Browsing Tag

dabi patra

ସରକାରୀ ଜମି ଉପରେ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ବିଡିଓଙ୍କୁ ଦାବିପତ୍ର

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ଗୋଳାଗଣ୍ଡ ଗ୍ରାମପଞ୍ଚାୟତରେ ଏକ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି । ନିକଟରେ ଗୋଳାଗଣ୍ଡ ଗ୍ରାମର ସମସ୍ତ ମୁଖିଆ ଏବଂ ଗ୍ରାମ କମିଟିର…
Read More...

ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ଏକ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ…
Read More...

ଇନ୍ଦ୍ରାବତୀର ମୁଖ୍ୟଯନ୍ତ୍ରୀ ତଥା ବେସିନ ପରିଚାଳକ କାର୍ଯ୍ୟାଳୟକୁ ସ୍ଥାନାନ୍ତର ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କର…

ନବରଙ୍ଗପୁର: ଇନ୍ଦ୍ରାବତୀସ୍ଥିତ ମୁଖ୍ୟଯନ୍ତ୍ରୀ ତଥା ବେସିନ ପରିଚାଳକ କାର୍ଯ୍ୟାଳୟକୁ ଜୟପୁର ସ୍ଥାନାନ୍ତର ନକରି ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ…
Read More...

ଅନ୍ତରବା ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୁଇ କର୍ମଚାରୀଙ୍କୁ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମୋହନା: ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବ୍ଲକ ହେଉଛି ମୋହନା । ଏହି ବ୍ଲକର ୩୯ଟି ପଂଚାୟତରେ ବସବାସ କରନ୍ତି ପ୍ରାୟ ୮୦ ପ୍ରତିଶତ ଆଦିବାସୀ । ଏମାନଙ୍କ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଭିନ ଯୋଜନା…
Read More...

ଅତାବିରା ଓକିଲ ସଂଘ ପକ୍ଷରୁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ ଚାଷୀଙ୍କ ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ କେହି ବି ହେଉନା କାହିଁକି ହୃଦୟ ତରଳି ଯିବ । ତଥାପି ସରକାରଙ୍କ ଚେତା ଆସୁନି। ଚଳିତ ରବି ଫସଲରେ ନୂତନ କୃଷିନୀତିର ଅନୁକରଣରେ ଚାଷ…
Read More...

ଟୋକନ ଅବଧି ବୃଦ୍ଧି ପାଇଁ ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ପକ୍ଷରୁ ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶା ସରକାରଙ୍କ ଯୋଗାଣ ମନ୍ତ୍ରୀ ଓ ସଚିବଙ୍କ ସହ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ଚାଷୀଙ୍କ ଟୋକନ ଓ ପଞ୍ଜିକରଣ ସମସ୍ୟାକୁ ନେଇ ଗତ ମାର୍ଚ୍ଚ ମାସରେ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ…
Read More...

ଓଏଏସ୍ ଅଧିକାରୀଙ୍କ ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ 

ଯାଜପୁର : ଯାଜପୁର ଜିଲାରେ କାର୍ୟ୍ୟରତ ଓଡିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କର ସୁରକ୍ଷା ପାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଏକ ସ୍ମାରକ ପତ୍ର ଜିଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଚ୍ଥି । ରାଜ୍ୟରେ ବିଭିନ୍ନ…
Read More...

ନରହନ୍ତା ଦନ୍ତାକୁ ଆୟତ୍ତ କରିବା ନେଇ ଜିଲା ବନଖଣ୍ଡ ଅଧିକାରୀଙ୍କୁ ଦାବିପତ୍ର

ବଲାଙ୍ଗିର: ବଲାଙ୍ଗିର କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗିର ଜିଲା ବନଖଣ୍ଡ ଅଧିକାରୀଙ୍କୁ ଏକ ନରହନ୍ତା ଦନ୍ତା ହାତୀକୁ ଆୟତ୍ତ କରିବା ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ହାତୀଟି ବିଗତ ୨ ସପ୍ତାହ ଧରି ବରଗଡ,…
Read More...

ହରିଣ ପାର୍କ ସ୍ଥାନାନ୍ତରଣ ବିରୋଧରେ ବିଡାନାସୀ ଯୁବ ଶକ୍ତି ପକ୍ଷରୁ ଦାବିପତ୍ର ପ୍ରଦାନ

କଟକ: କଟକରୁ ପୁରାତନ ହରିଣ ପାର୍କକୁ ସମ୍ପୂର୍ଣ୍ଣ ରୂପେ ଚନ୍ଦକାକୁ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବିରୋଧ କରି ବିଡାନାସୀ ଯୁବ ଶକ୍ତି ପକ୍ଷରୁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କୁ ଶୁକବ୍ରାର ଦାବି ପତ୍ର ପ୍ରଦାନ…
Read More...

ପଛୁଆବର୍ଗରେ ସାମିଲ୍‍ ପାଇଁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ନିଖିଳ ଉତ୍କଳ ଲିଆରୀ, ନିଆରୀ ଓ ଚୁଡ଼ୁତିଆ ଜାତି ତରଫରୁ ସେମାନଙ୍କୁ ପଛୁଆବର୍ଗରେ ସାମିଲ୍‍ ନେଇ ଆଜି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ବହୁ ବର୍ଷଧରି ଏହି…
Read More...