Browsing Tag

Balasore news

ବିଷକୁ ମୃଦୁ ପାନୀୟ ଭାବି ପିଇଦେଲେ ନାବାଳିକା, ଚାଲିଗଲା ଜୀବନ

ବାଲେଶ୍ଵର: ଥଣ୍ଡା ବୋତଲରେ ରହିଥିଲା ବିଷ। କିନ୍ତୁ ତାହାକୁ ମୃଦୁ ପାନୀୟ ଭାବି ଅଜାଣତରେ ପିଇଦେଲେ ନାବାଳିକା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।…
Read More...

ଓଡ଼ିଶାର ୨ ବିଧାନସଭା ଆସନରେ ଉପନିର୍ବାଚନ ଅବଗଣନା ଆରମ୍ଭ

ଭୁବନେଶ୍ଵର:   ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ପୂର୍ବରୁ ହେବ ତିର୍ତ୍ତୋଲ ଓ ବାଲେଶ୍ଵର ଉପନିର୍ବାଚନ । ଶୁକ୍ରବାର ନିର୍ବାଚନ କମିଶନ ଏ ସମ୍ପର୍କରେ ସବୁଜସଙ୍କେତ ଦେଇଛନ୍ତି । ଗୋଟିଏ ଲୋକସଭା ଓ ଦେଶର ବିଭିନ୍ନ ରାଜ୍ୟରେ…
Read More...

୧୨ ଫୁଟିଆ ଅହିରାଜ ଉଦ୍ଧାର

ସୋର: ବାଲେଶ୍ଵର ଜିଲା ଔପଦା ଅଞ୍ଚଳରୁ ଏକ ୧୨ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି। ଔପଦା ଗଡସାହିର ଉପେନ୍ଦ୍ର ପାତ୍ରଙ୍କ ପିଣ୍ଡାରେ ଥିବା କାଠ ଗଦା ଭିତରେ ଏହି ସାପଟି ରହିଥିବା ପରିବାର ଲୋକେ ଦେଖିଥିଲେ। ଏହା ପରେ…
Read More...

ଜମି ଆଗରେ ସମ୍ପର୍କ ଫିକା: ସାନ ଭାଇକୁ ଶାବଳରେ ପିଟି ମାରିଦେଲା ବଡ଼ ଭାଇ

ବାଲେଶ୍ବର: ଜମି ଆଗରେ ଫିକା ପଡ଼ିଲା ସମ୍ପର୍କ, ଯେଉଁଥିପାଇଁ ଭାଇର ଶତ୍ରୁ ପାଲଟିଗଲା ଭାଇ। ଜମି ପାଇଁ ସାନ ଭାଇକୁ ଶାବଳରେ ପିଟି ମାରିଦେଲା ବଡ଼ ଭାଇ। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକ…
Read More...

ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କୁ କରୋନା​

ନୀଳଗିରି: ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ବିଧାୟକଙ୍କ କରୋନା ପରୀକ୍ଷା ରିପୋର୍ଟ…
Read More...

ଆଜି ଅବପାତ, କାଲି ବାତ୍ୟା ରୂପ ନେବ ଲଘୁଚାପ; ଉତ୍ତର ଓଡ଼ିଶା ଉପକୂଳକୁ ବିପଦ ହୋଇପାରେ-ଏସଆରସି

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟାରେ ଅବପାତ ରୂପ ନେବ। ଏହା ଶନିବାର ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡ଼ ରୂପ ନେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…
Read More...

୭ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଭଦ୍ରକ ଓ ୨ ବାଲେଶ୍ଵର ଜିଲାର

ଭୁବନେଶ୍ଵର: ରାଜ୍ୟରେ ସୋମବାର ଆଉ ୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛନ୍ତି। ନୂଆ ୭ ରୋଗୀଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଜିଲାର ଏବଂ ଅନ୍ୟ ୨ ଜଣ ବାଲେଶ୍ଵର…
Read More...

ଟ୍ରେନରେ କଟି ୨ ମୃତ

ସୋର: ବାଲେଶ୍ଵର ଜିଲା ସୋର ଷ୍ଟେଶନରେ ଟ୍ରେନରେ କଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ପରେ ଶନିବାର ଭୋର ସମୟରେ…
Read More...

ସଚେତନତା ହିଁ ବାୟୁ ପ୍ରଦୂଷଣ ରୋକିବାର ପ୍ରଥମ ସୋପାନ

ବାଲେଶ୍ୱର : ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ ସହର) ମଧ୍ୟରୁ ବାଲେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ ବାୟୁ ପ୍ରଦୂଷଣ…
Read More...

କାକୁଡ଼ି ବିକାଳିଙ୍କୁ ଷ୍ଟେସନ କର୍ମଚାରୀଙ୍କ ମାଡ଼ ମାରିବା ଘଟଣା, ତଦନ୍ତ ଆରମ୍ଭ କଲା ଜିଆରପି

ସୋର: ବାଲେଶ୍ବର ରେଳଷ୍ଟେସନ ବାହାରେ କାକୁଡ଼ି ବିକାଳି ହରେକୃଷ୍ଣ ମହାଳିକଙ୍କୁ ଦୁଇ ଷ୍ଟେସନ କର୍ମଚାରୀ ମାଡ଼ ମାରିବା ଭିଡିଓ ଭାଇରାଲ ଘଟଣାରେ ଶୁକ୍ରବାର ବାଲେଶ୍ବର ଜିଆରପି ତଦନ୍ତ ଆରମ୍ଭ କରିଛି। ଗୁରୁବାର ମୋହନ…
Read More...