Browsing Tag

baripada news

ରେଳ ଧାରଣା ଉପରେ ଗଛ ପଡିବାରୁ ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ ଚାରି ଘଣ୍ଟା ଅଟକିଲା

ବାରିପଦା : ଗତ ରାତିରେ ପ୍ରବଳ ବର୍ଷା ସହ ପବନ ଯୋଗୁଁ ଆଜି ଭୋର ୪ ଟା ୧୦ ସମୟରେ ବାରିପଦା ରେଳ ଷ୍ଟେସନ ନିକଟ ରେଳ ଧାରଣା ଉପରେ ଏକ ବିରାଟ ଗଛ ଭାଙ୍ଗି ପଡିବା ଯୋଗୁଁ ରେଳ ଚଳାଚଳ ଦୀର୍ଘ ୪ ଘଣ୍ଟା ଧରି ବାଧା ପ୍ରାପ୍ତ…
Read More...

ହାତୀ ଆକ୍ରମଣରେ ଦୁଇ ମୃତ

ବାରିପଦା : ପୁଣି ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି। ମୟୁରଭଞ୍ଜରେ ଦୁଇଟି ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ବେଳେ ଆଉ ଜଣେ ବୃଦ୍ଧ…
Read More...

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ : ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବାରିପଦା : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସ । ଏହି ଅବସରରେ ବାରିପଦାଠାରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସରେ ସମାଜ ପକ୍ଷରୁ ବାରିପଦା ଷ୍ଟାଡିୟମ ପରିସରରେ…
Read More...

ନବଜାତ ଶିଶୁପୁତ୍ର ଉଦ୍ଧାର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବାରିପଦା ଅନ୍ତର୍ଗତ ମୋରଡା ଡ଼ାକ୍ତରଖାନା ପରିସରରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ରବିବାର ଜଣାପଡ଼ିଛି। ସକାଳେ ସମୟରେ ଏକ ଗଛ ମୂଳରେ ଶିଶୁପୁତ୍ରର କାନ୍ଦ ଶୁଣି ସ୍ଥାନୀୟଲୋକେ…
Read More...

ଅଭିନବ ଢଙ୍ଗରେ ରଙ୍ଗୋଲି ମାଧ୍ୟମରେ ମହିଳାଙ୍କ ଧାରଣା 

ବାରିପଦା  : ବାରିପଦା ସହର ସନ୍ନିକଟ ପୋଡାଅସ୍ତିଆ ଗ୍ରାମର ମହିଳା ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପୋଡାଅସ୍ତିଆ ଗ୍ରାମର ଶତାଧିକ ମହିଳା ନଅ ଦଫା ଦାବି ନେଇ ଅଭିନବ ଢଙ୍ଗରେ…
Read More...

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୄତ

କଳାବାଡ଼ିଆ : ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଶନିବାର ସକାଳ ସମୟରେ ଦାରୋଗାଡ଼ାହି ଗୋଲେଇ ନିକଟରେ ଡମ୍ଫର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ୨୧ ନମ୍ବର ୱାର୍ଡର…
Read More...