Browsing Tag

death

ରାଜ୍ୟରେ ଆଉ ୧୦,୬୩୫ କରୋନା ଆକ୍ରାନ୍ତ ଚିହ୍ନଟ; ୧୯ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ହଜାର ୬୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ଗତକାଲି ଗୋଟିଏ ଦିନରେ ୧୯ ଜଣଙ୍କର ମୃତ୍ୟୁଘଟିଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ…
Read More...

ଦେଶରେ ଦିନକରେ ୪.୧୨ ଲକ୍ଷ ନୂଆ ସଂକ୍ରମିତ; ୩୯୮୦ ମୃତ

ନୂଆଦିଲ୍ଲୀ: ବୁଧବାର ଦିନ ଦେଶରେ ୪.୧୨ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ ୩୯୮୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ଏତେ…
Read More...

ରାଜ୍ୟରେ ପୁଣି ୧୦ ହଜାର ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା; ଦିନକରେ ୧୦,୫୨୧ ଚିହ୍ନଟ; ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କରୋନା ସଂକ୍ରମଣ। ଗତକାଲି ଗୋଟିଏ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୧୦,୫୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…
Read More...

ଉତ୍ତର ପ୍ରଦେଶ ହାତ୍ରସରେ ବିଷାକ୍ତ ମଦ ପିଇ ୬ ମୃତ

ମଥୁରା: ଉତ୍ତର ପ୍ରଦେଶର ହାତ୍ରସ ଜିଲାରେ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ଅନ୍ୟ ବହୁ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଜଣେ ପୁଲିସ ଉପ ନିରୀକ୍ଷକ ଏବଂ…
Read More...

ଦେଶରେ ଦିନକରେ ୩,୭୯,୨୫୭ ନୂଆ ସଂକ୍ରମିତ; ୩୬୪୫ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ। ଗତକାଲି ଗୋଟିଏ ଦିନରେ ଦେଶରେ ୩,୭୯,୨୫୭ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି…
Read More...

ମହାନିର୍ବାଣୀ ଆଖଡା ମୁଖ୍ୟ ସ୍ୱାମୀ କପିଳ ଦେବ ଦାସଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସଂକ୍ରମଣ ସମୟରେ କୁମ୍ଭମେଳା ଆୟୋଜନ ଏବଂ ସେଥିରେ ସାଧୁସନ୍ଥ ତଥା ଶ୍ରଦ୍ଧାଳୁଙ୍କୁ ଯୋଗଦେବାକୁ ଅନୁମତି ଦେବା ଏବେ ମହଙ୍ଗା ପଡିଛି। ଏଥିରେ ଯୋଗଦେଇଥିବା ଶତାଧିକ ଶ୍ରଦ୍ଧାଳୁ ଓ…
Read More...

ନୂଆବର୍ଷରେ ଅଘଟଣ : ଖେଳୁଥିବା ବେଳେ କାଦୁଅ ଧସି ୩ ଶିଶୁଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଆଗ୍ରା: ଆଗ୍ରାର ସିକନ୍ଦରା ଥାନା ଅଞ୍ଚଳରେ କାଦୁଅ ଧସିପଡିବା କାରଣରୁ ୧୨ ଜଣ ଶିଶୁ ପୋତି ଦିଆଯାଇଥିଲେ। ପିଲାମାନେ ଖେଳିବା ପାଇଁ ପୋଖରୀ ନିକଟରେ ଥିବା ଗର୍ତ୍ତରେ ପହଞ୍ଚିଥିଲେ, ଯେତେବେଳେ ହଠାତ୍ ସେମାନଙ୍କ ଉପରେ ଏକ…
Read More...

ପୁରୁଖା କଂଗ୍ରେସ ନେତାଙ୍କ ପରଲୋକ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ବାସିନ୍ଦା ପୁରୁଖା କଂଗ୍ରେସ ନେତା କିରାନିକର ସେଠୀଙ୍କର ଆଜି ୭୫ ବର୍ଷ ବୟସରେ ପରଲୋକ ଘଟିଛି । କିରାନିକର ପାଟଣା ନିର୍ବାଚନ ମଣ୍ଡଳୀର ଜଣେ ପୁରୁଖା କଂଗ୍ରେସ ନେତା ଭାବେ ସେ ବେଶ…
Read More...

କୋଭିଡ ଯୋଦ୍ଧା ମନୋରଞ୍ଜନଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍

ବଲାଙ୍ଗିର : କୋଭିଡ ଯୋଦ୍ଧା ପାଟଣାଗଡ ଥାନାରେ ଟାଉନ୍ ହାବିଲଦାର ମନୋରଞ୍ଜନ ବାରିକ(୪୦)ଙ୍କର ମୃତ୍ୟୁ ପରେ ଗୁରୁବାର ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି।  ଗତ କିଛି ଦିନ ତଳେ ଶ୍ରୀ ବାରିକ…
Read More...

ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା ଘଟଣା ; ମୁହଁ ଖୋଲୁନି ପୁଲିସ, ତଦନ୍ତ ଜାରି ଓ ୨ ଅଟକ

ପାଟଣାଗଡ : ପାଟଣାଗଡ ବ୍ରହ୍ମପୁରା ସଅଁରାପଡ଼ାରେ ରହୁଥିବା ବୁଲୁ ଜାନୀ, ସ୍ତ୍ରୀ ଜ୍ୟୋତି ଓ ୪ ପୁଅଝିଅଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ପାଟଣାଗଡ ସହ ବଲାଙ୍ଗିର ଜିଲା ସ୍ତବ୍ଧ ହୋଇଯାଇଥିଲା।…
Read More...