Browsing Tag

doctor

ଦିଲ୍ଲୀରେ ଡ଼ାକ୍ତର ଚଳାଉଥିଲେ ଜାଲ କରୋନା ରିପୋର୍ଟ ପ୍ରସ୍ତୁତ ରାକେଟ; ୩ ଗିରଫ

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣର ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ଦିଲ୍ଲୀ ପୁଲିସ କରୋନା ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି। କରୋନା ପରୀକ୍ଷାର ନକଲି ରିପୋର୍ଟ ପ୍ରସ୍ତୁତ ଏକ ଗ୍ୟାଙ୍ଗକୁ ଦିଲ୍ଲୀ…
Read More...

ଏମ୍ସର ଅନ୍ୟ ଜଣେ ଡାକ୍ତରଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଗଳିତ ମୃତଦେହ

ନୂଆଦିଲ୍ଲୀ : ଏମ୍ସର ଅନ୍ୟ ଜଣେ ଡାକ୍ତର ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ତାଙ୍କ ଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଜବତ କରିଛି। ଦୁଇରୁ ତିନି ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ…
Read More...

କରୋନା ଭୟରେ ଆହତଙ୍କୁ ଛୁଇଁଲେନି କେହି, ଚିକିତ୍ସା କଲେ ଡାକ୍ତର ବିଧାୟକ

ଗୁଣ୍ଟୁର : କରୋନା ଭୟରେ କେହି କାହାକୁ ସାହାଯ୍ୟ କରିବାକୁ ନାରାଜ। ଯଦି ରାସ୍ତାରେ ଦୁର୍ଘଟଣା ଘଟୁଛି, ଲୋକମାନେ ଆହତଙ୍କୁ ସାହାଯ୍ୟ କରୁ ନାହାନ୍ତି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ନିକଟ ରାଜପଥରେ ଆହତ ବ୍ୟକ୍ତିଙ୍କ…
Read More...

ରୋଗୀକୁ ବଞ୍ଚାଇବା ପାଇଁ ଜୀବନ ବାଜିରେ ଲଗାଇଲେ ଡାକ୍ତର, ଗର୍ଭବତୀ ପତ୍ନୀ ଓ ଶିଶୁପୁତ୍ର ସହ କରୋନା ସଂକ୍ରମିତ

ନୂଆଦିଲ୍ଲୀ :  କରୋନା ସଂକ୍ରମଣକୁ ନେଇ ଲୋକେ ଭୟବୀତ ଥିବାବେଳେ ଜଣେ ଡାକ୍ତର ରୋଗୀକୁନ ବଞ୍ଚାଇବାକୁ ଯାଇ ନିଜ ସହ ପରିବାର ଲୋକଙ୍କ ଜୀବନକୁ ବିପଦରେ ପକାଇ ଦେଇଛନ୍ତି। ଶାରଦା ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ଆଣ୍ଡ…
Read More...

କରୋନା ଯୁଦ୍ଧରେ ବଳିଦାନ ଦେଲେଣି ୩ହଜାରରୁ ଊର୍ଧ୍ବ ଡ଼ାକ୍ତର; କେବଳ ଭାରତରେ ୯୩

ଭାରତରେ ୧୨୭୯ ଡ଼ାକ୍ତର କରୋନା ସଂକ୍ରମଣର ଶିକାର, ଏହାମଧ୍ୟରୁ ୭୭୧ ଜଣଙ୍କ ବୟସ ୩୫ ବର୍ଷରୁ କମ୍ ବିଶ୍ବରେ ୯୦ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ, ପିପିଇ କିଟ୍ ଅଭାବରୁ ସଂକ୍ରମଣ ସଂଖ୍ୟା…
Read More...

ଲଜ୍ଜା : କରୋନା ୱାର୍ଡରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ବରିଷ୍ଠ ଡାକ୍ତର ଫେରାର

ରାଞ୍ଚି : ଝାଡଖଣ୍ଡର ରିମ୍ସ (RIMS) ହସ୍ପିଟାଲରୁ ଏକ ଲଜ୍ଜାଜନକ ଖବର ଆସିଛି। କରୋନା ୱାର୍ଡରେ କାର୍ଯ୍ୟରତ ଜଣେ ଜୁନିୟର ମହିଳା ଡାକ୍ତରଙ୍କୁ ଜଣେ ସିନିୟର ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ…
Read More...

ଏମକେସିଜିରେ ଚାଞ୍ଚଲ୍ୟ – ଡାକ୍ତରଙ୍କ କାନ ଛିଡ଼ାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କ ସମ୍ପର୍କୀୟ କାର୍ଯ୍ୟରତ ଡ଼ାକ୍ତରଙ୍କ କାନକୁ କାମୁଡି ଛିଡ଼ାଇ ଦେଇଛନ୍ତି। ପ୍ରତିବାଦରେ ଏମକେସିଜିର ପିଜି…
Read More...

କରୋନାର ଅଦ୍ଭୁତ ପ୍ରଭାବ: ଚାଇନାର ୨ ଡାକ୍ତରଙ୍କ ଯକୃତ ନଷ୍ଟ ହେବା ପରେ ବଦଳିଲା ଚର୍ମର ରଙ୍ଗ

ବେଜିଂ : ଉହାନରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଦୁଇ ଜଣ ଡାକ୍ତର ୟି ଫ୍ୟାନ୍ ଏବଂ ହୁ ୱାଇଫାଙ୍ଗ ଏହି ମହାମାରୀରେ ସଂକ୍ରମିତ ହୋଇଥିଲେ। କୋଭିଡ -୧୯ ଭାଇରସ କାରଣରୁ ହୁଏତ ଏହି ଡାକ୍ତରମାନଙ୍କର ଯକୃତ ଖରାପ…
Read More...

ବଢିବ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସ ସୀମା

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସ ସୀମା ବୃଦ୍ଧି ହେବ । ପୂର୍ବରୁ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସ ସୀମା ୬୮ରୁ ୭୦ ବର୍ଷକୁ ବୃଦ୍ଧି କରାଯିବ ବୋଲି ଭୁବନେଶ୍ୱରରେ…
Read More...

ଡାକ୍ତରଙ୍କ କଳିରୁ ବଳି ପଡିଲେ ରୋଗୀ

ଢେଙ୍କନାଳ: ଜଣେ ରୋଗୀର ଚିକିତ୍ସା ପାଇଁ ଦୁଇ ଜଣ ଡାକ୍ତରଙ୍କ ମଧ୍ୟରେ ଝଗଡା ହେବାରୁ ରୋଗୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ରୋଗୀଙ୍କର ପରିବାର ଲୋକ ଏହି  ଅଭିଯୋଗ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା…
Read More...