Browsing Tag

bhadraj news

ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢଉ

ଭଦ୍ରକ: ଭଦ୍ରକ ଜିଲା ସଦର ମହକୁମାସ୍ଥିତ ପୁରୁଣା ବଜାର ଥାନା ଅଧିନସ୍ଥ ସଙ୍ଗତ ଠାରେ ଚାଲିଥିବା ବେଆଇନ କରତକଳ ଉପରେ ଭିଜିଲାନ୍ସ ଓ ବନ ବିଭାଗ ମିଳିତ ଭାବେ ଚଢଉ କରିଛନ୍ତି । ଏହି ଚଢଉରେ ଲକ୍ଷାଧିକ ଟଙ୍କା ଯନ୍ତ୍ରାଂଶ ସହ…
Read More...