Browsing Tag

employment

ଅଧିକ ତାଲାବନ୍ଦ ହେଲେ ବ୍ୟବସାୟ, ନିଯୁକ୍ତି ଓ ଅର୍ଥନୀତି ବିଧ୍ୱସ୍ତ ହୋଇଯିବ- ରାହୁଲ ବଜାଜ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣ କରିବାକୁ ଘୋଷଣା କରାଯାଉଥିବା ତାଲାବନ୍ଦ ଦ୍ୱାରା ବ୍ୟବସାୟ, ନିଯୁକ୍ତି ଏବଂ ସମୁଦାୟ ଅର୍ଥନୀତି ନଷ୍ଟ ହେଉଛି । କରୋନା ଭୂତାଣୁ ସଂକ୍ରମଣକୁ ସଠିକ ଭାବରେ ନିୟନ୍ତ୍ରଣ ନକରି…
Read More...

ରାତି ସିଫ୍ଟ ଆଳରେ ମହିଳାଙ୍କୁ ନିଯୁକ୍ତି ପାଇଁ ମନାକରାଯିବା ଉଚିତ ନୁହେଁ: କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍‍: ରାତି ସିଫ୍ଟ ଆଳଦେଖାଇ ମହିଳାଙ୍କୁ ନିଯୁକ୍ତି ଦେବାନିମନ୍ତେ ମନା କରାଯିବା ଉଚିତ ନୁହେଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି, ସବୁ ସମୟରେ ମହିଳାଙ୍କ ପାଇଁ ଏକ…
Read More...

ମାଳମାଳ କାରଖାନା, ନିଯୁକ୍ତିର ସ୍ୱପ୍ନ ପାଣିଚିଆ

ରାଉରକେଲା : ସୁନ୍ଦରଗଡ଼ ଜିଲାକୁ ପ୍ରକୃତି ଖଣି ଖାଦାନରେ ପରିପୂର୍ଣ୍ଣ କରିଛି। କିନ୍ତୁ ବ୍ୟବସ୍ଥା ଏଠାକାର ଅଧିବାସୀଙ୍କୁ ନିଃସ୍ୱ କରିଛି। ଖଣିଖାଦାନ ଓ ଶିଳ୍ପ ମାଳମାଳ। ନିଯୁକ୍ତିର ସୁଯୋଗ ଅନେକ। ତଥାପି ସୁନ୍ଦରଗଡ଼…
Read More...

ବେକାର ଯୁବକ ଓ ଯୁବତୀ ପାଇଁ ନିଯୁକ୍ତି ମେଳା

ଯାଜପୁର : ଆସନ୍ତାକାଲି ଯାଜପୁର ଜିଲା ପ୍ରଶାସନ ଏବଂ ନିୟୋଜନ ବିଭାଗ ପକ୍ଷରୁ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଆୟୋଜନ କରିବାକୁ ଯାଉଛି ନିଯୁକ୍ତି ମେଳା। ପାଣିକୋଇଲି କଲେଜ ପଡିଆରେ ଏହି ମେଳା ଆୟୋଜିତ…
Read More...