Browsing Tag

Covid-19

କନ୍ଧମାଳରେ ୪ କୋଭିଡ଼୍ ଯୋଦ୍ଧାଙ୍କ ସମେତ ୮୧ ନୂଆ ସଂକ୍ରମିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ମୋଟ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୮୬ ରେ ପହଂଚିଛି। ସେମାନଙ୍କ…
Read More...

୫କୋଭିଡ୍ ଯୋଦ୍ଧାଙ୍କ ସମେତ ୬୨ ନୂଆ ପଜିଟିଭ ଚିହ୍ନଟ

ଫୁଲବାଣୀ : କନ୍ଧମାଳ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ତାହା ୫ ହଜାର ଆଡକୁ ଗତି କରୁଛି। ଆଜି ଚିହ୍ନଟ ହୋଇଥିବା ୬୨ ଚିହ୍ନଟଙ୍କ ମଧ୍ୟରୁ ଜଣେ ପୁଲିସ୍ କର୍ମଚାରୀ ଓ…
Read More...

ନବରଙ୍ଗପୁରରେ ଦୁଇ ସାମ୍ବାଦିକ କୋଭିଡ-୧୯ ପଜିଟିଭ୍‍ ଚିହ୍ନଟ

ନବରଙ୍ଗପୁର : ଦିନକୁ ଦିନ ମହାମାରୀ କରୋନା କାୟାବିସ୍ତାର କରିବାରେ ଲାଗିଛି। ପ୍ରଥମଥର ପାଇଁ ନବରଙ୍ଗପୁର ଜିଲାର ଦୁଇଜଣ ସାମ୍ବାଦିକ କରୋନାରେ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ନିଜ ଘରେ ଆଇସଲେସନରେ ରହି ଚିକିତ୍ସିତ…
Read More...

ଅର୍ଜୁନ କପୁରଙ୍କୁ କରୋନା: ସୋସିଆଲ ମିଡିଆରେ ନିଜେ ଦେଲେ ସୂଚନା

ନୂଆଦିଲ୍ଲୀ : ଅର୍ଜୁନ କପୁରଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ପଜିଟିଭ ବୋଲି ଜଣାପଡିଛି। ସେ ବର୍ତ୍ତମାନ ହୋମ୍ କ୍ବାରେନଣ୍ଟାଇନରେ ରହିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ସୂଚନା ନିଜେ…
Read More...

ଆଜି ଆଉ ୩ ହଜାର ୮୧୦ କରୋନା ପଜିଟିଭ ଚିହ୍ନଟ ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରୁ ରବିବାର ଆଉ ୩୮୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮୬ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୨୪ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ…
Read More...

କରୋନାକୁ ହରାଇଲେ ୧୧୦ ବର୍ଷୀୟ ବୃଦ୍ଧ ମହିଳା

କେରଳ : କେରଳରେ ଜଣେ ୧୧୦ ବର୍ଷୀୟ ବୃଦ୍ଧ ମହିଳା କରୋନା ଭୂତାଣୁକୁ ହରାଇ ସୁସ୍ଥ ହୋଇଛନ୍ତି। ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଡ଼ାକ୍ତରଙ୍କ ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣଙ୍କ…
Read More...

କୋଭିଡ଼ ପରୀକ୍ଷାର ଦୁଇ ପ୍ରକାର ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ରୋଗୀ; ଗ୍ରାମରେ ଆତଙ୍କ

ଫୁଲନଖରା : ଜନୈକ ରୋଗୀଙ୍କ କୋଭିଡ଼ ପରୀକ୍ଷାର ଦୁଇଟି ପ୍ରକାରର ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲାବେଳେ ଏହି ଘଟଣାକୁ କେନ୍ଦ୍ର କରି ସମ୍ପୃକ୍ତ ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରୋଗୀ ଜଣକ ଏବେ ମାନସିକ…
Read More...

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ -୧୯ ପରୀକ୍ଷଣ ଅଭିଯାନ : ରାଉରକେଲାରେ ଗଡ଼ିଲା ସଞ୍ଜିବନୀ ରଥ

ରାଉରକେଲା : କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ନିଆଯାଉଥିବା ବେଳେ ଏବେ ଜିଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ -୧୯…
Read More...

ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ କରୋନା ପଜିଟିଭ୍, ନିଜେ ଟ୍ୱିଟ୍ କରି ଦେଲେ ସୂଚନା

ଚଣ୍ଡିଗଡ଼ : ହରିୟାଣା ବିଧାନସଭାରେ ମୌସୁମୀ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ଟ୍ୱିଟ୍ କରି କରୋନା ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଛନ୍ତି।…
Read More...

ଖାଦ୍ୟ ସାମଗ୍ରୀର ପ୍ୟାକେଟରେ ଆସିଥାଏ କରୋନା ଭାଇରସ!

ବର୍ତ୍ତମାନ ସାରା ବିଶ୍ୱ ପାଇଁ କରୋନା ମହାମାରୀ ଏକ ମୁଖ୍ୟ ସମସ୍ୟା ପାଲଟି ସାରିଛି। ତେବେ କିଭଳି ଭାବେ କରୋନା ଠାରୁ ନିଜକୁ ଦୂରେଇ ରଖିବେ ସେନେଇ ବିଭିନ୍ନ ପ୍ରକାର ନିୟମାବଳୀ ମଧ୍ୟ ଲାଗୁ କରାଯାଇଛି।ଏଭଳି କେତେକ…
Read More...