Browsing Tag

delhi election news

୧୬ରେ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବିପୁଳ ବିଜୟ ହାସଲ କରିବା ପରେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ୩ୟ ଥର ଲାଗି ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ। ଏଥିପାଇଁ ସେ ଆସନ୍ତା ୧୬…
Read More...

ଆପ୍‌ର ଦିଲ୍ଲୀ ଦଖଲ, ସିଂହାସନରେ ବସିବେ କେଜ୍ରିୱାଲ !

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଦିଲ୍ଲୀକୁ ଦଖଲ କରିବା ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଟ୍ରିକ ବିଜୟ ସହିତ ଦିଲ୍ଲୀ ସିଂହାସନରେ…
Read More...

୬୨ ଛୁଇଁଲା ଆପ୍‌, ଖସୁଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଆଗକୁ ମାଡ଼ି ଚାଲିଛି। ୫୭ରୁ ୫୮ ଆସନରେ ଆଗୁଆ ଥିବା ଆପ୍‌ ଏବେ ୬୦ ଅତିକ୍ରମ କରିଛି। ଅପରାହ୍ନ ସାଢ଼େ ୨ଟା…
Read More...

ଆପ୍‌ ଶିବିରରେ ସେଲିବ୍ରେସନ, ବିଜେପି କାର୍ଯ୍ୟାଳୟ ଶୂନଶାନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ମୋଟ ୨୧ କେନ୍ଦ୍ରରେ ଭୋଟ ଗଣା ଚାଲିଛି। ୭୦ ଆସନରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ୪୯ ଏବଂ ବିଜେପି ୨୧ ଆସନରେ ଆଗୁଆ…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଗଣତି ଜାରି, ୫୦ରୁ ଅଧିକ ଆସନରେ ଆପ୍‌ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ୭୦ ଆସନ ପାଇଁ ହୋଇଥିବା ମତଦାନରେ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଥିବାବେଳେ ପ୍ରାରମ୍ଭିକ ଗଣତିରେ ଶାସକ…
Read More...

ଦିଲ୍ଲୀ ଉପରେ ଦେଶର ନଜର, ବିଜେପି ସାଂସଦଙ୍କୁ ନିଦ ନାହିଁ

ନୂଆଦିଲ୍ଲୀ: ରାତି ପାହିଲେ ଦିଲ୍ଲୀର ଭୋଟ ବାକ୍ସ ଖୋଲିବ। କିଏ ଦିଲ୍ଲୀରେ ରାଜ୍‌ କରିବ ତାହାର ନିର୍ଣ୍ଣୟ ହେବ। ସେଥିପାଇଁ ସାରା ଦେଶବାସୀଙ୍କ ନଜର ରହିଛି ଦିଲ୍ଲୀ ଉପରେ। ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବାରୁ କେନ୍ଦ୍ରରେ…
Read More...

ଆପ୍‌ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡ଼ା ମାରିବାକୁ ଗୋଡ଼ାଇଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଚାନ୍ଦନୀ ଚୌକ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଳକା ଲାମ୍ବା ଶନିବାର ଅଭଦ୍ର ଟିପ୍ପଣୀ କରାଯିବାକୁ ନେଇ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟମ କରିଛନ୍ତି। ଯୁବକ…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଅପରାହ୍ନ ୨ଟା ସୁଦ୍ଧା ୨୮.୭୯% ମତଦାନ, ସନ୍ଧ୍ୟାରେ ଆସିବ ଏଗ୍‌ଜିଟ ପୋଲ ଫଳାଫଳ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ଚାଲିଛି। ଅପରାହ୍ନ ୨ଟା ସୁଦ୍ଧା ଦିଲ୍ଲୀରେ ମତଦାନ ହାର ୨୮.୭୯% ରହିଥିଲା। କୋହଲା ପାଗ ଯୋଗୁ ମତଦାନ ହାର ହ୍ରାସ ପାଇଥିବା ଅନୁମାନ କରାଯାଉଛି।…
Read More...