Browsing Tag

bhadrak news

ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ସ୍ଥାନାନ୍ତର ହେବେ ପ୍ରସନ୍ନ

ସମ୍ବଲପୁର: ଦୁର୍ଘଟଣାରେ ଗୁରୁତର ହୋଇଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବ। ଗଭୀର ଆଘାତ ଯୋଗୁ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ସମ୍ବଲପୁରରୁ ଏୟାର ଆମ୍ବୁଲାନ୍ସ ଯୋଗେ…
Read More...

୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ: ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ଅଭିଯୋଗ ପ୍ରତିବାଦରେ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ବନ୍ଦ ପାଳନ ହୋଇ ସନ୍ଧ୍ୟା ୬ଟାରେ…
Read More...

ଛାତ୍ରୀଙ୍କ ଉପରେ ମାଡିଗଲା କାର

ଭଦ୍ରକ: ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ଛକରେ କାର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସୋମବାର ସକାଳ ୧୦ଟାରେ କଲେଜ ଯିବାବେଳେ ଛାତ୍ରୀଙ୍କ ଉପରକୁ କାର ମାଡିଯାଇଥିଲା। ମୃତ ଛାତ୍ରୀଙ୍କ ନାମ ପ୍ରଭାସିନୀ…
Read More...

ସର୍ଟର ତାଡି ସୁନା ଅଳଙ୍କାର ଲୁଟ୍‍

ଭଦ୍ରକ: ଭଣ୍ଡାରୀପୋଖରୀ ଥାନା ନିକଟସ୍ଥ ମଞ୍ଜୁରୀରୋଡରେ ଥିବା ସୁନା ଦୋକାନରୁ ଲୁଟ୍‍ ହୋଇଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଦୋକାନ ଅଗାରେ ପାଲଟାଣି ଭିତରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କର ସହ ନଗଦ ଟଙ୍କା…
Read More...

ପତ୍ନୀ ଓ ପୁଅକୁ ହତ୍ୟା , ଅଭିଯୁକ୍ତ ଗିରଫ

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆରେ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ମଦ ପିଇ ୫ବର୍ଷର ପୁଅ ଓ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛନ୍ତି ଉମେଶ ନାୟକ। ସୂଚନା ଅନୁସାରେ, ଉମେଶ…
Read More...

ନଦୀରେ ବୁଡ଼ି ୩ ଛାତ୍ର ମୃତ, ଜଣେ ଉଦ୍ଧାର 

ଭଦ୍ରକ: ୪ ଜଣ ଛାତ୍ର ସାଙ୍ଗ ହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଗାଧୋଇବା ବେଳେ ସମସ୍ତ ୪ ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଗଲେ। ଏହିପରି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଦେଇ…
Read More...

୧୦ ବଖରା ଭସ୍ମୀଭୂତ

ତିହିଡି: ଭଦ୍ରକ ଜିଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତ ନୂଆ ଶାସନ ଗାଁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ନୂଆଶାସନ ଗାଁ ପଣ୍ଡାସାହିର ଳାଶ ଚନ୍ଦ୍ର ପଣ୍ଡା, ଅଶୋକ କୁମାର ପଣ୍ଡା ଓ ଅମୂଲ୍ୟ କୁମାର ପଣ୍ଡାଙ୍କର ୧୦…
Read More...

ଇମିଟେଶନ ବଦଳାଇ ସୁନା ଲୁଟୁଥିଲେ, ୩ ମହିଳାଙ୍କୁ ଗିରଫ କଲା ପୁଲିସ

ଭଦ୍ରକ: ସାଥୀରେ ଇମିଟେଶନ ସାମଗ୍ରୀ ନେଇ ସୁନା ଦୋକାନକୁ ଯାଉଥିଲେ। ସେଠାରେ ସୁନା ଅଳଙ୍କାର ଦେଖିବା ଆଳରେ ସେସବୁକୁ ବଦଳାଇ ଦେଉଥିଲେ। ଏପରି ଭାବେ ଗ୍ରାହକ ବେଶରେ ସୁନା ଲୁଟୁଥିବା ୩ ଲେଡି ଲୁଟେରାଙ୍କୁ ଗିରଫ କରିଛି…
Read More...

ଭଦ୍ରକରେ କାନ୍ଥ ପଡ଼ି ଶିଶୁ ମୃତ, କେନ୍ଦ୍ରାପଡ଼ାରେ ମହିଳାଙ୍କ ମୃତ୍ୟୁ

ତିହିଡି/କେନ୍ଦ୍ରାପଡ଼ା: ବାତ୍ୟା ଅମ୍ପନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ପବନ ବହୁଛି। ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲାରେ କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ…
Read More...

ଅଗ୍ନିକାଣ୍ଡରେ ୧୮ ବଖରା ଜଳିଗଲା

ତିହିଡି: ଭଦ୍ରକ ଜିଲା ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତର ନୂଆଶାସନ ଗାଁରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ୬ଟି ପରିବାରର ୧୮ ବଖରା ଘର ଜଳିଯାଇଛି। ରାତିରେ ଏହି ଅଗ୍ନିକାଣ୍ଡ…
Read More...