Browsing Tag

Boudh News

ଅବକାରୀ ବିଭାଗ ଦ୍ୱାରା ୧୦୨ କିଲୋ ଗଂଜେଇ ଜବତ 

ବୌଦ୍ଧ  : ବୌଦ୍ଧ ଜିଲାରେ ଗଂଜେଇ ଚାଷ ଓ କାରବାର ଏକ ନିତିଦିନିଆ ଘଟଣା ହୋଇଛି। ଜିଲାରେ ପ୍ରତିଦିନ ଗଂଜେଇ ଚାଲାଣ ମାମଲାରେ ଅଭିଯୁକ୍ତମାନେ ପୁଲିସ ଓ ଅବକାରୀ ହାତରେ ଧରାପଡୁଛନ୍ତି। ତଥାପି ଜିଲାରୁ ଗଂଜେଇ ଚାଲାଣ ବନ୍ଦ…
Read More...

ଚୋରା ଚାଲାଣବେଳେ କେନ୍ଦୁପତ୍ର ଜବତ 

ବୌଦ୍ଧ : ବୌଦ୍ଧ ଜିଲାରେ କେନ୍ଦୁପତ୍ର ମାଫିଆ ସକ୍ରିୟ ହୋଇଥିବା ଜଣାପଡିଛି। ଜିଲାରେ ପ୍ରଥମଥର ପାଇଁ ଚୋରା ଚାଲାଣ ହେଉଥିବା ୪୨୪ କିଲୋଗ୍ରାମ କେନ୍ଦୁପତ୍ରକୁ ଜବତ କରିବାରେ ବୌଦ୍ଧ କେନ୍ଦୁପତ୍ର ବିଭାଗ ସଫଳ ହୋଇଛି। ସୂଚନା…
Read More...

ଦାନ୍ତ ପାଇଁ ଦନ୍ତା ଶିକାର

ବୌଦ୍ଧ  : ବୌଦ୍ଧ ଜିଲା ବନବିଭାଗ ବଘିଆପଡା ସେକସନର ଭୁର୍କିପଡା ଜଙ୍ଗଲରେ ଏକ ଦନ୍ତା ହାତୀର ଗଳିତ ମୃତଦେହ  ମଙ୍ଗଳବାର ଦିନ ବୌଦ୍ଧ ବନବିଭାଗ ପକ୍ଷରୁ ଠାବ କରାଯାଇଛି। ମିଳିଥିବା ସୂଚନା ମୁତାବକ ଭୁର୍କିପଡା ଜଙ୍ଗଲରେ ଏକ…
Read More...

ବିକାଶକୁ ମିଳିବ ନୂଆ ଗତି

ବୌଦ୍ଧ : ବୌଦ୍ଧ ଏନଏସି ପାଇଁ ସତେ ଯେପରି ନୂଆ ଯୁଗର ଆରମ୍ଭ ହୋଇଛି। ଦୁଇବର୍ଷ ହେଲା ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏନଏସିର ପ୍ରଶାସକ ଭାବରେ ଦାୟିତ୍ୱ ତୁଲାଇ ସହରର ବିକାଶକୁ ଗତିଶୀଳ କରିଥିଲେ। ପ୍ରକଳ୍ପର ବ୍ୟୟ ଅଟକଳ…
Read More...

ନବ ବିବାହିତାଙ୍କ ଆତ୍ମହତ୍ୟା ; ସ୍ୱାମୀ ଥାନାରେ ଅଟକ

ବୌଦ୍ଧ : ବୌଦ୍ଧ ରାଜପ୍ରାସାଦ ନିକଟରେ ଭଡାରେ ରହୁଥିବା ଜଣେ ନବବିବାହିତା ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ବୌଦ୍ଧ ବିଦ୍ୟୁତ ବିଭାଗରେ ମେଣ୍ଟେନାନସ ମେନେଜର ଭାବରେ କାର୍ଯ୍ୟ କରୁଥିବା…
Read More...

ଗଣପର୍ବ ରାମଲୀଳା ଅବସରରେ ପଲ୍ଳୀଶ୍ରୀ ଓ ପୁସ୍ତକ ମେଳାର ଦ୍ୱିତୀୟ ଦିବସ

ବୌଦ୍ଧ: ଗଡ଼ଜାତ ବୌଦ୍ଧର ଗଣପର୍ବ ରାମଲୀଳା ଉତ୍ସବ ଅବସରରେ ଆୟୋଜିତ ପଲ୍ଳିଶୀ ଓ ପୁସ୍ତକ ମେଳା ରବିବାର ଦିନ ଥିଲା ଦିତୀୟ ଦିବସ। ରାମଲୀଳା ଯାତ୍ରାକୁ ସରସ ଓ ସୁନ୍ଦର କରିବା ପାଇଁ ଆୟୋଜିତ ହେଉଛି ଏହି ପଲ୍ଳଶ୍ରୀ ମେଳା ଓ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ବୌଦ୍ଧ  : ଟାଉନ ହଲ, ବୌଦ୍ଧ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ କାର୍ୟ୍ୟାଦେଶ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି  । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ…
Read More...

ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

ବୌଦ୍ଧ : ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ, ପକ୍ଷରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆମଠାପଡାଠାରେ ଆମ ସରକାରଙ୍କ ଦ୍ୱାରା କୋଭିଡ ରୋଗରେ ଶିକାର ହୋଇଥିବା ପିଡୀତ/ପିଡୀତା ମାନଙ୍କ ପରିବାର ଲୋକମାନଙ୍କ ଉପସ୍ଥିତ ଥିବା…
Read More...

ଅଙ୍ଗନୱାଡିରେ ମହୁମାଛି ଦଂଶନରେ ୮ ଶିଶୁ ସମେତ ୧୦ ଗୁରୁତର

ବୌଦ୍ଧ : ବୌଦ୍ଧ କଣ୍ଟାମାଳ ବ୍ଲକ ଡପଲା ପଞ୍ଚାୟତ ବଉଳସିଂହାରେ ଆଜି ଏକ ଅଘଟଣ ଘଟିଛି। ଅଙ୍ଗନୱାଡି କେନ୍ଦ୍ରରେ ମହୁମାଛି ଆକ୍ରମଣରେ ୮ ଶିଶୁ ସମେତ ୧୦ ଗୁରୁତର ହୋଇଛନ୍ତି। ୮ ଶିଶୁଙ୍କ ସହ ଅଙ୍ଗନୱାଡି ୱାର୍କର ଓ ହେଲପର…
Read More...

ଅଂଶୁଘାତ ମୁକାବିଲା ପ୍ରସ୍ତୁତି ବୈଠକ

ବୌଦ୍ଧ: ବୌଦ୍ଧଜିଲ୍ଲା ସ୍ତରୀୟ ପ୍ର।କୃତିକ ବିପର୍ଯ୍ୟୟ ଓ ଏହାର ମୁକାବିଲା ସଂପର୍କିତ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ…
Read More...