜନାରେ ଦୁର୍ନୀତି, ଗୃହ ନ ଦେଇ ୭୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ବୌଦ୍ଧ : ସରକାର ଗରିବ ଲୋକଙ୍କୁ ଆର୍ଥକସ୍ଥିତରେ ଉନ୍ନତି ଆଣିବା ସହ ଭଲରେ ରହିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଥିବା ବେଳେ ରହିବା ପାଇଁ ମାଗଣାରେ ବାସଗୃହ ବିଭିନ୍ନ ଯୋଜନାରେ ଯୋଗାଇ ଦେଇଆସୁଛନ୍ତି।…
Read More...

ବ୍ଲକସ୍ତରୀୟ ମଶାରୀ ବଣ୍ଟନ, ରୋଗ ନିୟନ୍ତ୍ରଣ ସଚେତନତା କର୍ମଶାଳା

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପ୍ରାଙ୍ଗଣରେ ଗୁରୁବାର ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବ୍ଲକସ୍ତରୀୟ ମଶାରୀ ବଣ୍ଟନ ଏବଂ ବିଭିନ୍ନ ରୋଗ ନିୟନ୍ତ୍ରଣ ସମ୍ପର୍କିତ ସଚେତନତା କର୍ମଶାଳା…
Read More...

ନୂଆ ଷ୍ଟାଇଲରେ ତହସିଲଦାରଙ୍କ ଚଢାଉ, ୫ ବାଲି ବୋଝେଇ ଟ୍ରାକ୍ଟରରୁ ଜୋରିମାନା ଆଦାୟ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ପୁରୁଣାକଟକ ଆରଆଇ ସର୍କଲର ବୁରୁବୁଡା ଅଞ୍ଚଳରୁ ବୁଧୁବାର ହରଭଙ୍ଗା ତହସିଲଦାର ହରିଓମ ଭୋଇ ଚଢାଉ କରି ବାଲି ଚୋରା ଚାଲାଣ କରୁଥିବା ୫ଟି ଟ୍ରାକ୍ଟରରୁ ଜରିମାନା ଆଦାୟ…
Read More...

ଭଙ୍ଗାଘରେ ବିତୁଛି ଜୀବନ, ସରକାରୀ ଯୋଜନା ସାତସପନ

ହରଭଙ୍ଗା: ସରକାର ଗରିବଙ୍କ କଲ୍ୟାଣ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାତ୍ର ସରକାରୀ କଳର ତ୍ରୁଟି ଯୋଗୁଁ ପ୍ରକୃତ ହିତାଧିକାରୀଟିଏ ଗରିବ କଲ୍ୟାଣ ଯୋଜନାରୁ ବାଦପଡିବା ସହିତ…
Read More...

ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ : ବୌଦ୍ଧଜିଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଆଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନପ୍ରକଳ୍ପଠାରେ ସରସରା, ତାଳବାହାଲ, ରାଧାନଗର ଓ…
Read More...

ମହଙ୍ଗା ପଡିଲା ନାବାଳିକା ସହିତ ସାବାଳିକାର ସମଲିଙ୍ଗୀ ପ୍ରେମ ସମ୍ପର୍କ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ପ୍ରଥମ ଥର ପାଇଁ ସମଲିଙ୍ଗୀ ପ୍ରେମ ସମ୍ପର୍କରେ ଜଣେ ସାବାଳିକା ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟଚାଲାଣ ହେବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା…
Read More...

ହରଭଙ୍ଗାରେ କୋରୋନାସ୍ଥିତି ସଙ୍ଗୀନ୍ ; ଆଉ ୧୫ ଚିହ୍ନଟ, ଅଧିକାରୀଙ୍କ ଦେଖା ନାହିଁ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କୋରୋନାସ୍ଥିତି ସଙ୍ଗୀନ ଆଡକୁ ଗତି କରୁଛି। ଦିନକୁ ଦିନ ସ୍ଥିତି ଅଣାୟତ ଆଡକୁ ଗତି କରୁଥିବାବେଳେ କୋରୋନା କଟକଣା ନିୟମକୁ ଲୋକେ ନ ମାନିବା ସଂକ୍ରମଣ ବୃଦ୍ଧିର ଅନ୍ୟ ଏକ କାରଣ…
Read More...