Browsing Tag

CTC News

କୋଟିପତି ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। କଟକର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚଢାଉ…
Read More...

କଟକରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

କଟକ :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ପାନୀୟ ଜଳ…
Read More...

ଜଗତପୁର ପୀରବଜାରର ନକଲି ସିମେଣ୍ଟ କାରଖାନା ସିଲ୍‍

କଟକ : କିଛି ଦିନର ବ୍ୟବଧାନ ପରେ କଟକରୁ ପୁଣି ଜବତ ହୋଇଛି ନକଲି ସାମଗ୍ରୀ। ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନା ସିଲ୍‍ କରାଯିବା ସହ ମାଲିକକୁ ଅଟକ ରଖାଯାଇଛି। ଅପମିଶ୍ରଣ ଓ ନକଲି ସିମେଣ୍ଟ ବିକ୍ରି ଅଭିଯୋଗ ପରେ…
Read More...

ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣା ; ଗୁଡି ଦୋକାନରେ ଚଢାଉ

କଟକ : ମାଞ୍ଜା ସୂତା ଲାଗି ଯୁବକଙ୍କ ବେକ କଟି ମୃତ୍ୟୁ ପରେ ଆଜି ପୁଲିସ ପକ୍ଷରୁ ବିିଭିନ୍ନ ଗୁଡି ଦୋକାନରେ ଚଢାଉ କରାଯାଉଛି। ନୟାସଡକ, ନନ୍ଦିସାହିରେ ପୁରୀଘାଟ ଥାନା ପୁଲିସ ଚଢାଉ କରିଛି। ବିିଭିନ୍ନ ଗୁଡି ଦୋକାନରେ…
Read More...

କଟକ ରେଳ ଷ୍ଟେସନରୁ ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ ଜବତ

କଟକ : କଟକ ରେଳ ଷ୍ଟେସନରୁ ଆଜି ଲକ୍ଷାଧିକ ଟଙ୍କା ଭର୍ତ୍ତି ୪ଟି ବ୍ୟାଗ ଜବତ ହୋଇଛି। ଏହି ବ୍ୟାଗରୁ ପ୍ରାୟ ୨୪ ଲକ୍ଷ ୫୦ ହଜାର ମିଳିଛି। ବ୍ୟାଗରେ ୧୦ ଓ ୨୦ ଟଙ୍କିଆ ନୋଟ୍‍ ରହିଥିବା  ନେଇ ଖବର ମିଳିଛି। ରାଜଧାନୀ…
Read More...

କାଠଯୋଡିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକ –ଭୁବନେଶ୍ୱର ରାସ୍ତା କାଠଯୋଡି ନଦୀକୁ ଡେଇଁ ଥିବା ଯୁବକଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ଯୁବକ ଜଣଙ୍କ ଖାରବେଳ ନଗର ଅଞ୍ଚଳର ହୋଇଥିବା ବେଳେ ସେ କୋରିଅର ବୟ ଭାବେ କାମ କରନ୍ତି ବୋଲି ପ୍ରାଥମିକ…
Read More...

ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷାକଲେ ଫାଇଭ୍-ଟି ସଚିବ

କଟକ : ଆଜି କଟକ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷା ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ କରିଛନ୍ତି। । ସକାଳୁ କଟକରେ ପହଞ୍ଚି ପ୍ରକଳ୍ପ ସ୍ଥାନ ବୁଲି ଦେଖିବା ସହ ତୁରନ୍ତ କାର୍ଯ୍ୟ…
Read More...

ସିଡିଏ ସେକ୍ଟର-୭ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣକୁ ନେଇ ଉତ୍ତେଜନା

କଟକ : କଟକ ସିଡିଏ ସେକ୍ଟର-୭ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା। ସେକ୍ଟର-୭ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ନେବାକୁ ବହୁ ଲୋକେ ଅପେକ୍ଷା କରି…
Read More...

ଜଗତପୁର ନିମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ନାହିଁ କରୋନା ଟିକା, ଫେରିଗଲେ ହିତାଧିକାରୀ

କଟକ: ରାଜ୍ୟର ପ୍ରମୁଖ ହସ୍ପିଟାଲ ଏସସିବି ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା ଉପଲବ୍ଧ ନ ଥିବା, ଟିକା ନେବାକୁ ଆସିଥିବା ହିତାଧିକାରୀମାନଙ୍କୁ ସନ୍ଦେହରେ ପକାଇଛି। କଟକ ଜଗତପୁର…
Read More...

ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ : କଟକସ୍ଥିତ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିବା ନେଇ ଶୁକ୍ରବାର ଜଣାପଡିଛି। ଦିଲୀପ କୁମାର ଜେନାଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ…
Read More...