Browsing Tag

entertainmenmt news

ବିଶ୍ୱକୁ ଦେଖିବାର ଦୃଷ୍ଟିକୋଣ ବଦଳାଇ ଦେବ ଅନୁଷ୍କାଙ୍କ ୱେବ୍‍ସିରିଜ୍‍: ଦେଖନ୍ତୁ ଟିଜର୍‍

ମୁମ୍ବଇ: ୨୦୧୮ ମସିହାରେ ‘ଜିରୋ’ ଚଳଚ୍ଚିତ୍ର ରିଲିଜ ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଏକପ୍ରକାର ଦୂରେଇ ଯାଇଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ପ୍ରଯୋଜକ ଭାବେ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇବେ। ଏକ ଲମ୍ବା…
Read More...

କାର୍ତ୍ତିକଙ୍କ ଚେଷ୍ଟା

ମୁମ୍ବଇ : ସବୁ ମହଲରେ ଏବେ ଇମ୍‌ତିୟାଜ୍ ଅଲୀ ନିର୍ଦେଶିତ ‘ଲଭ୍ ଆଜ୍ କଲ୍-୨’କୁ ନେଇ ସମୀକ୍ଷା ଚାଲିଛି। ମୁଖ୍ୟ ଭୂମିକାରେ କାର୍ତ୍ତିକ ଆର୍ଯ୍ୟନ୍ ଓ ସାରା ଅଲୀ ଖାନ୍ ଦେଖାଦେବେ। ନିକଟରେ କାର୍ତ୍ତିକ କହିଛନ୍ତି, ଏଥିରେ…
Read More...

“ଦି ଗଡ଼ଫାଦର-୨”ର ହଲିଉଡ଼ ଅଭିନେତା ଡ଼ାନୀ ଏଲୋଙ୍କ ପରଲୋକ

ନୂଆଦିଲ୍ଲୀ : ୭୦ଦଶକରେ ମୁକ୍ତିଲାଭ କରିଥିବା ହଲିଉଡର ବ୍ଲକବଷ୍ଟର ଗ୍ୟାଙ୍ଗଷ୍ଟାର ଚଳଚ୍ଚିତ୍ର ଦି ଗଡ଼ଫାଦର-୨ରେ ଅଭିନୟ କରିଥିବା ହଲିଉଡ ଅଭିନେତା ଡ଼ାନୀ ଏଲୋଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ବୟସ…
Read More...

ଜରିନ୍‌‌ଙ୍କ ଚେଷ୍ଟା

ମୁମ୍ବଇ : ୨୦୧୦ରେ ଚଳଚ୍ଚିତ୍ର ‘ବୀର୍’ ଜରିଆରେ ଜରିନ୍ ଖାନ୍ ବଲିଉଡରେ ପାଦ ଥାପିଥିଲେ। ସୁଲତାନ୍ ସଲମାନ୍ ଖାନ୍ ଏଇ ସୁନ୍ଦରୀଙ୍କୁ ପ୍ରଥମଥର ସୁଯୋଗ ଦେଇଥିଲେ। ଏହା ପରେ ଜରିନ୍‌ଙ୍କୁ ସଂଖ୍ୟାଧିକ ଅଫର୍ ମିଳିଥିଲାବେଳେ ସେ…
Read More...

“କମାଣ୍ଡୋ-୩”ର ଟ୍ରେଲର ରିଲିଜ : ୨୯ନଭେମ୍ବରରେ ପରଦାକୁ ଆସିବ ଚଳଚ୍ଚିତ୍ର

ମୁମ୍ବଇ : "ବିଦ୍ୟୁତ ଜାମୱାଲ" ଷ୍ଟାରର ବଲିଉଡ଼ ଚଳଚ୍ଚିତ୍ର "କମାଣ୍ଡୋ-୩"ର ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଏହି ସିନେମାଟି ହେଉଛି ୨୦୧୭ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର କମାଣ୍ଡୋ-୨ର ସିକ୍ଵେଲ। ଏନେଇ ଟ୍ରେଡ଼…
Read More...

୭୭ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ୍ ବିଗ୍ ବି ଅମିତାଭ

ସମାଜ ଲାଇଭ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ  ଶୁକ୍ରବାର ୭୭ ବର୍ଷ ବୟସରେ ପାଦ ଦେଇଛନ୍ତି । ଅମିତାଭ ୧୯୪୨ମସିହା ଅକ୍ଟୋବର ମାସ ୧୧ତାରିଖରେ ପ୍ରୟାଗରାଜରେ ଜନ୍ମ ଗ୍ରହଣ କରିଥିଲେ।…
Read More...

ସଲମାନ୍-କ୍ୟାଟ୍ରିନାଙ୍କ ୧୬ବର୍ଷର ବନ୍ଧୁତା

ମୁମ୍ବଇ: ନିକଟରେ ଏକ ସାକ୍ଷାତକାର୍‌ରେ କ୍ୟାଟ୍ରିନା କେଫ୍ କହିଛନ୍ତି, ବଲିଉଡରେ ତିଷ୍ଠିବା ଆଦୌ ସହଜ ନୁହେଁ। ହେଲେ ଏଥିପାଇଁ ତାଙ୍କୁ ସାହାଯ୍ୟ କରିଥିଲେ ସଲମାନ୍ ଓ ତାଙ୍କ ପରିବାର। ଦୁହିଁଙ୍କ ବନ୍ଧୁତା ଇତିମଧ୍ୟରେ ୧୬…
Read More...

ବାପାଙ୍କ ଚଳଚ୍ଚିତ୍ରରେ ଅର୍ଜୁନ କପୁର

ମୁମ୍ବଇ: ବୋନି କପୁର ନିକଟରେ ଘୋଷଣା କରିଛନ୍ତି ସୁପରହିଟ୍ ତାମିଲ ଚଳଚ୍ଚିତ୍ର ‘କୋମାଲି’ର ହିନ୍ଦୀ ରିମେକ୍‌ରେ ତାଙ୍କ ପୁଅ ଅର୍ଜୁନ କପୁର ମୁଖ୍ୟ ଭୂମିକାରେ ଦେଖାଦେବେ। ଅର୍ଜୁନ ଯେତେବେଳେ କ୍ୟାରିୟର ଆରମ୍ଭ କଲେ, ବୋନି…
Read More...

ଦୀପାବଳିରେ ମୁକ୍ତିଲାଭ କରିବ ‘ମେଡ୍ ଇନ୍ ଚାଇନା’

ମୁମ୍ବଇ: ମିଖିଲ୍ ମୁସାଲେ ନିର୍ଦେଶିତ ‘ମେଡ୍ ଇନ୍ ଚାଇନା’ ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରାଜକୁମାର ରାଓ, ମୌନି ରାୟ ଓ ବୋମନ୍ ଇରାନି ଅଭିନୟ…
Read More...

ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବଲିଉଡ୍ ଚଳଚ୍ଚିତ୍ର

ମୁମ୍ବଇ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରେ ଏବେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଏକ ବଲିଉଡ୍…
Read More...