Browsing Tag

cuttack

ଜନ୍ମମାଟିକୁ ଫେରିଲା ଜଗା

କଟକ : ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇ ସୋମବାର ଜନ୍ମମାଟି ଫୁଲବାଣୀକୁ ଯାଇଛି। ୧୦୮ ଆମ୍ବୁଲାନ୍ସରେ ୨ଟି ମେଡିକାଲ ଟିମ୍‌ ସହ ସେ ଫୁଲବାଣୀ ଯାଇଛି। ଏସସିବିରୁ ଯାଇ ଫୁଲବାଣୀ ଜିଲା…
Read More...

କଟକ: ଘରୋଇ କଲେଜରୁ ପୁଣି ୧୩ କରୋନା ସଂକ୍ରମିତ ଚିହ୍ନଟ

କଟକ: କଟକ ଲିଙ୍କ‌ରୋଡ଼ ସ୍ଥିତ ଘରୋଇ କଲେଜରେ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ୭୧…
Read More...

କଟକରେ ପୁଣି କରୋନା ଆତଙ୍କ, ଗୋଟିଏ କଲେଜର ୧୨ ଛାତ୍ରଛାତ୍ରୀ ପଜିଟିଭ୍

କଟକ: ଚିନ୍ତା ବଢାଉଛି କରୋନା। କିଛି ଦିନ ହେବ କରୋନାର ପ୍ରକୋପ ସାମାନ୍ୟ କମିଥିବା ବେଳେ ଏବେ ପୁଣି ଡରାଇବା ଆରମ୍ଭ କରିଛି। ଗୁରୁବାର କଟକ ଲିଙ୍କରୋଡ୍ ସ୍ଥିତ ଏକ କଲେଜର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ…
Read More...

ଓଡ଼ିଶାର ଚିରନ୍ତନ ସଂସ୍କାରର ମୁଖପତ୍ର ହେଉ “ରାଷ୍ଟ୍ରଦୀପ” : ଧର୍ମେନ୍ଦ୍ର ପ୍ରଧାନ

-ସଶକ୍ତ ସମାଜ ପାଇଁ “ରାଷ୍ଟ୍ରଦୀପ” ଭଳି ଏକ ଗଣମାଧ୍ୟମ ଜରୁରୀ -ବାଲିଯାତ୍ରା ଲୋକକଥା ନୁହେଁ- ସଭ୍ୟ, ସଂସ୍କୃତି ଓ ସମୃଦ୍ଧ ସମାଜର ବଡ଼ ପ୍ରମାଣ -ହିନ୍ଦୁତ୍ୱ କେବଳ ଏକ ଧର୍ମ ନୁହେଁ ବରଂ ଏକ ଜୀବନ ପ୍ରବାହ, ସଂସ୍କୃତିର…
Read More...

ଅନୁଭବ-ବର୍ଷା ବିବାଦ: ଦିଲ୍ଲୀରେ ନୁହେଁ କଟକରେ ଚାଲିବ ମାମଲା

କଟକ: ଓଲିଉଡର ଚର୍ଚ୍ଚିତ ଦମ୍ପତି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ଶୁଣାଣି ଦିଲ୍ଲୀରେ ନୁହେଁ କଟକରେ ହେବ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନୁହେଁ କଟକ ଫ୍ୟାମିଲି କୋର୍ଟରେ ମାମଲା ଚାଲିବ। କଟକ ଫ୍ୟାମିଲି…
Read More...

ଦୁଷ୍କର୍ମକାରୀ ବାପାକୁ ଆଜୀବନ

କଟକ: ୨୦୧୮ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମଙ୍ଗଳବାର ଦୁଷ୍କର୍ମକାରୀ ବାପାକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ମୃତ୍ୟୁ…
Read More...

ବସ୍‍-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

କଟକ: କଟକ ସ୍ଥିତ ଗତିରାଉତପାଟଣା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‍-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ…
Read More...

ବାଙ୍କୀରେ ଏକାଧିକ ବିଦେଶାଗତ ପକ୍ଷୀଙ୍କ ମୃତ୍ୟୁ, ବାର୍ଡ ଫ୍ଲୁ ଆଶଙ୍କା

ବାଙ୍କୀ: ଶୀତଦିନେ ଓଡ଼ିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ଚିଲିକା, ଅଂଶୁପା ସମେତ ବିଭିନ୍ନ ହ୍ରଦରେ ଏମାନଙ୍କ କଳରବ ପରିବେଶକୁ ବେଶ୍‌ ମୁଖରିତ କରେ। କିନ୍ତୁ ଏବେ ଏମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବା…
Read More...

କମୁଛି ବନ୍ୟା ; ବଢୁଛି ସାପ ଭୟ

କଟକ : କଟକ ଜିଲାରେ ଗତ କିଛି ଦିନ ହେବ ମହାନଦୀର ବନ୍ୟା ଜଳ ପ୍ରବାହିତ ହେବାରୁ ବାଙ୍କୀ ର ବହୁ ଅଞ୍ଚଳ ଏବେ ବି ଜଳ ବନ୍ଦୀ ହୋଇ ରହିଛି। ଆଜିକୁ ୪ ଦିନ ଅର୍ଥାତ ରବିବାର ବାଙ୍କୀ ନଦୀ କୁଣ୍ଡା ନାଳରେ ମହାନଦୀର ପଛୁଆ ଜଳ…
Read More...

ଓଡିଶା ପୁଲିସ ପକ୍ଷରୁ କୋଭିଡ୍-୧୯ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ

କଟକ: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କୋଭିଡ୍-୧୯ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ରାଜ୍ୟବ୍ୟାପୀ ସମୁହ ନିରବ ପ୍ରାର୍ଥନା ଓ ଶପଥ ପାଠ ପରିପ୍ରେକ୍ଷୀରେ ଓଡିଶା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…
Read More...