Browsing Tag

dhamara

ଧାମରାଈ ବିଦ୍ୟାଳୟର ୧୪ମାସର ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ଅଭିଯୋଗ

ଧାମରା: ଧାମରାଇ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ନୀତି ନିୟମକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇ ଏପରି ବେନିୟମ କାର୍ଯ୍ୟ ହୋଇଛି ବୋଲି ବହୁ…
Read More...

ହଜି ଯାଉଛି ଶିକ୍ଷା, ଗଢି ଉଠୁଛି କୋଠା: ଧାମରାଇ ହାଇସ୍କୁଲରେ କେବେ ଫେରିବ ସୁଦିନ

ଧାମରା: ରାଜ୍ୟ ମୁଖିଆଙ୍କ ମତରେ ପ୍ରତି ପିଲା ଭିତରେ ଭରି ରହିଛି ବିପୁଳ ସମ୍ଭାବନା, ସେ ପ୍ରତିଭା, ସେ ସମ୍ଭାବନା ପୂର୍ଣ୍ଣ ପ୍ରାଣରେ ବିକଶିତ ହେଉ। ତେବେ ମୁଖ୍ୟମନ୍ତ୍ରୀଙ୍କ ଉକ୍ତିକୁ ଦେଖିବାକୁ ଯାଇ ସମ୍ଭାବନା ଏବଂ…
Read More...

ଶ୍ରମିକ ହୋଇ କାର୍ଯ୍ୟ କଲେ ପ୍ରକଳ୍ପ ନିର୍ଦେଶକ

ଧାମରା: ଧାମରା ପଞ୍ଚାୟତରେ ଚାଲିଥିବା ମନରେଗା କାର୍ଯ୍ୟରେ ଭଦ୍ରକ ପ୍ରକଳ୍ପ ନିର୍ଦେଶକ ଶ୍ରମିକ ହୋଇ କାର୍ଯ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଶ୍ରମିକମାନଙ୍କୁ ଶ୍ରମ କରିବାର ତରିକା ଶିଖାଇ…
Read More...

ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନିଜ ଖର୍ଚ୍ଚରେ ନିର୍ମାଣ କଲେ ସମାଜସେବୀ କପିଳ ସାହୁ

ଧାମରା: ଧାମରା ଅଂଚଳରେ ଏକ ରାସ୍ତାକୁ ନିଜ ପାଣ୍ଠି ଖର୍ଚ୍ଚ କରି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ସମାଜସେବୀ କପିଳ ସାହୁ। ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ପଂଚାୟତରେ ଥିବା ସରଆଡିଆ ଗ୍ରାମ୍ୟ ଉନ୍ନୟନ ରାସ୍ତା…
Read More...

ଧାମରାରେ କଇଁଛ ସୁରକ୍ଷା ଏବଂ ବ୍ୟକ୍ତିଗତ ସାମାଜିକ ଓ ପାରିପାର୍ଶ୍ବିକ ପରିମଳ ସଚେତନତା କାର୍ଯ୍ୟକ୍ରମ

ଧାମରା: ଧାମରା ବନପାଳଙ୍କ ଅଫିସ ପ୍ରାଙ୍ଗଣରେ ବନପାଳ ଗଦାଧର ବିଶ୍ୱାଳଙ୍କ ପରିଚାଳନାରେ କଇଁଛ ସୁରକ୍ଷା ଏବଂ ବ୍ୟକ୍ତିଗତ ସାମାଜିକ ଓ ପାରିପାର୍ଶ୍ବିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…
Read More...

ଧାମରା ଅତିରିକ୍ତ ତହସିଲଦାର କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜସ୍ୱ ଯୁଗ୍ମ ସଚିବ

ଧାମରା: ଶନିବାର ରାଜସ୍ୱ ଯୁଗ୍ମ ସଚିବ ଦିନିକିଆ ଧାମରା ଗସ୍ତରେ ଆସି ଧାମରାରେ ଥିବା ଅତିରିକ୍ତ ତହସିଲଦାର ଏବଂ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଯୁଗ୍ମ ରାଜସ୍ୱ ସଚିବ ଦିଲ୍ଲୀପ କୁମାର ସାହୁ…
Read More...

ଫେରିଘାଟ ନିର୍ମାଣକୁ ନେଇ ଅନିଶ୍ଚିତତା

ଧାମରା: ଧାମରରେ ଏକ ଫେରିଘାଟ ନିର୍ମାଣ ହେବ। ଏହି ଫେରିଘାଟରେ ଆର୍ନ୍ତଜିଲ୍ଲା ଯାତ୍ରୀ ମାନଙ୍କ ଯାତାୟତର ସୁବିଧା ପାଇଁ ନୂତନ ଫେରି କ୍ରୟ କରାଯିବ। ଫେରିଘାଟ ନିର୍ମାଣ ନେଇ ରାଜ୍ୟ ସରକାର ଆଇଆଟି ଚେନ୍ନାଇର ସାହାରା ନେଇ…
Read More...

ଧାମରାରେ ବୁଡିଲା ବୋଟ୍; ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ଭଦ୍ରକ: ଧାମରାର ପ୍ରତିରକ୍ଷା ଘାଟି ନିକଟରେ ବୋଟ୍‌ ବୁଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୯ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ପ୍ରତିରକ୍ଷା ଘାଟି…
Read More...

ଧାମରା ବନ୍ଦରରୁ ଭଙ୍ଗା ଲୁହା ନାମରେ କୋଇଲା ଚୋରା ଚାଲାଣ; ୨ଟି ଟ୍ରକ ଜବତ

ଧାମରା: ଭଙ୍ଗା ଲୁହା ଚାଲାଣ ହେଉଥିବା ଦର୍ଶାଇ ଧାମରା ବନ୍ଦରରୁ କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ୨ଟି ଟ୍ରକକୁ ଜବତ କରି ଧାମରା ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହା ସହ ଟ୍ରକ ଦୁଇ ଜଣ…
Read More...

ଦିଗଛିଆରେ ବିଜେପିର ସମାବେଶ ; ଶାସକ ଦଳକୁ କଟାକ୍ଷ କଲେ ଦାମ

ଧାମରା : ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରତି ଅନ୍ୟ ଦଳର ଭୋଟରଙ୍କ ଆନୁଗତ୍ୟ ବଢି ବଢି ଚାଲିଛି। ଏହାର ପ୍ରଭାବରେ ଆସନ୍ତା ନିର୍ବାଚନ ମଇଦାନରେ ବିଜେପି ସଂଖ୍ୟା ଗରିଷ୍ଠତା ଭିତିରେ ଶାସନ ଗାଦୀ ଅକ୍ତିଆର କରିବ…
Read More...