Browsing Tag

ଦେଶରେ ଚିହ୍ନଟ ହେଲେ ଆଉ ୩୫,୬୬୨ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ ପୁଣି ଦୈନିକ ସଂକ୍ରମଣ ୩୦ ହଜାର ଅତିକ୍ରମ କରୁଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୩୫,୬୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୧୭,୩୯୦କୁ ବୃଦ୍ଧି ପାଇଛି।…
Read More...

ଦେଶରେ ଆଉ ନୂଆ ସଂକ୍ରମିତ ୩୪,୪୦୩

ନୂଆଦିଲ୍ଲୀ : ଦେଶରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ୩୦ ହଜାର ମଧ୍ୟରେ ସୀମିତ ରହିଥିବା ବେଳେ ଏବେ ପୁଣି ବୃଦ୍ଧି ହେଉଥିବା ଦେଖାଯାଇଛି। ୨୪ ଘଣ୍ଟାରେ ଆଉ ୩୪,୪୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ…
Read More...

ଦେଶରେ ଆଉ ନୂଆ ସଂକ୍ରମିତ ୨୭, ୧୭୬ ; ମୃତ ୨୮୪

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୨୭ ହଜାର ୧୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୧୬,୭୫୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୮୪ ଆକ୍ରାନ୍ତଙ୍କ…
Read More...

ଦେଶରେ ହ୍ରାସ ସଂକ୍ରମିତ ସଂଖ୍ୟା ; ୩୩୮ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳକୁ ଚିହ୍ନଟ ହୋଇଛି। ୨୪ ଘଣ୍ଟାରେ ଆଉ ୨୮,୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୩୬,୯୨୧କୁ…
Read More...

ଦେଶରେ ଆଉ ନୂଆ ସଂକ୍ରମିତ ୪୭,୦୯୨ ; ମୃତ ୫୦୯

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ଅତିକ୍ରମ କରିଛି। ୨୪ଘଣ୍ଟାରେ ଆଉ ୪୭,୦୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୫୭,୯୩୭କୁ ବୃଦ୍ଧି…
Read More...

ଦେଶରେ ପୁଣି ବୃଦ୍ଧି ସଂକ୍ରମଣ ; ନୂଆ ସଂକ୍ରମିତ ୪୧,୯୬୫

ନୂଆଦିଲ୍ଲୀ : ଦେଶରେ ପୁଣି ବଢିଲା ଦୈନିକ ସଂକ୍ରମଣ।୨୪ ଘଣ୍ଟାରେ ଆଉ ୪୧,୯୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୧୦,୮୪୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୬୦…
Read More...

ଦୈନିକ ସଂକ୍ରମଣରେ ହ୍ରାସ ; ଆଉ ୩୦,୯୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କିଛି ଦିନ ହେବ ଦୈନିକ ସଂକ୍ରମଣ ୪୦ ହଜାର ଅତିକ୍ରମ କରୁଥିବା ବେଳେ ଗତକାଲି ତୁଳନାରେ ଆଜି ଏଥିରେ ହ୍ରାସ ହୋଇଥିବା ପରିଲକ୍ଷିତ ହୋଇଛି। ୨୪ଘଣ୍ଟାରେ ଆଉ ୩୦,୯୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ…
Read More...

ଦେଶରେ ଦିନକରେ ନୂଆ ଆକ୍ରାନ୍ତ ୩୬,୪୦୧ ; ୫୩୦ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୩୬ ହଜାର ୪୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୨୨,୨୫୮କୁ ବୃଦ୍ଧି ପାଇଛି । ଚିକିସôାଧୀନ ଅବସ୍ଥାରେ ଆଉ ୫୩୦ ଆକ୍ରାନ୍ତଙ୍କ ମୃତ୍ୟୁ…
Read More...

ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ନୂଆ ଆକ୍ରାନ୍ତ ୨୫,୧୬୬ , ମୃତ୍ୟୁହାର ୧.୩୪%

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ସଂକ୍ରମଣ ୩୦ ହଜାର ତଳକୁ ହ୍ରାସ ପାଇଛି । ଆଉ ୨୫,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୫୦,୬୭୯କୁ ବୃଦ୍ଧି ପାଇଛି । ଚିକିସôାଧୀନ…
Read More...

ଦେଶରେ ଆଉ ନୂଆ ସଂକ୍ରମିତ ୩୨,୯୩୭ ; ଆରୋଗ୍ୟ ହାର ୯୭.୪୮%

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୩୨,୯୩୭ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୫,୫୧୩କୁ ବୃଦ୍ଧି ପାଇଛି । ଚିକିସôାଧୀନ ଅବସ୍ଥାରେ ଆଉ ୪୧୭ ଆକ୍ରାନ୍ତଙ୍କ ମୃତ୍ୟୁ…
Read More...