Browsing Tag

berhampur news

କରୋନା ସଂକ୍ରମିତଙ୍କ ସହ ଜାପାନୀ ଜାହାଜରେ ଫସିଛନ୍ତି ଓଡ଼ିଆ ଇଞ୍ଜିନିୟର

ବ୍ରହ୍ମପୁର: ଜାପାନର ୟୋକୋହମା ବନ୍ଦରରେ ଅଟକି ଥିବା ଜାହାଜରେ ଫସି ରହିଛନ୍ତି ଜଣେ ଓଡ଼ିଆ ଇଞ୍ଜିନିୟର। ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ବାପା ରାଜ୍ୟ ସରକାର ଓ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ସେ ହେଉଛନ୍ତି…
Read More...

ଅଟୋରୁ ଖସି ୫ ବର୍ଷର ଛାତ୍ର ମୃତ, ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ବ୍ରହ୍ମପୁର : ବ୍ରହ୍ମପୁର ଜିଲା ଦିଗପହଣ୍ଡି ନିକଟ ତିଳେଶ୍ୱର ରାମମନ୍ଦିର ନିକଟରେ ଅଟୋରୁ ଖସିପଡ଼ି ବୁଧବାର ଜଣେ ୫ ବର୍ଷ ଛାତ୍ରର ମୃତ୍ୟୁ ହୋଇଛି। ଉକ୍ତ ଅଟୋଟି ସ୍କୁଲ ପିଲାଙ୍କୁ ନେଇ ଦିଗପହଣ୍ଡିର ଏକ ଘରୋଇ ସ୍କୁଲକୁ…
Read More...

ଏସ୍‌ପିଙ୍କୁ ଭେଟି ନ ପାରିବାରୁ ନିଜ ଦେହରେ ନିଆଁ ଲଗାଇଲେ ବିଜେଡ଼ି ନେତ୍ରୀ

ବ୍ରହ୍ମପୁର: ଏସ୍‌ପିଙ୍କୁ ଭେଟି ନ ପାରିବାରୁ ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି…
Read More...

ନଦୀରେ ଭାସିଯାଇ ନାବାଳିକା ନିଖୋଜ

ବ୍ରହ୍ମପୁର : ବ୍ରହ୍ମପୁର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁରେ ଏକ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ଋଷିକୁଲ୍ୟା ନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
Read More...

ଗୋଲ୍ଡ ଲୋନ ସଂସ୍ଥାରୁ ଡ଼କାୟତି ଉଦ୍ୟମ, ୩ କର୍ମଚାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର : ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ରୋଡ଼ରେ ଥିବା ଆଇଆଇଏଫଏଲ ଗୋଲ୍ଡ ଲୋନ ସଂସ୍ଥାରୁ ଦୁର୍ବୃତ୍ତମାନେ ବୁଧବାର ଡ଼କାୟତି କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଡ଼କାୟତି ଉଦ୍ୟମ ବିଫଳ ହେବା ପରେ ସଂସ୍ଥାର ୩ ଜଣ…
Read More...