Browsing Tag

blast

ବସ୍ତିରେ ବିସ୍ଫୋରଣ: ଜଣେ ମୃତ , ଦୁଇ ଗୁରୁତର

ରାଉରକେଲା: ରାଉରକେଲାରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ଦୁଇଜଣ ଗୁରୁତର ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି। ମଧୂସୂଦନପାଲ୍ଲୀ ତେଲୁଗୁ ବସ୍ତିରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ନିଆଁ ଆଖପାଖ ୧୦ଟି ଘରକୁ ବ୍ୟାପି…
Read More...

ଡିନାମାଇଟ ଫୁଟି ଛାତ୍ର ଗୁରୁତର

ନୀଳଗିରି: ହାତରେ ଡିନାମାଇଟ ଫୁଟି ଛାତ୍ର ଗୁରୁତର ହୋଇଛି। ବରହମପୁର ଥାନା ଅନ୍ତର୍ଗତ ତଥା ନୀଳଗିରି ବ୍ଲକ ମାଟିଆଳି ପଞ୍ଚାୟତର ପଥରଗୁମୁରା ଗ୍ରାମରେ ଏପରି ଏକ ଅଘଟଣ ହୋଇଛି। ସେହି ଗ୍ରାମର ଚତୁର୍ଥ ଶ୍ରେଣୀ ଛାତ୍ର ମିଲନ…
Read More...