Browsing Tag

car accident

ଚାଲି ଚାଲି ଯାଉଥିବାବେଳେ ଧକ୍କା ଦେଲା କାର୍: ଦୁଇ ମହିଳା ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଟରାବେଡା ନିକଟରେ ରାସ୍ତାରେ ଚାଲି ଚାଲି ଯାଉଥିବା ଦୁଇ ଜଣ ମହିଳାଙ୍କୁ ଏକ କାର୍ ଧକ୍କା ଦେଇଛି।…
Read More...

କେନାଲ ଭିତରେ ପଶିଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ

ପାଟଣା:  କେନ୍ଦୁଝର ଜିଲ୍ଲା ତୁରୁମୁ୍ଙ୍ଗା ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ନିକଟରେ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ସକାଳୁ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା କେନାଲ ଭିତରକୁ ଖସିପଡ଼ି ଦୁର୍ଘଟଣା…
Read More...

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉମରକୋଟ ଥାନା ଚିକଲପଦର ନିକଟରେ ଗାଡିଟି ବିଲକୁ ଖସିପଡିଛି। ଦୁର୍ଘଟଣାରେ ସାଂସଦ ଓ ଡ୍ରାଇଭରଙ୍କ ସମେତ ୩ଜଣ ସାମାନ୍ୟ ଆହତ…
Read More...

ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

କଟକ: କଟକ ନିକଟ ମଙ୍ଗୁଳି ଛକରେ ଦୁର୍ଘଟଣା । କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଚୌଦ୍ବାର ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…
Read More...

ରାଜସ୍ଥାନରେ ଦୁଇ କାର୍ ମୁହାଁମୁହିଁ ଧକ୍କା : ୬ ମୃତ

ଜୟପୁର : ରାଜସ୍ଥାନ ସିକର ଜୟପୁର ବିକାନେର ରାସ୍ତା ଲକ୍ଷ୍ମୀଗଡ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଆହତ…
Read More...

କାର ଦୁର୍ଘଟଣାରେ ଜଣେ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ  ବୀରନରସିଂପୁର ର୍ପେଟ୍ରୋଲ ପମ୍ପ ନିକଟରେ ଏକ କାର୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ …
Read More...

ଚକଫାଟି ଓଲଟିଲା କାର୍, ଡ୍ରାଇଭର ମୃତ

ବାଲୁଗାଁ: ଭୁବନେଶ୍ବରରୁ ଜୟପୁର ଯାଉଥିବା ଗୋଟିଏ କାର୍‌ର ଚକ ଫାଟି ଯାଇଥିଲା। ଫଳରେ କାର୍‌ଟି ଓଲଟି ପଡ଼ିଥିଲା। କାର୍‌ଟି ଓଲଟି ପଡ଼ିବା ଦ୍ବାରା ଘଟଣାସ୍ଥଳରେ ଡ୍ରାଇଭଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି।…
Read More...

ରାସ୍ତାକଡରେ ଶୌଚ ବେଳେ ମାଡିଗଲା କାର, ୩ ଗୁରୁତର

ଆଠଗଡ : ତିଗିରିଆ ଥାନା ଅନ୍ତର୍ଗତ ୬୫ନଂ ଜାତୀୟ ରାଜପଥର ପାଞ୍ଚଗାଁ ନିକଟ ସାହୁ ଛକ ପାଖ ରାସ୍ତାକଡରେ ମଳତ୍ୟାଗ କରୁଥିବା ପାଞ୍ଚଗାଁର ଧରଣୀଧର ବେହେରାଙ୍କ ଉପରେ ଏକ କାର ଭାରସାମ୍ୟ ହରାଇ ମାଡିଯିବା ସହ ରାସ୍ତାକଡକୁ ଓଲଟି…
Read More...

୨ କାର ମୁହାଁମୁହିଁ ଧକ୍କା ୫ ମୃତ ;୪ ଗୁରୁତର

ଗୁଜୁରାଟ : ଗୁଜୁରାଟର ନାଡ଼ିୟାଦ ଜିଲାର ୮ ନମ୍ବର ଜାତୀୟ ରାଜପଥ ଅହମ୍ମଦାବାଦ-ବଡ଼ୋଦରା ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ସୋମବାର ଜଣାପଡ଼ିଛି। ଏଥିରେ ୨ଟି କାର ମଧ୍ୟରେ ଧକ୍କା ହୋଇ ୫ ଜଣଙ୍କର ଘଟଣାସ୍ଥଳରେ…
Read More...

ଦୁର୍ଘଟଣା ପରେ… ୨୦୦ ଫୁଟ ପର୍ଯ୍ୟନ୍ତ ଉଡ଼ି ଚର୍ଚ୍ଚରେ ପିଟିହେଲା କାର, ଦେଖନ୍ତୁ ଭିଡିଓ

ୱାର୍‌ସ: ଏକ ଡିଭାଇଡରକୁ ଧକ୍କା ଦେବା ପରେ ଗୋଟିଏ କାର୍‌ ୨୦୦ ଫୁଟ ଦୂରତା ପର୍ଯ୍ୟନ୍ତ ଉଡ଼ିଯାଇ ଚର୍ଚ୍ଚରେ ପିଟିହୋଇଛି। ଏଭଳି ଏକ ଛାତିଥରା ଦୁର୍ଘଟଣା ଘଟିଛି ପୋଲାଣ୍ଡର ରାବିଏନ ସହରରେ। ଡ୍ରାଇଭିଂ କରୁଥିବା କାର ମାଲିକ…
Read More...