Browsing Tag

Boudh News

ଅଙ୍ଗନୱାଡିରେ ମହୁମାଛି ଦଂଶନରେ ୮ ଶିଶୁ ସମେତ ୧୦ ଗୁରୁତର

ବୌଦ୍ଧ : ବୌଦ୍ଧ କଣ୍ଟାମାଳ ବ୍ଲକ ଡପଲା ପଞ୍ଚାୟତ ବଉଳସିଂହାରେ ଆଜି ଏକ ଅଘଟଣ ଘଟିଛି। ଅଙ୍ଗନୱାଡି କେନ୍ଦ୍ରରେ ମହୁମାଛି ଆକ୍ରମଣରେ ୮ ଶିଶୁ ସମେତ ୧୦ ଗୁରୁତର ହୋଇଛନ୍ତି। ୮ ଶିଶୁଙ୍କ ସହ ଅଙ୍ଗନୱାଡି ୱାର୍କର ଓ ହେଲପର…
Read More...

ଅଂଶୁଘାତ ମୁକାବିଲା ପ୍ରସ୍ତୁତି ବୈଠକ

ବୌଦ୍ଧ: ବୌଦ୍ଧଜିଲ୍ଲା ସ୍ତରୀୟ ପ୍ର।କୃତିକ ବିପର୍ଯ୍ୟୟ ଓ ଏହାର ମୁକାବିଲା ସଂପର୍କିତ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ…
Read More...

ସୁରଭି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ

ବୌଦ୍ଧ: ସ୍ୱେଛାସେବୀ ଅନୁଷ୍ଠାନ ସୁରଭି ପକ୍ଷରୁ ଗୋଛାପଡାଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଗ୍ରାମପଞ୍ଚାୟତସ୍ତରୀୟ ମହିଳା ଫେଡେରେସନର ସଭାନେତ୍ରୀ ଆନନ୍ଦିନୀ ରଥ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବାବେଳେ…
Read More...

ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧ ମହିଳା ମହାବିଦ୍ୟାଳୟ ଠାରେ ମଙ୍ଗଳବାର ଦିନ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଛି। ଜିଲା ଦୌରାଜଜତ ତଥା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ବିକ୍ରମ କୁମାର…
Read More...

ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମର ୫୭ ନଂ ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବୌଦ୍ଧ ପୁଲିସ । ଏହା ସହିତ ମୃତଦେହ ନିକଟରେ ପଡିଥିବା ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୁଲିସ ।…
Read More...

ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ 

ବୌଦ୍ଧ : ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ରାମ କୃଷ୍ଣ ବାଳା ଶ୍ରମ କୁ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ତ୍ରୟ ମାସିକ ପରିଦର୍ଶନ କରିଛନ୍ତି  । ରାମକୃଷ୍ଣ ବାଳାଶ୍ରମର ସମସ୍ତ ରେକର୍ଡ ପତ୍ର ଯାଞ୍ଚ…
Read More...

ଏସଇଏମ ଓ ପମ୍ପ ଡ୍ରାଇଭର ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ୮ ଦଫା ଦାବି ପୂରଣ ନେଇ ଜିଲାପାଳଙ୍କୁ ଦାବିପତ୍ର…

ବୌଦ୍ଧ  : ବୌଦ୍ଧଜିଲା ଏସଇଏମ ଓ ପମ୍ପ ଡ୍ରାଇଭର ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ୮ ଦଫା ଦାବି ପୂରଣ ନେଇ  ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏସଇଏମ ପଦବୀ ଉଚ୍ଛେଦ କରି ଗ୍ରାମ୍ୟଜଳ ଯୋଗାଣ…
Read More...

ମା’ ମାହେଶ୍ୱରୀଙ୍କ ଗମ୍ଭୀରା ବିଜେ

ବୌଦ୍ଧ  : ବୌଦ୍ଧ ଜିଲ୍ଲା ବାଉଁଶୁଣି ଡିମିରିପାଲି କେନ୍ଦ୍ର ଡୁମାଳ ସମାଜ ପକ୍ଷରୁ ପାଳିତ ହେଉଥିବା ମା’ ମାହେଶ୍ୱରୀଙ୍କ ଛତର ଯାତ୍ରା ବୁଧବାର ଉଦଯାପିତ ହୋଇଅଛି। କୋଭିଡ କଟକଣା ପାଳନ ମଧ୍ୟରେ ଆଶ୍ୱିନ ପୂର୍ଣ୍ଣିମା…
Read More...

ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ; ଜଣେ ଗୁରୁତର 

ବୌଦ୍ଧ : ବୌଦ୍ଧ ବ୍ଳକ ପଲସପାଟ ଛକ ଠାରେ ଏକ ରାଜ୍ୟ ବାହାର ନମ୍ବର ଥିବା କାର ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ସୁଚନା ମୁତାବକ ଗୁୁଜରାଟ ରାଜ୍ୟର ତିନି ଜଣ ଯୁବକ ଉକ୍ତ କାରରେ…
Read More...

୨ଶହ ଫୁଟ ତଳକୁ ଖସି ପଡିଲା ମିନିଟ୍ରକ , ବର୍ତ୍ତିଲେ ଚାଳକ ଓ ହେଲପର 

ବୌଦ୍ଧ  : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ବୌଦ୍ଧ ଓ ନୟାଗଡ ଜିଲା ସୀମାନ୍ତରେ ଏକ ମିନିଟ୍ରକ ଦୁଇଶହ ଫୁଟ ତଳକୁ ଖସିପଡିଥିବା ବେଳେ ଚାଳକ ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୁଚନା ମୁତାବକ ଖୋର୍ଦ୍ଧାରୁ…
Read More...