Browsing Tag

CM Naveen Pattanaik

ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ ନବୀନ, ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ବର: ସାରା ଦେଶ ସହିତ ଆଜି ଓଡ଼ିଶାରେ ମଧ୍ୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୫ଟି ମହାନଗର ନିଗମ, ଏମ୍‌ସ ସମେତ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ କରାଯାଇଛି। ଏହି ଅବରସରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଦେଶର ଅଗ୍ରଣୀ ଅନୁସନ୍ଧାନ ହବ୍ ଭାବେ ଉଭା ହେଉଛି ଓଡ଼ିଶା: ନବୀନ

ଭୁବନେଶ୍ଵର:  ପ୍ରାଚୀନ କାଳରୁ ଓଡ଼ିଶାରେ ଶିକ୍ଷାଗତ ଯୋଗ୍ୟତାର ପରମ୍ପରା ରହିଛି। ଐତିହାସିକ ଭାବେ ଶିକ୍ଷା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ଏହି ରାଜ୍ୟ ଦେଶର ଏକ ଅଗ୍ରଣୀ ଅନୁସନ୍ଧାନ ହବ୍‌ ଭାବେ ଉଭା…
Read More...

ସମ୍ବଲପୁର ଆଇଆଇଏମ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; ୨୦୦ ଏକର ଜାଗାରେ ନିର୍ମାଣ ହେବ ଅନୁଷ୍ଠାନ, ଖର୍ଚ୍ଚ…

ବୁର୍ଲା: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାର…
Read More...

ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଲେ ନବୀନ

ଭୁବନେଶ୍ଵର: ବିଜୁ ଜନତା ଦଳ (ବିଜେଡି)ର ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ମହିଳା ସଶକ୍ତୀକରଣକୁ ବିଜେଡି ଅଗ୍ରାଧିକାର ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ : ମୁଖ୍ୟମନ୍ତ୍ରୀ

ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି…
Read More...

ତିର୍ତ୍ତୋଲ ଅଞ୍ଚଳରେ ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ ଦୁଇଟି ସେତୁର ଶିଳାନ୍ୟାସ

ଆଜି ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ…
Read More...

ରାଜ୍ୟବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା- ସରକାରଙ୍କୁ ସହଯୋଗ କରନ୍ତୁ

ଭୁବନେଶ୍ବର: ରାଜ୍ୟରେ କରୋନା ଭୂତାଣୁ ଏହାର ପ୍ରକୋପ ଦେଖାଇବା ଆରମ୍ଭ କରିଦେଇଛି। ଗତ ଶୁକ୍ରବାର ଗୋଟିଏ ଦିନରେ ରାଜ୍ୟରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏବଂ ପ୍ରଶାସନର ଚିନ୍ତା ବଢ଼ିଯାଇଛି।…
Read More...