Browsing Tag

Bihar News

ଶାଶୁଘରକୁ ଛାଡିବାକୁ ଯାଇଥିବା ବେଳେ କନ୍ୟା ସମେତ ତିନି ଜଣଙ୍କୁ ହତ୍ୟା

ବିହାର: ବେଗୁସରାଇରେ ତିନି ଜଣଙ୍କୁ ହତ୍ୟା । ବେଗୁସରାଇ ଜିଲାର ସାହେବପୁର କମଲ ପୁଲିସ ଷ୍ଟେସନ ଆହୋକ ଗୋବିନ୍ଦପୁର ଅଂଚଳରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଏଠାରେ ପ୍ରେମବିବାହ ଏବଂ ପାରିବାରିକ କଳହର କରୁଣ ପରିଣତି…
Read More...

ନୀତୀଶଙ୍କୁ ହତ୍ୟା ଧମକ; ବିଜେପିରୁ ବାହାର ନହେଲେ ବୋମା ପକାଇ ଉଡାଇ ଦେବୁ

ବିହାର: ବିଜେପିରୁ ଶୀଘ୍ର ବାହାରି ଯାଆନ୍ତୁ ନୀତୀଶ କୁମାର । ନଚେତ ବୋମା ପକାଇ ଉଡାଇ ଦେବାକୁ ଧମକ । ନୀତୀଶଙ୍କ ସହ ଥିବା ବିଧାୟକଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦିଆଯାଇଛି । ଏଭଳି ଧମକପୂର୍ଣ୍ଣ କଲ୍‍ ବିହାର ଡିଜିପି…
Read More...

ବିହାର ଫ୍ଲୋର ଟେଷ୍ଟ; ପଦରୁ ହଟିଲେ ବିଧାନସଭା ବାଚସ୍ପତି

ପାଟନା: ବିହାର ବିଧାନସଭାରେ ସୋମବାର ନୀତୀଶ ସରକାରଙ୍କ ଫ୍ଲୋର ଟେଷ୍ଟ ଚାଲିଛି। ଏହି ସମୟରେ ବିହାର ବିଧାନସଭା ବାଚସ୍ପତି ଅୱଧ ବିହାରୀ ଚୌଧୁରୀଙ୍କୁ ଅନାସ୍ଥା ପ୍ରସ୍ତାବ ଜରିଆରେ ହଟାଇ ଦିଆଯାଇଛି। ଭୋଟିଂ ପୂର୍ବରୁ…
Read More...

ପଦ ଛାଡ଼ିଲେ ନୀତୀଶ କୁମାର

ପାଟନା: ବିହାରରେ ଗତ ତିନି ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମହାମେଣ୍ଟ ଛାଡି ଏବେ ସେ ଏନଡିଏ ସହ ଯୋଡ଼ି ହୋଇଛନ୍ତି। ରବିବାର ସେ…
Read More...

ଯୌତୁକ ପାଇଁ ନବବିବାହିତା ପତ୍ନୀଙ୍କୁ ଏସିଡ୍‍ ପିଆଇ ହତ୍ୟା କଲା ପିଶାଚ ସ୍ୱାମୀ

ପାଟନା : ନବନବବିବାହିତା ପତ୍ନୀଙ୍କୁ ଏସିଡ୍‍ ପିଆଇ ହତ୍ୟା କଲା ପିଶାଚ ସ୍ୱାମୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବିହାର ବେଗୁସରାଇରେ। ମୃତ ଯୁବତୀଙ୍କ ବୟସ ୨୧ ବର୍ଷ ହୋଇଥିବା ବେଳେ ତାଙ୍କ ନାମ ଅଞ୍ଜଳି ବୋଲି…
Read More...

ବିହାରରେ ବଡ ସଡକ ଦୁର୍ଘଟଣା ; ଚାଲିଗଲା ୮ ଜୀବନ

ପାଟଣା : ବିହାରର ପୁର୍ଣ୍ଣୟା ଜିଲାର କାଞ୍ଜିୟା ଗାଁରେ ଶନିବାର ଭୋର ୩ଟା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଗାଡି ପୋଖରୀକୁ ଖସି ଯାଇ ଆଠ ଜଣଙ୍କର ଜୀବନ ଚାଲି ଯାଇଛି। ପୁଲିସ କହିବାନୁଯାୟୀ ଏଯାଏଁ ୮…
Read More...

ଦୁର୍ବୃତ୍ତ କହିଲା ପଛକୁ ଅନା ; ଲୁଟି ନେଲା ୨୨ ଲକ୍ଷ

ଜମୁଇ : ବିହାରର ଜମୁଇ ଜିଲାରେ ଲୁଟ୍‍ର ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଜଣେ କାର ଚାଳକ ନିଜ ଗାଡି ଯୋଗେ ଦେବଘରରୁ ନବାଦା ଯାଉଥିବା ସମୟରେ ଲୁଟ୍‍ର ଶିକାର ହୋଇଛନ୍ତି। ତାଙ୍କ ନିକଟରୁ ପ୍ରାୟ ୨୨ ଲକ୍ଷ ଟଙ୍କା ଲୁଟ…
Read More...

ଭାଗଲପୁରରେ ଭୟଙ୍କର ବିସ୍ଫୋରଣ ; ୭ ମୃତ

ପାଟନା : ବିହାରର ଭାଗଲପୁରରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏକ ବହୁତଳ ଅଟ୍ଟାଳିକାର ୩ୟ ମହଲାରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ…
Read More...

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ: ଫୁସଫୁସରେ ସଂକ୍ରମଣ, କିଡ୍‌ନୀ ୭୫% କାମ କରୁନି

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ସେ ବର୍ତ୍ତମାନ ରାଞ୍ଚିର ରିମ୍‌ସ ହସ୍ପିଟାଲରେ ଚିକିତ୍ସିତ…
Read More...

ବିହାରରେ ଭିଡ଼ ହିଂସା; ହତ୍ୟା ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ ଲୋକେ

ବିହାରର ସମସ୍ତିପୁର ଜିଲାରେ ଭିଡ଼ ହିଂସା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକକୁ ଲୋକମାନେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଯୁବକ ଜଣକ ଏକ ହତ୍ୟା ଘଟଣାର ଅଭିଯୁକ୍ତ ଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି…
Read More...