Browsing Tag

Corona news

ହରଭଙ୍ଗାରେ କରୋନା ସ୍ଥିତି ଗମ୍ଭୀର: ଜଣଙ୍କର ମୃତ୍ୟୁ, ୬ ନୂଆ ଆକ୍ରାନ୍ତ ଚିହ୍ନଟ

ହରଭଙ୍ଗା: ହରଭଙ୍ଗା ବ୍ଲକରେ ଦିନକୁ ଦିନ କରୋନାସ୍ଥିତି ଗମ୍ଭୀର ହେବାକୁ ଲାଗିଛି। ବ୍ଲକରେ ପ୍ରଥମଥର ପାଇଁ କରୋନାରେ ଜଣେ ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ ଘଟଛି। ଅନ୍ୟପଟେ ଗତ ୨୪ଘଣ୍ଟା ମଧ୍ୟରେ ହରଭଙ୍ଗା ବ୍ଲକର ସରସରା,…
Read More...

କୁମ୍ଭମେଳା ଫେରନ୍ତା ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ;  ଶବକୁ ମିଳିଲାନି ଚାରିକାନ୍ଧ,୧୨ଘଣ୍ଟା ପରେ ଶବଦାହ କଲା ପ୍ରଶାସନ

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ମେଡିକାଲ ସାହିର ସୁନିଲ ଦାଶ(୬୭) ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ଘଟିଥିବା ବୌଦ୍ଧ ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ ତ୍ରିଲୋଚନ ପ୍ରଧାନ ସୂଚନା…
Read More...

ଗ୍ରାମାଞ୍ଚଳରେ କରୋନା ସାଜିଲାଣି ଘାତକ, ସପ୍ତାହନ୍ତ ସଟଡାଉନ କେବେ?

ଗୁରୁଡିଝାଟିଆ: କରୋନା ସହରରୁ ଗ୍ରାମାଞ୍ଚଳ ସବୁଆଡେ କାୟା ବିସ୍ତାର କରିଚାଲିଛି। ଗାଁ ଗହଳରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଆଠଗଡ ବ୍ଲକରେ ଦୈନିକ ୧୫ ରୁ ୨୦ ଆକ୍ରାନ୍ତ ହେଉଛନ୍ତି।…
Read More...

ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ୍‌ ପଞ୍ଚାୟତ ୭ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ନର୍ଲା: ପ୍ରତିଦିନ ନର୍ଲା ବ୍ଲକର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ନର୍ଲା ବ୍ଲକର ନର୍ଲା, ରୁପ୍ରାରୋଡ ଓ ଶାନ୍ତପୁର ପଞ୍ଚାୟତକୁ ୭ଦିନ ପାଇଁ  ସଟଡାଉନ ଘୋଷଣା କରାଯାଇଛି।…
Read More...

ବରିଷ୍ଠ ବିଜେପି ନେତା ଜୁଏଲ୍‌ ଓରାମ୍‌ଙ୍କୁ କରୋନା

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ୍‌ ଓରାମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଟ୍ବିଟ୍‌ କରି ଜୁଏଲ୍‌ ଓରାମ୍‌ ସୂଚନା ଦେଇଛନ୍ତି।…
Read More...

 ୨୪ ଘଣ୍ଟାରେ ବାଲେଶ୍ବରର ୧୪ଟି ମେଡ଼ିକାଲ୍‌ ଷ୍ଟୋର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କଲା ପୁଲିସ

ଭୁବନେଶ୍ବର: କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ ବେଆଇନ୍‌ ଗଚ୍ଛିତ ସହ କଳାବଜାରୀ ବିରୋଧରେ ରାଜ୍ୟ ପୋଲିସ୍ ପ୍ରତିଦିନ ବିଭିନ୍ନ ସ୍ଥାନରେ ଚଢାଉ ଜାରିରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ଲାଇଂ ସ୍କ୍ୱାଡ୍‌ର ମିଳିତ ଟିମ୍‌…
Read More...

ନର୍ଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଚିକିତ୍ସା ସେବା ପ୍ରଦାନରେ ଅବହେଳା ଅଭିଯୋଗ

ନର୍ଲା: ଆଜି ଏକ ଦୁଃଖଦ ଖବର ଆସି ପହଞ୍ଚିଛି ନର୍ଲାକୁ। ରୁପ୍ରାରୋଡ ନିବାସୀ କୁଳଦ୍ୱୀପ ଶର୍ମା(୪୩) ନାମକ ଜଣେ ବ୍ୟକ୍ତିଙ୍କର କୋଭିଡ୍ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ସେ କାମଠଣା କୋଭିଡ୍ ଚିକିତ୍ସାଳୟରେ ଚିକିତ୍ସାଧିନ…
Read More...

କନ୍ଧମାଳରେ କରୋନା ସଚେତନତା ସୃଷ୍ଟି କରୁଛନ୍ତି ଯମରାଜ ଓ ଚିତ୍ରଗୁପ୍ତ

ଫୁଲବାଣୀ:କନ୍ଧମାଳ ଜିଲାରେ ନିଆରା ଢଙ୍ଗରେ କରୋନା ସଚେତନତା ସୃଷ୍ଟି କରାଯାଉଛି। ଜିଲା ପୁଲିସ ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ ଟିମ୍‌ ହ୍ୟୁମାନିଟର ସଦସ୍ୟମାନଙ୍କ ପକ୍ଷରୁ କରୋନା ସଚେତନତା ଅଭିଯାନକୁ ଜୋର୍‌ଦାର…
Read More...

ଆଜି ଭୁବନେଶ୍ବରରେ ୬୯୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୧୬

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଶହ ମୁହାଁ ହୋଇଛି। ଆଜି ଭୁବନେଶ୍ବରରୁ ୬୯୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୫୦ ଓ ଲୋକାଲ୍‌ କଣ୍ଟାକ୍ଟ…
Read More...

ଆଜି ସୁସ୍ଥ ହେଲେ ୨୪୫୨, ରାଜ୍ୟରେ ମୋଟ କରୋନା ଆରୋଗ୍ୟ ସଂଖ୍ୟା ୩୫୬୦୦୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୪୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୫୬୦୦୩କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮ଜଣ ସୁସ୍ଥ…
Read More...