Browsing Tag

chikiti news

ବରିଷ୍ଠ ଶିକ୍ଷକ ନେତା ତଥା ସଂଗଠକ ଅରୁଣ କୁମାର ପାତ୍ରଙ୍କ ଦେହାନ୍ତ 

ଚିକିଟି : ଅବିଭକ୍ତ ଗଞ୍ଜାମ ଜିଲ୍ଲାର ତତ୍କାଳୀନ ଜଣେ ବରିଷ୍ଠ ଶିକ୍ଷକ ନେତା, ଦୃଢ଼ ସଂଗଠକ,ସମାଜ ସେବୀ ତଥା ମାଧବନ୍ଧ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ, ଓଷ୍ଟାର ପୂର୍ବତନ ଉପ ସଭାପତି ଅରୁଣ କୁମାର ପାତ୍ରଙ୍କ ଅଦ୍ୟ…
Read More...

ବାହୁଦା ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଓ କର୍ମକର୍ତ୍ତା ମନୋନୀତ

ଚିକିଟି  : ଚିକିଟି ବ୍ଳକ ଝାଟିପଦର ଉଚ୍ଚ ବିଦ୍ୟାଳୟ ଠାରେ ବାହୁଦା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ କବିତା ଆସର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷାବିତ ଦୁର୍ଗା ମାଧବ ମହାରଣା ସଭାପତିତ୍ବ କରିଥିବା ବେଳେ…
Read More...

ମହିଳାଙ୍କ ଉପରେ ମାଡିଗଲା ଟ୍ରକ 

ଚିକିଟି :  ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ । ଘଟଣା ଘଟିଛି ଚିକିଟି ପେଣ୍ଠ ବଜାରରେ । ଆଜି ଦିନ ପ୍ରାୟ ୧୧ ଟା ବେଳେ କେଲାଝୁରୀ ଗ୍ରାମର ବୋହୁ ମମତା ପ୍ରଧାନ (୩୦) ତାର ଭାଇ ସହ ଚିକିଟି ଆନ୍ଦ୍ର ବ୍ୟାଙ୍କକୁ ବାଇକରେ…
Read More...

ଅନିଶ୍ଚିତତା ଶିକ୍ଷା ମଧ୍ୟରେ କେଜିବିଭି ଛାତ୍ରୀ 

ଚିକିଟି : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ ଯୋଜନାକୁ ପରିଚାଳନା କରୁଥିବା ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ କୋଉଠି ନା…
Read More...

ମୋଟର ଚୋରୀ ଅଭିଯୋଗ

ଚିକିଟି: କିଛି ଦିନର ବ୍ୟବଧାନ ପରେ  ନୂଆପଡା ଫାଣ୍ଡି ଅଞ୍ଚଳରେ ଚୋରୀ ଆରମ୍ଭ ହୋଇଥିବା ପୁଣି ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ଚାନ୍ଦପୁର ଗ୍ରାମର ଚାଷୀ ମାନେ ମାଁ ନାଇକାଣୀ ପାଣି ପଞ୍ଚାୟତ ଗଠନ କରି ଏକ ଉଠାଜଳ ସେଚନ…
Read More...

ଭୀମପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ; ୪ ଆହାତ 

ଚିକିଟି : ପୂର୍ବ ବିବାଦକୁ କେନ୍ଦ୍ର କରି ଜରଡ଼ା ଥାନା ପାତ୍ରପୁର ବ୍ଳକ ଭୀମପୁର ଗ୍ରାମରେ ଗୁରୁବାର ରାତି ନଅଟା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଥିଲା।ଏହାପରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣା କରିବା ସହ ଖଣ୍ଡା…
Read More...

ଅନ୍ଧ ବିଶ୍ୱାସ ; ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଚିକିଟି : ଗଂଜାମ ଜିଲାର ଚିକିଟି ବ୍ଲକ ସମୁଦ୍ର ଉପକୂଳ ସୁନାପୁର ଗ୍ରାମରେ ଅନ୍ଧ ବିଶ୍ୱାସର ଶିକାର ହୋଇଛନ୍ତି ଜଣେ ୬୫ ବର୍ଷର ବୃଦ୍ଧ । ଗୁଣିଆ ସନ୍ଦେହରେ ଦିନ ଦି ପହରରେ ଗାଁ ମଝି ଘର ବାରଣ୍ଡାରେ ହୋଇଛି ମରଣାନ୍ତକ…
Read More...

ଉଦୟଙ୍କ ଘରେ ବିଜେଡି ନେତାଙ୍କ ମିଶ୍ରଣ ପର୍ବର ପ୍ରସ୍ତୁତି ବୈଠକ

ଚିକିଟି :  ଆଜି ଚିକିଟି ନିର୍ବାଚନ ମଣ୍ଡଳୀ ର ବିଜେଡି ମହଲରେ ନୂତନ ସମିକରଣର ଲକ୍ଷ ଦେଖାଦେଇଛି । ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଉଦୟ ନାଥ ପ୍ରଧାନ ବିଜେପିରୁ ଇସ୍ତଫା ଦେବାପରେ ବିଜେଡିର ମିଶିବା ନେଇ ବିଭିନ୍ନ…
Read More...

ଚିକିଟି ତହସିଲରେ ଗଡ଼ିଲା ରାଜସ୍ବ ରଥ

ଚିକିଟି :  ଆଜି ଚିକିଟି ତହସିଲ ରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ରାଜସ୍ୱ ରଥ କୁ ତହସିଲଦାର ବିଶ୍ୱରଂଜନ କହଁର ଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଚିକିଟି ତହସିଲ ର ୭ଟି ଆରଆଇ ସର୍କିଲ ର ସମସ୍ତ ଗ୍ରାମ…
Read More...

ହାତୀ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ

ଚିକିଟି : ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମରେଏକ ଦୁଃଖଦ ଘଟଣା ଘଟିଥିବା ନେଇ ମଙ୍ଗଳବାର ଜଣାପଡିଛି। ହାତୀ ଆକ୍ରାମଣର ଶିକାର ହୋଇ ଗୁରୁତର ହୋଇଥିବା ବାପୁନି ବିନ୍ଧାଣି ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ…
Read More...