Browsing Tag

begunia news

କାଜୁ ବଗିଚା ମାଲିକାନାକୁ କେନ୍ଦ୍ରକରି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ 

ବେଗୁନିଆ  : ବେଗୁନିଆ ଥାନା କୋତଳାଙ୍ଗ ଗ୍ରାମ ଗୋଡିପାଟଣା ମୌଜାର  ମାନପୁର ଓହଳରେ ଥିବା ଏକ କାଜୁ ବଗିଚାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଦୀର୍ଘ ବର୍ଷ ହେବ ଗଣ୍ଡଗୋଳ ଲାଗିରହିଛି ।ଏପରିକି ଏହି ଗଣ୍ଡଗୋଳ…
Read More...

ହୀରାପୁର ଗ୍ରାମରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ଜିନିଷ ଚୋରି 

ବେଗୁନିଆ : ବେଗୁନିଆ ଥାନା  ଅନ୍ତର୍ଗତ ହୀରାପୁର ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘର ସମେତ ପ୍ରସନ୍ନ ଶତପଥୀ ଏବଂ ନିରଞ୍ଜନ ଶତପଥୀଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା…
Read More...

ଗୋରୁ ବୋଝେଇ ଗାଡି ଜବତ ,ଚାଳକ ଗିରଫ 

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ କଡବ -ଚଟୁଆ ରାସ୍ତାରୁ ବେଗୁନିଆ ପୁଲିସ ଗତକାଲି ରାତି ୯ ଟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ଟାଟା ଏ ସି ଗାଡ଼ିରେ ୪ ଟି ଗୋରୁ ଚାଲାଣ କରାଯାଉଥିବାବେଳେ ପୁଲିସ ଗୋରୁ ବୋଝେଇ…
Read More...

ସିକୋରେ ମାଙ୍କଡ଼ ଉପଦ୍ରବ ; ମାଙ୍କଡ଼ କାମୁଡ଼ାରେ ଶିକ୍ଷୟତ୍ରୀ ଆହତ 

ବେଗୁନିଆ  : ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମରେ ଗତ କିଛି ବର୍ଷ ହେଲା ମାଙ୍କଡ଼ ମାନଙ୍କ ଉପଦ୍ରବ ବୃଦ୍ଧି ପାଇଛି ।ସେମାନଙ୍କ ଉପଦ୍ରବରେ ଲୋକମାନେ ବିଭିନ୍ନ ବାଟରେ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିବାବେଳେ ମାଙ୍କଡ଼…
Read More...

ରାଜ୍ୟସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ ଉଦଯାପିତ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଭୋଗଡା ଗ୍ରାମରେ ଓଡିଶୀ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ଗତ ୩ ଦିନ ବ୍ୟାପି ଚାଲିଥିବା ୧୯ତମ ରାଜ୍ୟ ସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି ।…
Read More...

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ ମହିଳା ଦିବସ ପାଳନ

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ଓଡିଶା ଗ୍ରାମ୍ୟବ୍ୟାଙ୍କ ସିକୋ ଶାଖା ତରଫରୁ ଆଜି ମହିଳା ଦିବସ ପାଳନ ହୋଇଯାଇଛି ।ମହିଳା ମାନେ କିପରି ଗୃହ ,ପରିବାର ,ସମାଜ ,ରାଜ୍ୟ ତଥା ଦେଶର ଉନ୍ନତିରେ କିପରି ସହାୟକ ହେବେ…
Read More...

ଶିକ୍ଷାବିତଙ୍କ ସ୍ମୃତି ଚାରଣ ଓ ଶ୍ରଦ୍ଧାର୍ପଣ ସମାବେଶ

ବେଗୁନିଆ : ବେଗୁନିଆର ଶିକ୍ଷାବିତ ଗୋପୀନାଥ ସାହୁଙ୍କର ଏକାଦଶାହରେ ସନ୍ଧ୍ୟାରେ ଶିକ୍ଷାବିତ ଯୋଗେଶ୍ୱର ସୁନ୍ଦରାୟଙ୍କ ସଭାପତିତ୍ୱରେ ତାଙ୍କ ବାସଭବନ ନିକଟରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମକୁ…
Read More...

ବିପ୍ଲବୀ ଶିକ୍ଷକନେତାଙ୍କ ସ୍ମୃତିସଭା

ବେଗୁନିଆ : ବିପ୍ଲବୀ ଶିକ୍ଷକ ନେତା ତଥା ସ୍କୁଲ ପରିଦର୍ଶକ ସ୍ବର୍ଗତ ଗୋଦାବରୀଶ ପାଇକରାୟଙ୍କର ଏକାଦଶାହ ପାଳନ ଅବସରରେ ଆଜି ତାଙ୍କ ଗଡ଼ମାଣତିରସ୍ଥିତ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।ସୁମନ୍ତ ଛୋଟରାୟଙ୍କ…
Read More...

ଖୋର୍ଦ୍ଧାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ

ବେଗୁନିଆ  : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହିତ ବିଭିନ୍ନ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସାମାଜିକ କର୍ମୀ ବିଭୁତିଭୂଷଣ…
Read More...

ଶିକ୍ଷକ ନେତାଙ୍କ ପରଲୋକ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତିର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଜଣେ ଟାଣୁଆ ଶିକ୍ଷକ ନେତା ଗୋଦାବରୀଶ ପାଇକରାୟ(୬୯)ଙ୍କ ପରଲୋକରେ ଶିକ୍ଷକ ସମାଜ ମଧ୍ୟରେ ଶୋକାକୁଳ ପରିବେଶ ଖେଳି ଯାଇଛି…
Read More...