Browsing Tag

bolangir

ବଲାଙ୍ଗୀର ସହରରେ ଦିନକୁ ଦିନ ବିଗୁଡୁଛି ପରିମଳ ବ୍ୟବସ୍ଥା- ସଫେଇ କାର୍ଯ୍ୟ ତଦାରଖ କରୁଛନ୍ତି ପୌରାଧ୍ୟକ୍ଷା

ବଲାଙ୍ଗିର - ଦିନକୁ ଦିନ ବଲାଙ୍ଗିର ସହରର କଳେବର ଓ ଜନସଂଖ୍ୟା ବଢି ବଢି ଚାଲିଛି । ସେହି ଅନୁସାରେ ଅସ୍ୱଚ୍ଛ ହେଉଛି ସହର । ଆବର୍ଜନାର ଭୂସ୍ୱର୍ଗରେ ପରିଣତ ହୋଇଛି । ପଡ଼ା ପଡ଼ାରେ ଅଳିଆ ଆବର୍ଜନା ଜମି ରହୁଥିବା ବେଳେ…
Read More...

ଭିଜିଲାନ୍ସ ଜାଲରେ ଏବିଇଓ

ବଲାଙ୍ଗୀର: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମୁରିବାହାଲ ଏବିଇଓ। ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସଙ୍କୁ ସମ୍ବଲପୁର ଭିଜିଲାନ୍ସ…
Read More...

ଭିଜିଲାନ୍ସ ଜାଲରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ତୁରକେଲା ବ୍ଲକ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗୋବିନ୍ଦ ଭୁଏଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରାଯାଇଛି। ୫ଟି ଟିମ୍‍ ଦ୍ୱାରା ଏକକାଳୀନ ୫ଟି…
Read More...

ବଲାଙ୍ଗିର ବିଜେଡିରେ ଜଳ ଜଳ କନ୍ଦଳ; ଅଧାରୁ ଉଠି ଚାଲିଗଲେ କଳିକେଶ

ବଲାଙ୍ଗିର : ବଲାଙ୍ଗିର ଜିଲା ବିଜୁ ଜନତା ଦଳର ନୂଆ ଟିମ୍‍ ଘୋଷଣା ହୋଇଛି। ଅଶୋକ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି, ପାଟଣାଗଡର ମହେଶ୍ୱର ସାହୁ, ଲୋଇସିଂହାର ସୁରେଶ ନାଏକ, ଟିଟିଲାଗଡର ସୁରେନ୍ଦ୍ର ସାହୁ,…
Read More...

ମହାରାନୀ ସାଗର ବଞ୍ଚାଅ ଆନ୍ଦୋଳନକୁ ୨ ସପ୍ତାହ

ବଲାଙ୍ଗିର: ବଲାଙ୍ଗିର ସହରର ମହାରାଣୀ ସାଗର ବଞ୍ଚାଅ ଆନ୍ଦୋଳନକୁ ଦୁଇ ସପ୍ତାହ ପୂରଣ ହୋଇଛି। ଦୀର୍ଘ ବର୍ଷ ଧରି ଏହି ଜଳାଶୟ ଅବହେଳିତ ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ତୁଲସୀନଗର, ରାଜୀବ ନଗର, ପୁଲିସ ଲାଇନ,…
Read More...

ବନ୍ୟାକୁ ପୂରିବ ବର୍ଷେ: ଏଯାଏଁ ସତେଜ ରହିଛି ବନ୍ୟାଚିତ୍ର, କାମ ନେଇ ଅନିଶ୍ଚିତତା

ବଲାଙ୍ଗିର: ଦିନ କେଇଟା ପରେ ବଲାଙ୍ଗିର ବନ୍ୟାକୁ ବର୍ଷେ ପୂରିବ। ସେହିଦିନର ଚିତ୍ର ଏବେ ବି ବଲାଙ୍ଗିରବାସୀଙ୍କ ମନରେ ସତେଜ ହୋଇରହିଛି। ଜିଲାର ଅନେକ ବ୍ଲକରେ ଏହି ବନ୍ୟା କ୍ଷତି ପହଞ୍ଚାଇଥିଲା। ବନ୍ୟା ପରେ ସ୍ଥିତିର…
Read More...

ପାଣ୍ଠି ପାଇଁ ପିସି; ପାଣ୍ଠି ପାଇଁ ଆଣ୍ଠେଇଛି ବିକାଶ

ବଲାଙ୍ଗିର: ପଶ୍ଚିମ ଓଡିଶା ବିକାଶ ପରିଷଦ ବଲାଙ୍ଗିର ଜିଲାରେ ସାଜିଛି ପଶ୍ଚିମ ଓଡିଶା ବିନାଶ ପରିଷଦ। ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି କିନ୍ତୁ ଏହି ପାଣ୍ଠିରେ ହେଉଥିବା କାମ…
Read More...

ଶବ ନେଲାନି ଜନ୍ମକଲା ପୁଅ, ବିଙ୍ଗହ୍ୟୁମାନ କର୍ମକର୍ତ୍ତା ଗାଁରେ କଲେ ସତ୍କାର 

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ)ରେ ଅସହାୟ ଶବକୁ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ। ତିନି ଦିନ ପୂର୍ବରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନଅଗାଁ(ଖ)ର…
Read More...

ପୋଖରୀରୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଜବତ, ହତ୍ୟା ସନ୍ଦେହ

ଟିଟିଲାଗଡ଼: ବଲାଙ୍ଗିର ଜିଲା ସଇଁତଳା ଥାନା ଅନ୍ତର୍ଗତ ବାବୁକେଲଗାଁର  ଗ୍ରାମ୍ୟ ପୋଖରୀରୁ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ହୋଇଛି। ମହିଳା ଜଣକ ଗ୍ରାମର ଗୌର ସେଲମାଙ୍କ ପତ୍ନୀ ରାମା ସେଲମା (୪୫) ବୋଲି…
Read More...

ମଦମୃତ୍ୟୁ ଘଟଣା: ଏସଡିପିଓଙ୍କ ତଦନ୍ତ ଆରମ୍ଭ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ସଇନ୍ତଳା ଥାନା ଅନ୍ତର୍ଗତ ଧରପଗଡ଼ ଗ୍ରାମରେ ମଦ ମୃତ୍ୟୁ ଘଟଣାରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ତଦନ୍ତ ଆରମ୍ଭ କରିଛନ୍ତି। ଗତ ସୋମବାର ଗ୍ରାମର କଲାକର ଷାଣ୍ଢ ନାମକ ବ୍ୟକ୍ତି…
Read More...